Yearly Archives

2021

ରାଉରକେଲା ରେଲୱେ ଡିଭିଜନ ଆକ୍ସନ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସଂପ୍ରତି ରାଉରକେଲାଠାରେ ରେଳ ଡିଭିଜନ କରିବା ପାଇଁ ବିଭିନ୍ନ ସାମାଜିକ ଓ ରାଜନୈତିକ ଦଳ ପକ୍ଷରୁ କେନ୍ଦ୍ର ରେଳମନ୍ତ୍ରୀଙ୍କ ନିକଟରେ ଦାବୀ କରିଆସୁଛନ୍ତି । ଏହି ଦାବୀ ସହ ଅନ୍ୟାନ୍ୟ ଦାବୀ ନେଇ ରାଉରକେଲା ରେଲୱେ ଡିଭିଜନ ଆକ୍ସନ କମିଟିର ଆବାହକ ସୁମନ
Read More...

ବିଭିନ୍ନ ୱାର୍ଡରୁ ଜଳ ନିଷ୍କାସନ ପାଇଁ ପ୍ରୟାସ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ରହିଥିବା ଯୋଶଦା ମହାବିଦ୍ୟାଳୟଠାରୁ ତ୍ରିବେଣୀ ମଠ ଛକ ମଧ୍ୟରେ ରହିଥିବା ମୁଖ୍ୟ ନାଳର ପୁନରୁଦ୍ଧାର ହୋଇନାହିଁ । ଫଳରେ ନାଳ ମଧ୍ୟରେ ଗଛଳତା ଉଠି ରହିଥିବା ଯୋଗୁଁ ଠିକ୍‌ ଭାବେ ଜଳ ନିଷ୍କାସିତ ହୋଇପାରୁ ନଥିବା ଲକ୍ଷ କରାଯାଇଛି । ଯାହାକୁ
Read More...

ଗୁହାଳ ବିଲ୍‌ ପାଇଁ ଲାଂଚ ନେବା ବେଳେ ଭିଜିଲାନ୍ସ ଜାଲରେ ମହିଳା କନିଷ୍ଠ ଯନ୍ତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗୁହାଳ ବିଲ୍‌ ପାଇଁ ଲାଂଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ମହିଳା କନିଷ୍ଠ ଯନ୍ତ୍ରୀ । ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ କନିଷ୍ଠ ଯନ୍ତ୍ରୀ କୃଷ୍ଣପ୍ରିୟା ମଣ୍ଡଳ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଶନିବାର ସନ୍ଧ୍ୟା
Read More...

ଲଗାଣ ବର୍ଷାରେ ଚାଷଜମି ଜଳମଗ୍ନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଦୁଇଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ବ୍ଲକର ବିଭିନ୍ନ ଅଞ୍ଚଳରେ ରହିଥିବା ଚାଷ ଜମିଗୁଡିକ ଜଳମଗ୍ନ ହୋଇ ପଡିଥିବା ଦେଖିବାକୁ ମିଳିଛି । ପୋଇରାଶି ପଞ୍ଚାୟତର ଭୁଆଁଭୁଇଁ ଓ ବରପଲ୍ଲୀ ଗ୍ରାମାଞ୍ଚଳରେ ଶସ୍ୟକ୍ଷେତ୍ର ମଧ୍ୟରେ ରହିଥିବା
Read More...

ବୃକ୍ଷ ରୋପଣ କରି ରମ୍ଭା ଗାୟତ୍ରୀ ଶକ୍ତିପୀଠ ପାରିବାରିକ ଗୋଷ୍ଠୀ ଆୟୋଜନ କଲା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ମହା କାର୍ତ୍ତିକର ଶୁଭ ଅବସର ଏବଂ ରମ୍ଭା ଗାୟତ୍ରୀ ଶକ୍ତିପୀଠର ସପ୍ତବିଂଶତିଲମ ପ୍ରତିଷ୍ଠା ଉତ୍ସବ ଆୟୋଜନର ଅବ୍ୟବହିତ ପୂର୍ବରୁ ଆଜି ସକାଳେ ସର୍ବ ପ୍ରଥମେ ଶକ୍ତିପୀଠ ପରିସରରେ ଏକ ଅଶୋକ ବୃକ୍ଷ ରୋପଣ କରାଯାଇଥିଲା । ଅଖିଳ ବିଶ୍ୱ ଗାୟତ୍ରୀ ପରିବାର
Read More...

କମ୍‌ଗାଁ ଶକୁନ୍ତଳା ସ୍ନାତକ କଲେଜଠାରେ ଯୁବ ବାହିନୀ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଭଟଲି ବ୍ଲକ ଅନ୍ତର୍ଗତ କମ୍‌ଗାଁ ଶକୁନ୍ତଳା ବିଦ୍ୟାଧର ସ୍ନାତକ ମହାବିଦ୍ୟାଳୟରେ ରେଡକ୍ରସ ଓଡିଶା ଶାଖା ପକ୍ଷରୁ ଯୁବ ବାହିନୀ ଶିବିର ଆୟୋଜିତ ହୋଇଯାଇଛି । ରେଡକ୍ରସ ଭଟଲି ଅମ୍ବାଭୋନା ବ୍ଲକର ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଏବଂ ସ୍ନାତକ କଲେଜର
Read More...

ଆଜି ବି ବଞ୍ଚି ରହିଛି ମାନବିକତା : କ୍ୟାଡ଼ର ଏପିପି ଓ ସହଯାତ୍ରୀଙ୍କ ଦ୍ୱାରା ବାଳକ ଉଦ୍ଧାର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ନିଜର ଧର୍ମପତ୍ନୀଙ୍କ ଜନ୍ମଦିନ ପାଳନ କରି ଖୁସିମନେଇବା ପାଇଁ ରବିବାର ଦିନ ଛୁଟିରେ ସପରିବାର ସହ ଛୁଟି କଟାଇବା ପାଇଁ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ । ସେ ହେଉଛନ୍ତି ଛତ୍ରପୁର ଏସଡିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର ।
Read More...

ଆସନ୍ତା ୧୫ ତାରିଖ ବିଦ୍ୟୁତ ଯୋଗାଣ ବ୍ୟାହତ ହେବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ ଓ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆସନ୍ତା ୧୫ ତାରିଖ ଦିନ ପାଓ୍ବାର କଟ ହେବ ବୋଲି OPTCL ପକ୍ଷରୁ କମ୍ପାନୀର ଯୋଗାଯୋଗ ଏବଂ ଲୋକ ସଂପର୍କ ମୁଖ୍ୟ ସୂଚନା ପ୍ରଦାନ କରିଛନ୍ତି । ଗ୍ରୀଡ ଓ ସବଷ୍ଟେସନର ମେଟାନାନ୍ସ ଯୋଗୁଁ ବିଦ୍ୟୁତ ଯୋଗାଣ ବ୍ୟାହତ
Read More...

ପାଇକମାଲରେ ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କଲେ ବିଜେପି କର୍ମୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମୁଖ୍ୟମନ୍ତ୍ରୀଙ୍କ ବିଜେପୁର ଗସ୍ତକୁ ସାରା ବରଗଡ ଜିଲ୍ଲାରେ ବିଜେପି ତରଫରୁ ତୀବ୍ର ବିରୋଧ କରାଯାଇଥିବା ବେଳେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ମାନେ ମଧ୍ୟ ବିଭିନ୍ନ ସ୍ଥାନରେ ବିରୋଧୀ ଦଳ ମାନଙ୍କର ବିରୋଧର ସମ୍ମୁଖୀନ ହେଉଛନ୍ତି । ଆଜି ରାଜ୍ୟ ସରକାରଙ୍କ
Read More...