pakka

୫ତମ ଦିନିକିଆ ଖ୍ରୀଷ୍ଟମସ୍‌ କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : କାଲସେଇପାଲି ବିଜୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ମିଶନ ପଡିଆ ଠାରେ ଚାଲିଥିବା ୫ତମ ଦିନିକିଆ ଖ୍ରୀଷ୍ଟମସ୍‌ କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ନଗର କଂଗ୍ରେସ ସଭାପତି ବୁଲୁ ଦାନୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସରୋଜ ଛତ୍ରିଆ ଏବଂ ବିପିନ ବିହାରୀ ଛତ୍ରିଆ ଯୋଗ ଦେଇଥିଲେ । ଆଜିର ଏହି ଉଦ୍‌ଯାପିତ ମ୍ୟାଚ୍‌ କାଲସେଇପାଲି ଏବଂ ସୁଜିଆ ଦଳ ମଧ୍ୟରେ ହୋଇଥିବା ବେଳେ କାଲସେଇପାଲି ଦଳ ବିଜୟ ହୋଇ ଅତିଥି ମାନଙ୍କ ଠାରୁ ପୁରସ୍କୃତ ହୋଇଥିଲେ ।

Leave A Reply

Your email address will not be published.

10 − 6 =