Daily Archives

ଗ୍ଲୋବାଲ ୱାର୍ମିିିଙ୍ଗ ଉପରେ ଆଲୋଚନା ଚକ୍ର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସେଭ ଦି ଆର୍ଥ ଫାଉଣ୍ଡେସନ, ବୋଳକଣା ଏବଂ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଗ୍ଲୋବାଲ ୱାର୍ମିଙ୍ଗ (ବିଶ୍ୱତାପାୟନ) ଉପରେ ଆଲୋଚନା ଚକ୍ର ଅନୁଷ୍ଟିତ ହୋଇଯାଇଛି । ଏହି
Read More...

ହେଁସମୂଳ ଗ୍ରାମଠାରେ ତାଳଚେର ବିଧାୟକଙ୍କ ଦ୍ୱାରା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଂଟନ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ତାଳଚେର ବ୍ଲକ ହେଁସମୂଳ ଗ୍ରାମ ପଂଚାୟତଠାରେ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଂଟନ କଲେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ । ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗ୍ରାମର
Read More...

ଭୁଟ୍ଟୋ ଏବଂ ସରିଫ ପରିବାର ପାକିସ୍ତାନକୁ ବର୍‌ବାଦ୍‌ କରିଛନ୍ତି : ଇମ୍ରାନ ଖାନ

ଇସ୍‌ଲାମାବାଦ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଭୁଟ୍ଟୋ ଏବଂ ସରିଫ ପରିବାରକୁ ଦୁର୍ନୀତିକୁ ପ୍ରୋତ୍ସାହିତ କରିବା ସହ ପାକିସ୍ତାନକୁ ବର୍‌ବାଦ୍‌ କରିଥିବା ଅଭିଯୋଗ କରିଛନ୍ତି । ଶନିବାର ଦିନ ପାକିସ୍ତାନ ଟେଲିଭିଜନ (ପିଟିଭି)ରେ ପ୍ରସାରିତ 'ଅଲ
Read More...

ଜିଲ୍ଲା କ୍ରୀଡା ସଂସଦର ବାର୍ଷିକ କ୍ରୀଡା ଉଦ୍‌ଘାଟିତ : ଜିଲ୍ଲାର ୧୧୦୦ କ୍ରୀଡାବିତ୍‌ଙ୍କ ଅଂଶଗ୍ରହଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗାନ୍ଧୀଷ୍ଟାଡିୟମଠାରେ ଜିଲ୍ଲା କ୍ରୀଡା ସଂସଦର ବାର୍ଷିକ କ୍ରୀଡା ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ସମୁଦାୟ ୧୧୦୦ କ୍ରୀଡାବିତ ବିଭିନ୍ନ ଇଭେଣ୍ଟସ୍‌ରେ ଅଂଶଗ୍ରହଣ କରି ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିଥିଲେ । ଫୁଟବଲ ଏସୋସିଏସନ ଓଡିଶା (ଫାଓ) ତଥା
Read More...

ଅଚିହ୍ନା ଶବକୁ ସମ୍ମାନର ସହ ଦାହ କଲା କଂଟାବାଂଜି ପୋଲିସ : ‘ଯାହାର କେହି ନାହିିଁ, ତାହାର ପୋଲିସ ଅଛି’…

କଂଟାବାଂଜି, (କେପିଏନ୍‌ଏସ୍‌) : ଅଚିହ୍ନା ଶବକୁ ସମ୍ମାନ ଦେଇ ଦାହ କରିଛି କଂଟାବାଂଜି ପୋଲିସ । 'ଯାହାର କେହି ନାହିିଁ, ତା' ପାଇଁ ପୋଲସ ଅଛି' ନାରା ଦେଇ ଏସ୍‌ଡ଼ିପିଓ ଡଃ. ହୃଷିକେଶ ମେହେର ତଥା ପୋଲିସ ଅଧିକାରୀ ଓ କର୍ମଚାରୀମାନେ ସହରବାସୀଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି । ସୂଚନା
Read More...

କଂଟାବାଂଜି ସିଭିଲ କୋର୍ଟ ପରିସରରେ ହାଇକୋର୍ଟ ଜଷ୍ଟିସଙ୍କ ଦ୍ୱାରା ବାପୁଜୀଙ୍କ ପ୍ରତିମୁର୍ତି ଉନ୍ମୋଚିତ

କଂଟାବାଂଜି, (ମନିଷ କୁମାର ହଂସ) : କଂଟାବାଂଜି ସିଭିଲ କୋର୍ଟ ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତି ଶୁକ୍ରବାର ଦିନ ଓଡିଶା ହାଇକୋର୍ଟ ଜଷ୍ଟିସଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଜଷ୍ଟିସ ବିଶ୍ୱନାଥ କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାପୁଜୀଙ୍କ ପ୍ରତିମୂର୍ତିକୁ
Read More...

ବିଧାୟକ ପାଣ୍ଠିରୁ କଂଟାବାଂଜି ଡାକ୍ତରଖାନାକୁ ଆମ୍ବୁଲାନ୍ସ ଲୋକର୍ପିତ

କଂଟାବାଂଜି, (ମନିଷ କୁମାର ହଂସ) : କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ୱାରା ଶନିବାର ଦିନ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏକ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି । ବିଧାୟକ ଉନ୍ନୟନ ପାଣ୍ଠି ୨୦୨୧-୨୨ ଅନୁଦାନରୁ ବିଧାୟକ ସାଲୁଜା ୨୨ଲକ୍ଷ ଟଙ୍କା ବ୍ୟୟରେ ଏକ ଆମ୍ବୁଲାନ୍ସ
Read More...

‘ଖୋଲାଫର୍ଦ୍ଦ’ର ବନ୍ଧୁମିଳନ ଉତ୍ସବରେ ଜିଲ୍ଲା ପ୍ରତିନିଧି ଶରତ ଚନ୍ଦ୍ର ମିଶ୍ରଙ୍କୁ କୋଭିଡ଼ ଯୋଦ୍ଧା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମ୍ବାଦପତ୍ର 'ଖୋଲାଫର୍ଦ୍ଦ'ର ବନ୍ଧୁମିଳନ ଉତ୍ସବରେ ଜିଲ୍ଲା ପ୍ରତିନିଧି ଶରତ ଚନ୍ଦ୍ର ମିଶ୍ରଙ୍କୁ କୋଭିଡ଼ ଯୋଦ୍ଧା ସମ୍ମାନ ପ୍ରଦାନ କରାଯାଇଛି । ସୂଚନା ଅନୁସାରେ ଗତ ୧୭ ତାରିଖ ଦିନ ଭୁବନେଶ୍ୱରର ମେରିଅନ ହୋଟେଲ ଆୟୋଜିତ ବନ୍ଧୁ ମିଳନ ଉତ୍ସବରେ ଜିଲ୍ଲା
Read More...

ସିଏନ୍‌ସି ମହାବିଦ୍ୟାଳୟର ବାର୍ଷିକ କୁଇଜ୍‌ ପ୍ରତିଯୋଗିତାରେ ଅଭିଷେକ ଓ ଶ୍ରେୟା ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସିଏନ୍‌ସି ମହାବିଦ୍ୟାଳୟର ବାର୍ଷିକ କୁଇଜ୍‌ ପ୍ରତିଯୋଗିତାରେ ଅଭିଷେକ ଓ ଶ୍ରେୟା ବିଜୟୀ ହୋଇଛନ୍ତି । ସୂଚନା ଅନୁସାରେ ଗତ ୧୭ ତାରିଖ ଦିନ ବଲାଙ୍ଗିରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ନାଇସ୍‌ ବାଣିଜ୍ୟ ମହାବିଦ୍ୟାଳୟ (ସିଏନ୍‌ସି)ର ବାର୍ଷିକ କୁଇଜ୍‌ ପ୍ରତିଯୋଗିତା
Read More...

ପ୍ରଥମ ବଲାଙ୍ଗିର ଓପନ୍‌ ଷ୍ଟେଟ୍‌ ଫାଏଡ଼୍‌ ରେଟିଂ ଚେସ୍‌ ଟୁର୍ଣ୍ଣାମେଂଟ ଆସନ୍ତା ୨୩ରୁ ୨୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଥମ ବଲାଙ୍ଗିର ଓପନ୍‌ ଷ୍ଟେଟ୍‌ ଫାଏଡ଼୍‌ ରେଟିଂ ଚେସ୍‌ ଟୁର୍ଣ୍ଣାମେଂଟ ଆସନ୍ତା ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ସୁଦପଡ଼ା ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହେବ ବୋଲି ସ୍ଥାନୀୟ ଯାଦବ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ
Read More...