Daily Archives

ଭିନ୍ନକ୍ଷମ ହେଲେ ବି ଡୋଳାମଣି ସକ୍ଷମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ଯୋଖିପାଲି ପଞ୍ଚାୟତ ଲିଟିପାଲି ଗ୍ରାମର ଦୃଷ୍ଟିହୀନ ଡୋଳାମଣି ମହାନନ୍ଦ ଭିନ୍ନକ୍ଷମ ହେଲେ ବି ସକ୍ଷମ । ସୂଚନା ଅନୁସାରେ ଜନ୍ମରୁ ସେ ଦୃଷ୍ଟିହୀନ ନୁହନ୍ତି । ସେ ରାଜବୋଡାସମ୍ବର ବ୍ଲକ ବରିକେଲ
Read More...

ବୁର୍ଡା ସ୍କୁଲରେ ନିମ୍ନମାନର ଏମ୍‌ଡିଏମ୍‌ ଚାଉଳ ଯୋଗାଣ ଅଭିଯୋଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ଛାତ୍ରଛାତ୍ରୀମାନଙ୍କ ପାଇଁ ମାଗଣାରେ ଉତ୍ତମ ମାନର ଚାଉଳ ଯୋଗାଣ କରୁଥିବା କହୁଛନ୍ତି ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଡେଙ୍ଗ ପଞ୍ଚାୟତ ବୁର୍ଡା ସ୍କୁଲରେ ନିମ୍ନମାନର ଏମ୍‌ଡିଏମ୍‌ ଚାଉଳ ଯୋଗାଣ କରାଯାଇଥିବାର ଅଭିଯୋଗ ହୋଇଛି ।
Read More...

ଟିକ୍ରାପଡ଼ା ଅଞ୍ଚଳରେ ବଢୁଛି ଡ଼କାୟତି, ପୁଲିସ ଚୋରକୁ ଧରିବାରେ ବିଫଳ ଅଭିଯୋଗ : ମା’ ମୋବାଇଲ ଦୋକାନରୁ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ଦିନକୁ ଦିନ ଚୋରି, ଡକାୟତି ଭଳି ଅନେକ ଅପରାଧିକ ଘଟଣା ଘଟି ଚାଲିଥିବା ବେଳେ କେତେବେଳେ ଡକାୟତଙ୍କୁ ଧରିବାରେ ପୁଲିସ ସଫଳ ହେଉଛି ତ ଆଉ କେତେ ବେଳେ ବିଫଳ ହେଉଥିବା ଦେଖିବାକୁ ମିଳିଛି । ତେବେ ଟ୍ରିକାପଡ଼ା ଫାଣ୍ଡି
Read More...

ଦରହ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ

ଢେଙ୍କାନାଳ, (ତାପସ ଦାସ) : ଆଜି ଢେଙ୍କାନାଳ ଜିଲ୍ଲାର ଉପାନ୍ତ ବନଭୂମି ଅଞ୍ଚଳରେ ଥିବା ବେଗା, ଲାଉଲେଇ, ଖଂକୀରାଗ୍ରାମ ପଞ୍ଚାୟତରେ କୃଷିର ଉନ୍ନତି ପାଇଁ ର୍ଦୀଘ ବର୍ଷରୁ ଅଭିଳାଷ ଥିବା ଦରହ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ ଆଜି ବିଧାୟକ ଢେଙ୍କାନାଳ ସୁଧୀର ସାମଲଙ୍କ ଦ୍ୱାରା
Read More...

ଯୁବପିଢି ପାଇଁ ଉଦାହରଣ ପାଲଟିଲେ ପୋତାଶ୍ରୀୟା ବଢେଇ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଖୁବ କମ୍‌ ବୟସରେ ଗରିବ ଏବଂ ଅସହାୟଙ୍କ ସେବାରେ ନିଜକୁ ସମର୍ପିତ କରିଛନ୍ତି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅର୍ନ୍ତଗତ କୋକନରା ଗ୍ରାମର ପୋତଶ୍ରୀୟା ବଢେଇ । ବୟସ ମାତ୍ର ୨୧ ବର୍ଷ । ଯେଉଁ ବୟସର
Read More...

ପ୍ରବାସୀ ଶ୍ରମିକମାନଙ୍କର ପିଲାମାନଙ୍କ ସୁରକ୍ଷା ଏବଂ ସେମାନଙ୍କ କଲ୍ୟାଣ ନିମନ୍ତେ ଦାଦନପ୍ରବଣ ଜିଲ୍ଲାମାନଙ୍କୁ ନେଇ ଏକ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଆନ୍ତର୍ଜାତୀୟ ପ୍ରବାସୀ ଶ୍ରମିକ ଦିବସ ଅବସରରେ ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ତରଫରୁ ପ୍ରବାସୀ ଶ୍ରମିକମାନଙ୍କର ପିଲାମାନଙ୍କ ସୁରକ୍ଷା ଏବଂ ସେମାନଙ୍କ କଲ୍ୟାଣ ନିମନ୍ତେ ଦାଦନପ୍ରବଣ ଜିଲ୍ଲାମାନଙ୍କୁ ନେଇ ଏକ ଆଂଚଳିକ କର୍ମଶାଳା ଅନୁଷ୍ଠିତ
Read More...

ଚିକିତ୍ସା ଶିବିର ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଟାଉନ କ୍ଲବ ତରଫରୁ ଡିସେମ୍ବର ୨୨ ତାରିଖ ବୁଧବାର ଦିନ ଟାଉନ କ୍ଲବ ପରିସରରେ କ୍ଲବ ତଥା ମହାନଦୀ ନେତ୍ର ଚିକିତ୍ସାଳୟ, ବିରମହାରାଜପୁରଙ୍କ ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହେବାକୁ ଯାଉଛି । ଶିବିରରେ ମାଗଣା
Read More...

ରାଉରକେଲା କଲେଜର ଓଡିଆ ବିଭାଗ ପକ୍ଷରୁ ଦ୍ୱିଦିବସୀୟ ପାଠଚକ୍ର ସଂପାନ ଆରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା କଲେଜର ଓଡିଆ ବିଭାଗ ପକ୍ଷରୁ ଦ୍ୱିଦିବସୀୟ ପାଠଚକ୍ର ସଂପାନ ମହାବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଯାଇଛି । ପ୍ରଥମ ସଂପାନରେ 'ଓଡିଆ ନାଟକରେ ଯୁଗସ୍ରଷ୍ଟା ନାଟ୍ୟକାର କାଳୀଚରଣ ଓ ନାଟକ ରକ୍ତମାଟି' ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।
Read More...

କେ.ପି.ପି. ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଶିକ୍ଷକ ଓ କ୍ରୀଡାପ୍ରେମୀଙ୍କୁ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ, ମୁନିନ୍ଦା ପକ୍ଷରୁ ରାଜ୍ୟସ୍ତରୀୟ ଖୋ'ଖୋ' ଚମ୍ପିୟାନ୍‌ସିପ୍‌ ପ୍ରତିଯୋଗିତାରେ ପୁରୀ ଜିଲ୍ଲା ତୃତୀୟ ସ୍ଥାନ ଅଧିକାର କରିଥିବା କେ.ପି.ପି ଉଚ୍ଚ ବିଦ୍ୟାଳୟର ଅନ୍ୟାନ
Read More...

୫ତମ ଦିନିକିଆ ଖ୍ରୀଷ୍ଟମସ୍‌ କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : କାଲସେଇପାଲି ବିଜୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ମିଶନ ପଡିଆ ଠାରେ ଚାଲିଥିବା ୫ତମ ଦିନିକିଆ ଖ୍ରୀଷ୍ଟମସ୍‌ କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ନଗର କଂଗ୍ରେସ ସଭାପତି ବୁଲୁ ଦାନୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସରୋଜ ଛତ୍ରିଆ ଏବଂ
Read More...