Yearly Archives

2021

ନିଶୁଳ୍କ କ୍ୟାନ୍ସର ଚିକିତ୍ସା ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଉପକଣ୍ଠ କଟାପାଲି ଗ୍ରାମରେ ଆଜି ଏକ ନିଶୁଳ୍କ କ୍ୟାନ୍ସର ଚିକିତ୍ସା ଶିବିର ଆୟୋଜନ ହୋଇଯାଇଛି । ଏହି ଶିବିରଟି ନାରାୟଣ ସେବା ସଂଘ ଓ ବରିଷ୍ଠ ନାଗରିକ ସେବା ସଂଘକଟାପାଲିର ମିଳିତ ସହଯୋଗରେ ଆୟୋଜନ କରାଯାଇଥିବା ବେଳେ ଏଥିରେ ଟାଟା ମେମୋରିଆଲ
Read More...

ନୂଆପଡାରେ ମହିଳା କୋର୍ଟ ଉଦ୍‌ଘାଟିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା କୋର୍ଟ ପରିସରରେ ଇ-ସେବା ଓ ତାଲିମ ଶିବିରକୁ ମାନ୍ୟବର ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଏସ. ମୁରଲୀଧର ଶୁଭ ଉଦ୍‌ଘାଟନ କରିଛନ୍ତି । ନୂତନ ସେବା ଅନେକ ସୁବିଧା ଆଣିଥିବା ବେଳେ ଏହାର ଅଭ୍ୟାସ ଦ୍ୱାରା ସହଜ ହୋଇଥାଏ ବୋଲି ମତପ୍ରକାଶ ପାଇଥିଲା ।
Read More...

ପଦମପୁର ଗାଁର ବୃଦ୍ଧ ଜଗନ୍ନାଥ ମୃତ୍ୟୁ ଘଟଣା : ୩ ଗିରଫ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ପଦମପୁର ଗାଁର ବୃଦ୍ଧ ଜଗନ୍ନାଥ ପୁଟେଲ ମୃତ ଦେହ ନିକଟ ବୁଦ୍ଧିଆ ଜଙ୍ଗଲରୁ ଖଡ଼ିଆଳ ପୋଲିସ ଉଦ୍ଧାର କରିଥିବା ବେଳେ ଏହି ଘଟଣାର ତଦନ୍ତ କରି ପୋଲିସ ସେହି ଗାଁର ୩ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା
Read More...

୩ କେଜି ୩୫୦ ଗ୍ରାମର ହାତୀ ଦାନ୍ତ ଜବତ : ଚୋରା ଚାଲାଣ ବେଳେ ଧରିଲା ଏସ୍‌ଟିଏଫ୍‌, ଜଣେ ଅଟକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବନଖଣ୍ଡ କେନ୍ଦୁଭଟା ଛକ ନିକଟରୁ ହାତୀ ଦାନ୍ତ ଚୋରା ଚାଲାଣ ସମୟରେ ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ପଦ୍ମପୁର ବନଖଣ୍ଡ କେନ୍ଦୁଭଟା ଛକଠାରେ, ଲରମ୍ଭା ଥାନା ଅଞ୍ଚଳର ରମେଶ ପ୍ରଧାନ ନାମକ ଜଣେ ଲୋକ ହାତୀ ଦାନ୍ତ ଚୋରା ଚାଲାଣ କରୁଥିବା
Read More...

ଦୁବଲାବାହାଲ ରାସ୍ତା କଡ଼କୁ ଖସିଲା ଗାଡି ଦୁଇ ମୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ଦୁବଲାବାହଲ ଛକଠାରେ ଏକ ପିକ୍‌ଅପ୍‌ ସବାରୀ ଗାଡି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଇଟା ଗଦାରେ ବାଡେଇ ହୋଇଯାଇଛି । ଏହି ଦୁର୍ଘଟଣାରେ ଗାଡିରେ ଥିବା ଉଭୟ ଚାଳକ ଓ ସହଯୋଗୀଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି । ଗାଡିଟି
Read More...

ପଣ୍ଡିତ ଜବାହାରଲାଲ ନେହେରଙ୍କ ଜନ୍ମ ଦିବସ ଉପଲକ୍ଷେ ଶିଶୁ ଦିବସ ପାଳନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦେଶରେ ପ୍ରତ୍ୟେକ ବର୍ଷ ନଭେମ୍ବର ୧୪ ତାରିଖକୁ ଶିଶୁ ଦିବସ ରୂପେ ପାଳନ କରାଯାଏ । ପଣ୍ଡିତ ଜବାହାରଲାଲ ନେହେରୁ ୧୮୮୯ ମସିହା ନଭେମ୍ବର ୧୪ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସେ ଶିଶୁମାନଙ୍କୁ ବହୁତ ଭଲ ପାଉଥିଲେ ତେଣୁ ତାଙ୍କ ଜନ୍ମ ଦିବସକୁ ଶିଶୁ ଦିବସ ରୂପେ
Read More...

ଖପ୍ରାଖୋଲରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୧ ପାଳିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ଗୋଷ୍ଠୀ ସାଧନ କେନ୍ଦ୍ର ପକ୍ଷରୁ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଖପ୍ରାଖୋଲ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୧୪ କ୍ଲଷ୍ଟର ଅଷ୍ଟମ ଶ୍ରେଣୀରେ
Read More...

କବି ଅଖିଳ ନାୟକ ଆଉ ନାହାନ୍ତି

ଭବାନୀପାଟଣା, (କେପିଏନ୍‌ଏସ୍‌) : ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା କବି ତଥା ଔପନ୍ୟାସିକ ଅଖିଳ ନାୟକ ଆଉ ନାହାନ୍ତି । ଦଳିତ ନିଷ୍ପେସିତଙ୍କ ପାଇଁ ସାରା ଜୀବନ ଲେଖନୀ ଚାଳନା କରିଥିବା କବି ଅଖିଳ ବିଗତ କିଛି ଦିନ ହେଲା ଯକୃତ ଜନିତ ସ୍ୱାସ୍ଥ୍ୟ ସମସ୍ୟା ଭୋଗି ଆସୁଥିଲେ । ତେବେ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୭୭ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଢେଙ୍କାନାଳ ଓ ଜଗତସିଂହପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏନେଇ
Read More...

ଗତ ୨୪ ଘଂଟାରେ ୨୬୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୬୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୪୨ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୭୪୧ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୩ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...