Daily Archives

ବିଜ୍ଞାପିତ ଅଞ୍ଚଳ ପରିଷଦ ପରିସରରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସ୍ୱଚ୍ଛତା ଅଭିଯାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବିଜ୍ଞାପିତ ଅଞ୍ଚଳ ପରିଷଦ ପଦ୍ମପୁର ପରିସରରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ର ସଂଗଠନ ରେ ଜଡ଼ିତ ସ୍ଵେଚ୍ଛାସେବୀ ଚୂଡ଼ାମଣି ସାହୁ ଏବଂ ଜଗଦୀଶ
Read More...

ସ୍ୱୟଂସେବକ ସଚିକାନ୍ତ କାଲସାଏଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ରାଧାରାଣୀପଡା ନିବାସୀ ସ୍ୱୟଂସେବକ, ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ, ପୂର୍ବତନ ଶିକ୍ଷା ବିକାଶ ସମିତି କାର୍ଯ୍ୟକର୍ତ୍ତା ତଥା ବଲାଙ୍ଗିର ସହଜିଲ୍ଲା ସଂଘଚଳକ ସଚିକାନ୍ତ କାଲସାଏଙ୍କ ଗତକାଲି ଦେହାନ୍ତ ହୋଇଯାଇଛି । ୧୯୫୭ ଫେବୃୟାରୀରେ ଜନ୍ମଗ୍ରହଣ
Read More...

ଗାଡି ଚଢାଇ ୭ ଜଣ କୃଷକଙ୍କ ସହ ଜଣେ ସାମ୍ବାଦିକଙ୍କୁ ହତ୍ୟାର ପ୍ରତିବାଦରେ ଆନ୍ଦୋଳନ ଜାରି : ଆମ୍‌-ଆଦମୀ ପାର୍ଟି ପକ୍ଷରୁ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତ ୩ ତାରିଖରେ ଉତ୍ତର ପ୍ରଦେଶର ଲଖିମ୍‌ପୁର କ୍ଷେରୀ ଅଞ୍ଚଳରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ନିରୀହ କୃଷକଙ୍କ ଉପରେ ଗାଡି ଚଢାଇ ଦେଇଥିଲେ । ଫଳରେ ଘଟଣାସ୍ଥଳରେ କୃଷକ ଆନ୍ଦୋଳନର ୭ ଜଣ କୃଷକ ଏବଂ ଜଣେ ସାମ୍ବାଦିକ ମୃତ୍ୟୁ ବରଣ
Read More...

ଓବିସି ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ ଓ ଦାବୀପତ୍ର ପ୍ରଦାନ

ନୂଆପଡା, (ନିରାକାର ମେହେର) : ପଛୁଆ ବର୍ଗ (ଓବିସି)ପ୍ରସଙ୍ଗରେ ରାଜ୍ୟର କ୍ଷମତାସୀନ ବିଜେଡି ସରକାର ନିଜର ରାଜନୈତିକ ଫାଇଦା ହାସଲ ପାଇଁ ପଛୁଆ ବର୍ଗଙ୍କୁ ଉପେକ୍ଷା କରାଯାଉଛି । ଏନେଇ ଜିଲ୍ଲାର ପଛୁଆ ବର୍ଗଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସୋମବାର ନୂଆପଡା ଜିଲ୍ଲା ପଛୁଆ ବର୍ଗର
Read More...

ମା’ ସମଲେଇ ଆଜି ମହାଗୌରୀ ବେଶରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମା’ ସମଲେଇ ଆଜି ମହାଗୌରୀ ବେଶରେ ଭକ୍ତମାନଙ୍କୁ ଆଶୀର୍ବାଦ ପ୍ରଦାନ କରୁଛନ୍ତି । ଆଜି ଦେବୀଙ୍କ ଅଷ୍ଟମ ଶକ୍ତିର ବେଶ ‘ମହାଗୌରୀ’ । ଏହି ଅବସରରେ ସହରର ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ତଥା ବିଭିନ୍ନ ଦେବୀ ପୀଠରେ ଦେବୀ ମହାଗୌରୀ
Read More...

ଅଙ୍ଗନୱାଡି କେନ୍ଦ୍ରର ଦୂରାବସ୍ଥା, ଯାତାୟାତ ପାଇଁ ନାହିଁ ରାସ୍ତା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ଲର୍କା ଗ୍ରାମ ପଞ୍ଚାୟତ କାମପୁର ଗ୍ରାମ କନକପଡା ଅଙ୍ଗନୱାଡି କେନ୍ଦ୍ରର ଦୂରାବସ୍ଥା କହିଲେ ନସରେ । କେନ୍ଦ୍ରକୁ ଯାତାୟାତ ପାଇଁ ରାସ୍ତା ଟିଏ ନଥିବା ପଡାବାସୀ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଆଜିକୁ ଦୀର୍ଘଦିନ
Read More...