Daily Archives

ଭାଇ ହାତରେ ଭଉଣୀର ଜିଉଁନ୍ତିଆ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଜଗତ ଜନନୀ ଦୁର୍ଗାଙ୍କର ମହା ସପ୍ତମୀ ନୀତି ପୂଜା ମଣ୍ଡପମାନଙ୍କରେ ଚାଲିଥିବା ବେଳେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ଗାଁ ଗାଁରେ ଭାଇ ଜିଉଁନ୍ତିଆ ଓଷା ପାଳିତ ହୋଇଯାଇଛି । ଭାଇ ଜିଉଁନ୍ତିଆ ଓଷା ଥିବାରୁ ଭାଇ ଭଉଣୀମାନଙ୍କର ମଧ୍ୟରେ ନୂତନ ଉତ୍ସାହ
Read More...

ପାଇକମାଲ ଦୁର୍ଗାପୂଜା ଏକ ଅନନ୍ୟା ପରମ୍ପରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଦୁର୍ଗାପୂଜା ଯାହାକି ନଅ ଦିନଧରି ଚାଲିଥାଏ । ତାହାର ବୈଶିଷ୍ଠ୍ୟ ପରମ୍ପରା ନୃସିଂହନାଥ ସ୍ଥିତ ବିନ୍ଧ୍ୟବାସିନୀ ମନ୍ଦିର ସହିତ ଜଡିତ । ବିନ୍ଧ୍ୟବାସିନୀ ମନ୍ଦିର ଓ ପାଇକମାଲ ଗ୍ରାମର ଗୌନ୍ତିଆଙ୍କ ପୂଜାବିଧି କେଉଁ କାଳରୁ ଚାଲି ଆସୁଅଛି । ତାହା ଏକ
Read More...

ପ୍ରଧାନ ଶିକ୍ଷକଙ୍କ ଆତ୍ମହତ୍ୟା : କାରଣ ଅସ୍ପଷ୍ଟ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅମ୍ବାଭୋନା ଥାନା ଅନ୍ତର୍ଗତ କୁଠାରପାଲି ଗ୍ରାମର ପ୍ରହଲ୍ଲାଦ ଦାଶ(୫୭)ଙ୍କ ଶବ ଏକ ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି । ପ୍ରହଲ୍ଲାଦ ଦାସ ବୃତ୍ତିରେ ଜଣେ ଶିକ୍ଷକ ଥିଲେ ।ତାଙ୍କର ଚାକିରୀ କାଳରେ ସେ ଅମ୍ବାଭୋନା ୟୁପି ସ୍କୁଲରେ ଦୀର୍ଘ ୨୨ବର୍ଷ
Read More...

ରାଜ୍ୟରେ ଆଉ ୬୧୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ଆଜି ରାଜ୍ୟରେ ୬୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେନଣ୍ଟାଇନ୍‌ କେନ୍ଦ୍ରରୁ ୩୫୭ ଜଣ ଚିହ୍ନଟ ହୋଇଥିବା ବେଳେ ୨୫୮ଟି ଲୋକାଲ କେସ୍‌ ରହିଛ । ୬୧୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବର୍ଗର ୬୮ ଜଣ ପିଲା ଚିହ୍ନଟ
Read More...

୨୫୦ ଗ୍ରାମ୍ ବ୍ରାଉନସୁଗାର ଜବତ କରିବା ସହ ୫ ଜଣ ବେପାରୀଙ୍କୁ ଗିରଫ କଲା ଏସଟିଏଫ୍

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ବଳିଆପଣ୍ଡା ବାଇପାସ ଅଂଚଳରୁ ୨୫୦ ଗ୍ରାମ୍ ବ୍ରାଉନସୁଗାର ଜବତ କରିବା ସହ ୫ ଜଣ ବେପାରୀଙ୍କୁ ଗିରଫ କରିଛି ପୁରୀ ଏସଟିଏଫ୍ ବୋଲି ଖବର ମିଳିଛି । ଗିରଫ ୫ ଜଣ ବେପାରୀଙ୍କ ଘର ଖୋର୍ଦ୍ଧା ଜିଲ୍ଲାରେ ହୋଇଥିବା ବେଳେ ଜବତ ୨୫୦ ଗ୍ରାମ୍ ବ୍ରାଉନସୁଗାରର
Read More...

ରାଜ୍ୟରେ ଗତ ୨୪ ଘଣ୍ଟାରେ ୭ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୭ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୬୮କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ କଟକ ଏବଂ ଖୋର୍ଦ୍ଧା ଜିଲ୍ଲାରୁ ୨ଜଣ ଲେଖାଏଁ ରହିଥିବା ବେଳେ ଜଗତସିଂହପୁର, ଯାଜପୁର, ସୁନ୍ଦରଗଡ଼
Read More...

ପଦ୍ମପୁର ଟାଉନ କ୍ଲବ ଠାରେ ସ୍ୱର୍ଗତଃ ପର୍ଶୁରାମ ଅଗ୍ରୱାଲଙ୍କୁ ଶ୍ରଦ୍ଧାଞ୍ଜଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ସ୍ଥାନୀୟ ଟାଉନ କ୍ଲବ ଠାରେ ପଦ୍ମପୁରର କଳିଙ୍ଗ ଗ୍ରୁପର ପ୍ରତିଷ୍ଠାତା ତଥା ସମାଜସେବୀ ସ୍ୱର୍ଗତଃ ପର୍ଶୁରାମ ଅଗ୍ରୱାଲଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କର ସ୍ମୃତିଚାରଣ କରାଯାଇଥିଲା । ଗତ ତା ୫/ ୧୦/୨୦୨୧ ମଙ୍ଗଳବାର ରାତିରେ
Read More...

କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ଛୋଟ ଶିଶୁ ଉଦ୍ଧାର

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ଆଜି ଏକ ନିଖୋଜ ଶିଶୁକୁ ଉଦ୍ଧାର କରି ତାର ମା'ବାପାଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ମଳିଛି । ସୂଚନା ଯୋଗ୍ୟ ଯେ, କଣ୍ଟାବାଞ୍ଜି ରେଳଷ୍ଟେସନରେ ଛୋଟ ଶିଶୁଟିଏ କାନ୍ଦୁଥିବା ଦେଖି ସମାଜସେବୀ ଆଶିଷ ଜୈନ ଜୁନିୟର ରେଡକ୍ରସ
Read More...

ସଚେତନତା ଭିତ୍ତିକ ସର୍ଟ ଫିଲ୍ମ କରି ଚର୍ଚ୍ଚାରେ ବିଶ୍ୱନାଥ

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : ସର୍ଟ ଫିଲ୍ମ କରି ଚର୍ଚ୍ଚାରେ ଅଛନ୍ତି ନବରଙ୍ଗପୁରର ଯୁବକ । ଫିଲ୍ମ ପୁଣି ନିର୍ମାଣ ହୋଇଛି କୋରାପୁଟିଆ ଦେଶୀଆ ଭାଷାରେ । ମାତ୍ର ୨୩ବର୍ଷ ବୟସରେ ୫୦ରୁ ଅଧିକ ସଚେତନ ଧର୍ମୀ ଫିଲ୍ମ କରି ପ୍ରଶଂସା ସାଉଁଟୁଛନ୍ତି ନବରଙ୍ଗପୁର ଜିଲ୍ଲା ଦୁରାଗାଁର ବିଶ୍ୱନାଥ
Read More...

୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ବୃକ୍ଷ ରୋପଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ବୃକ୍ଷ ରୋପଣ କରାଯାଇଛି । ସ୍ଥାନୀୟ ଶାନ୍ତିପଡା ସ୍ଥିତ ସିଆର୍‌ପିଏଫ୍‌ ମୁଖ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ କମାଣ୍ଡେଣ୍ଟ ପୱନ କୁମାର ତିୱାରୀଙ୍କ ନେତୃତ୍ୱରେ ଜନଜୀବନ ପାଇଁ ଲାଭଦାୟକ
Read More...