Yearly Archives

2021

ଅନ୍ନଦାତାଙ୍କ ଦ୍ୱାରା ସମ୍ମାନିତ ହେଲା ସଂକଳ୍ପ ପରିବାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ ବୋଡାସମ୍ବର କୃଷକ ସଂଗଠନ, ପଦ୍ମପୁରର ଡାକରାରେ ପଦ୍ମପୁର ଠାରେ ହୋଇଥିବା ବିଶାଳ ଚାଷୀ ସମାବେଶ (ଜନସମୁଦ୍ର )ମଧ୍ୟରେ ସଂକଳ୍ପ ପରିବାରକୁ ସମ୍ମାନିତ କରାଯାଇଛି । ସଂକ୍ଷିପ୍ତରେ କହିବାକୁ ଗଲେ "ଚାଷ ଓ ଚାଷୀ ବିନା ମାନବ ସମାଜର ପରିକଳ୍ପନା କରିବା
Read More...

ନେହେରୁ ଯୁବକେନ୍ଦ୍ର ଓ ମିଷ୍ଟି ପ୍ରଡକ୍ସନର ମିଳିତ ପ୍ରଚେଷ୍ଟାରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସ୍ୱଚ୍ଛ ଭାରତ ଅଭିଯାନକୁ କେନ୍ଦ୍ର କରି ଚଳିତ ମାସରେ ପାଳନ କରାଯାଉଥିବା ନେହେରୁ ଯୁବକେନ୍ଦ୍ର ବରଗଡ଼ ପକ୍ଷରୁ ପଦ୍ମପୁର ବ୍ଲକ ଅନ୍ତର୍ଗତ ଖଇରପାଲି ଗ୍ରାମରେ ମିଷ୍ଟି ପ୍ରଡକ୍ସନର ସଭ୍ୟମାନଙ୍କ ସହାୟତାରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଅର୍ଥନୀତି ବିଭାଗର ପାରଦର୍ଶିତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଅର୍ଥନୀତି ବିଭାଗର ଚାରିଜଣ ଛାତ୍ରୀ ଓଡ଼ିଶାର କମନ୍ ପିଜି ଏନଟ୍ରାନସ୍ ଏବଂ ବିଲାଶପୁର କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଅର୍ଥନୀତିର ଏମ୍ଏ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ
Read More...

ମମିତାଙ୍କ ଆତ୍ମାକୁ ଶାନ୍ତି ଦେବା ପାଇଁ ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ କ୍ୟାଣ୍ଡେଲ ଶୋଭାଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : କଳାହାଣ୍ଡି ମହାଲିଙ୍ଗ ସନ୍ ସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରି କଠୋରରୁ କଠୋର ଦଣ୍ଡ ତଥା ଫାଶୀ ଦେଇ ମମିତାଙ୍କ
Read More...

ଫୋନ୍ ପାଇଁ ୧ ଲକ୍ଷ ୮୦ ହଜାରରେ ସ୍ତ୍ରୀକୁ ବିକିଲା ସ୍ୱାମୀ

ସ୍ମାର୍ଟ ଫୋନ ପାଇଁ ସ୍ମାର୍ଟ ସ୍ୱାମୀର ସ୍ମାର୍ଟ ଷଡ଼ଯନ୍ତ୍ର ସଇଁନ୍ତଲା, (ଅଜିତ କୁମାର ସାହୁ) : ସ୍ତ୍ରୀର ଦାମ୍ ୧ ଲକ୍ଷ ୮୦ ହଜାର । ବୟସ ଛୋଟ, କାଣ୍ଡ ବଡ଼ । ୧୭ ବର୍ଷିଆ ସ୍ୱାମୀର ସାଂଘାତିକ ଷଡ଼ଯନ୍ତ୍ର । ଫେସବୁକରେ ପ୍ରେମ କଲେ । ମଣ୍ଡପରେ ବାହା ହେଲେ । ସ୍ମାର୍ଟ ଫୋନ ପାଇଁ ସ୍ମାର୍ଟ
Read More...

ବଡବନ୍ଧରେ ସଫେଇ କାର୍ଯ୍ୟକ୍ରମ 

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ବଡବନ୍ଧ ଗାଁରେ ଶନିବାର ଦିନ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗାଁର ଯୁବକମାନେ ମିଶି ଗାଁ ପୋଖରୀର ଗାଧୁଆ ତୁଠ ସଫା କରିଥିବା ବେଳେ ଆଗକୁ ମଧ୍ୟ ଗାଁର ଅନେକ ଯୁବକଙ୍କୁ ଅଭିଯାନରେ ସାମିଲ କରି
Read More...

ପଞ୍ଚାୟତ ମହାବିଦ୍ୟାଳୟ ତାଲପଦରଠାରେ ଯୁବ ରେଡକ୍ରସ୍ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜେପୁର ବ୍ଳକ ଅନ୍ତର୍ଗତ ତାଲପଦର ପଞ୍ଚାୟତ ମହା ବିଦ୍ୟାଳୟଠାରେ ଯୁବ ରେଡକ୍ରସ୍ ଉତ୍ସବ ଉଦଘାଟିତ ହୋଇଯାଇଛି । ବିଜେପୁର ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଯୁବ ରେଡକ୍ରସ ପତାକା ଉତ୍ତୋଳନ କରିଥିଲେ । ମହାବିଦ୍ୟାଳୟ
Read More...

ବିବାହରେ ବିଫଳ ହେବାରୁ ଜୀବନ ହାରିଲେ ନାବାଳିକା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ପ୍ରେମରେ ବିଫଳ ହେବା ପରେ ପ୍ରେମୀ ଯୁଗଳ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏଥିରେ ପ୍ରେମିକାଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରେମିକ ଜଣକ ଆତ୍ମହତ୍ୟା ଉଦ୍ୟମ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । ପରେ ସେ ଥାନାରେ
Read More...

ପ୍ରେମ ବିବାହ ପରେ ସ୍ତ୍ରୀକୁ ବନ୍ଧକ ରଖି ଜେଲ୍‌ ଗଲା ସ୍ୱାମୀ

ପାଟଣାଗଡ, (ଗୋରେଖନାଥ ବରିହା) : ପ୍ରେମ ବିବାହ ପରେ ସ୍ତ୍ରୀକୁ ବନ୍ଧକ ରଖି ଜେଲ୍‌ ଗଲା ସ୍ୱାମୀ । ସୂଚନା ଅନୁସାରେ ବେଲପଡ଼ା ଥାନା ସୁଲେକେଲା ଗ୍ରାମର ରାଜେଶ ରଣା ନିକଟସ୍ଥ ଗାଁର ଜଣେ ଯୁବତୀଙ୍କୁ ଭଲପାଉଥିଲେ । ଉଭୟ ପରିବାରର ସହମତି ପରେ ବିବାହ ହୋଇଥିଲା । ରୀତିନୀତି ଅନୁସାରେ ଝିଅକୁ ବାହା
Read More...

ଗତ ୨୪ ଘଂଟାରେ ୪୪୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪୪୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୭୮ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୫୪୨ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୬୦ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...