Yearly Archives

2021

୫୫ରନରେ ଅଲଆଉଟ୍ ହେଲା ୱେଷ୍ଟଇଣ୍ଡିଜ : ୬ୱିକେଟରେ ଜିତିଲା ଇଂଲଣ୍ଡ

ଦୁବାଇ : ଦୁବାଇଠାରେ ଖେଳାଯାଉଥିବା ଟି-୨୦ ବିଶ୍ୱକପର ଏକ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ଦଳ ଲଜ୍ଜାଜନକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଦଳ ମାତ୍ର ୫୫ ରନ କରି ଅଲଆଉଟ ହୋଇଯାଇଛି । ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ
Read More...

ଶିଷକେଲାରେ ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଶିଷକେଲା ଖେଳ ପଡିଆଠାରେ ବିକିଜି ନାଗଙ୍କ ନେତୃତ୍ୱରେ ଏକ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟେଜିତ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଅଂଶଗ୍ରହଣ କରିଥିଲେ । ଖାରିବାହାଲ ଓ ପାଇକସମରା ମଧ୍ୟରେ ଖେଳ ଅନୁଷ୍ଠିତ
Read More...

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଖୋଜାପଲ୍ଲୀ ଗାଁରେ କୁବେରଙ୍କ ଘର ଠାବ : ଅଧିକ ତଦନ୍ତ ଜାରୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କଳିଯୁଗରେ ମଧ୍ୟ ଉଭା ହୋଇଛନ୍ତି, କୁବେର ମହାତ୍ମା । କୁବେରଙ୍କ ଘରୁ ବିପୁଳ ପରିମାଣରେ କାଟା କାଟା, ବସ୍ତାବସ୍ତା ଭାରତୀୟ ଟଙ୍କା, ଆଉ ମହଣ ମହଣ ସୁନା । ଦେଖିବା ଲୋକ ଅବାକ୍ ଆଚମ୍ବିତ । ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲାର ପ୍ରାଚୀନ ଗଡ଼ଜାତ ଅଞ୍ଚଳ
Read More...

ବିଧାନସଭା ଗୃହ ସଦାଚାର କମିଟିର ବରଗଡ଼ ଜିଲ୍ଲା ଗସ୍ତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜନ ପ୍ରତିନିଧି ଓ ଜିଲ୍ଲାସ୍ତରୀୟ ଅଧିକାରୀ, ତଥା ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀମାନଙ୍କ ମଧ୍ୟରେ ସୁ ସଂପର୍କ ରକ୍ଷା କରି ନିଜ ଜିଲ୍ଲାର ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇ ପାରିବ ଏଥିପ୍ରତି ଯତ୍ନବାନ ହେବା ଆବଶ୍ୟକ ଅଟେ ବୋଲି ଆଜି ବରଗଡ଼
Read More...

ବିଧାନସଭା ସଦାଚାର କମିଟିର ସୁବର୍ଣ୍ଣପୁର ଗସ୍ତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : କୌଣସି ଜିଲ୍ଲା ବା ରାଜ୍ୟର ବିକାଶ ଧାରାରେ ଜନ ପ୍ରତିନିଧିଙ୍କ ସହ ପ୍ରଶାସନର ଉପଯୁକ୍ତ ସମନ୍ଵୟ ନିହାତି ଜରୁରୀ । କୌଣସି ବିକାଶମୂଳକ କାର୍ଯ୍ୟ ହେଉ ବା ଲୋକଙ୍କ ସମସ୍ୟା କ୍ଷେତ୍ରରେ ଜନ ପ୍ରତିନିଧିଙ୍କ ଲିଖିତ କିମ୍ବା ମୌଖିକ ସୂଚନା ତଥା ଅନ୍ୟ କୌଣସି
Read More...

ଅଙ୍ଗନବାଡ଼ି କର୍ମୀ କ୍ଷୀରବତୀ କୁଅଁରଙ୍କ ଅକାଳ ବିୟୋଗ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ବାହାବଲ ପଞ୍ଚାୟତ ମାଲପଡା ଗ୍ରାମର ଅଙ୍ଗନବାଡ଼ି କର୍ମୀ କ୍ଷୀରବତୀ କୁଅଁରଙ୍କ ଆଜି ଅକାଳ ବିୟୋଗ ହୋଇଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ସେ ଦୀର୍ଘ ଦିନ ଧରି ଉଚ୍ଚ ରକ୍ତଚାପ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ
Read More...

ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶ ପୁତ୍ତଳିକା ଦାହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଝରଣୀ ଗାଁର ମମିତା ମେହେର ହତ୍ୟା ଓ ବରଗଡ଼ ଜିଲ୍ଲା ତୋରା ଗାଁର ଗୋବିନ୍ଦ କୁମ୍ଭାରଙ୍କୁ ହାଜତରେ ପିଟି ପିଟି ମାରି ଦେଇଥିବା ଘଟଣାର ସିବିଆଇ ତଦନ୍ତ କରିବା ସହ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର
Read More...

ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ତରଫରୁ ସମ୍ବଲପୁର ପୁଲିସ ଉପନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ

ସମ୍ବଲପୁର, (କେପିଏନ୍‌ଏସ୍‌) : ମମିତା ମେହେର ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ ସହ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ଆଜି ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ତରଫରୁ ସମ୍ବଲପୁର ପୁଲିସ ଉପନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିବା ବେଳେ ପୁଲିସ ଉପ ନିରୀକ୍ଷକଙ୍କ ଅନୁପସ୍ଥିତିନେ କ୍ରାଇମ୍
Read More...

ଜମଲା ଡିଗ୍ରୀ କଲେଜରେ ସଂକୁଳ ସ୍ତରୀୟ ଯୁବ ରେଡ଼କ୍ରସ ପ୍ରଶିକ୍ଷଣ ଶିବିରର ଦ୍ୱିତୀୟ ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜମଲା ଡିଗ୍ରୀ କଲେଜଠାରେ ଅକ୍ଟୋବର ୨୨ରୁ ୨୪ ତାରିଖ ଯାଏଁ ସଂକୁଳ ସ୍ତରୀୟ ଯୁବ ରେଡ଼କ୍ରସ ପ୍ରଶିକ୍ଷଣ ଶିବିରର ଦ୍ଵିତୀୟ ଦିବସର ପ୍ରଥମ ଅଧିବେଶନରେ ଅଧ୍ୟକ୍ଷ ଡକ୍ଟର ମାନଭଞ୍ଜନ ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ପ୍ରଥମେ ଜମଲା ଡିଗ୍ରୀ କଲେଜର ଛାତ୍ରୀ
Read More...

ବରିଷ୍ଠ ସାହିତ୍ୟିକ ଡା. ଚନ୍ଦ୍ରମଣି ସ୍ୱାଇଁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ସ୍ମୃତିସଭା

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଶାର ସ୍ୱନାମଧନ୍ୟ ଲେଖକ, ବାଗ୍ମୀ, ବରିଷ୍ଠ ଭେଷଜବିତ, ସାହିତ୍ୟିକ ଡ଼ା. ଚନ୍ଦ୍ରମଣି ସ୍ୱାଇଁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ସ୍ଥାନୀୟ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ଆନୁକୂଲ୍ୟରେ ଗେଟବଜାରସ୍ଥିତ ବିଶ୍ୱନାଥ କଲ୍ୟାଣ ମଣ୍ଡପ ପରିସରରେ
Read More...