Daily Archives

ଜିଲ୍ଲାର ବିଭିନ୍ନ ସ୍ଥାନରେ ଗୁରୁ ପୂର୍ଣ୍ଣିମା ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ଗୁରୁ ପୂର୍ଣ୍ଣିମା ପାଳିତ ହୋଇଯାଇଛି । ଗୁରୁ ଶିଷ୍ୟ ପରମ୍ପରା ଦୃଷ୍ଟିରୁ ଏହି ଉତ୍ସବରେ ଶିଷ୍ୟ ମାନେ ଗୁରୁ ପୂଜନ କରି ଆଶିଷ ଭିକ୍ଷା କରିଥିଲେ । ଏହି ଅବସରରେ ବରଗଡ଼ ଖଜୁରଟିକ୍ରା ବଳରାମ ଦେବ କ୍ଲବ ପରିସରରେ ବରଗଡ଼
Read More...

ମନ୍ତ୍ରୀଙ୍କ ଗାଡ଼ିକୁ ଘେରିଲେ କୋସଲ ସ୍ୱାଭିମାନ ଯାତ୍ରାର ପଦଯାତ୍ରୀ କୋସଲ ସେନା : ପୋଲିସ ଦ୍ବାରା ଅଟକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଭୁବନେଶ୍ୱରରୁ ଫେରୁଥିବାରୁ ବେଳେ ବରଗାଁ ଛକରେ କୋସଲ ସ୍ୱାଭିମାନ ଯାତ୍ରାର ପଦଯାତ୍ରୀ କୋସଲ ସେନା ତାଙ୍କୁ ଘେରାଉ କରିଥିବା ବେଳେ ସଇଁନ୍ତଲା ପୋଲିସ ଘେରାଉରେ ସାମିଲ୍‌ ଥିବା କୋସଲ ସେନାଙ୍କୁ
Read More...

ବଙ୍ଗୋମୁଣ୍ଡା ଦିବ୍ୟ ଚେତନା ମହିମା ପୀଠରେ ସତସଙ୍ଗ ସଭା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦରଠାରେ ଥିବା ବଙ୍ଗୋମୁଣ୍ଡା ଦିବ୍ୟ ଚେତନା ମହିମା ପୀଠରେ ଅବଧୂତ କପିଳେନ୍ଦ୍ର ଦାସ ବାବାଙ୍କ ତତ୍ୱାବଧାନରେ ସତସଙ୍ଗ ସଭା ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଅଖଣ୍ଡ ଦୀପ ପ୍ରଜ୍ୱଳନ କରାଯାଇଥିଲା । ସନ୍ଥକବି
Read More...

ରାତିରେ ଘରେ ପଶି ମୁଖାପିନ୍ଧା ଦୁବୁର୍ତ୍ତ ଭୂଜାଲି ଧରି ଚୋରି ଉଦ୍ୟମ କଲେ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଗୋହିରାପଦର ଗାଁର ନିଲାମ୍ବର ମେହେରଙ୍କ ଘରକୁ ଗତକାଲି ବିଳମ୍ବିତ ରାତ୍ରିରେ ୫ରୁ ଅଧିକ ମୁଖାପିନ୍ଧା ଦୁବୁର୍ତ୍ତ ପଶି ଭୂଜାଲି ଧରି ଚୋରି ଉଦ୍ୟମ କରିଥିବା ନେଇ ବଙ୍ଗୋମୁଣ୍ଡା ଥାନାରେ ଏତଲା ଦେଇଛନ୍ତି ।
Read More...

ଆବାସ ଯୋଜନାରେ କୋସଲାଞ୍ଚଲକୁ ଅବହେଳା କରାଯାଉଥିବା ପ୍ରତିବାଦରେ କୋସଲ ସ୍ୱାଭିମାନ ପଦଯାତ୍ରା : ଭବାନୀପାଟଣାରୁ ଆଜି…

ସଇଁନ୍ତଲା, (ଅଜିତ କୁମାର ସାହୁ) : ସରକାର ଆବାସ ଯୋଜନାରେ କୋସଲାଞ୍ଚଳକୁ ଅବହେଳା କରାଯାଉଥିବା ନେଇ ଅନେକ ହିତାଧିକାରୀମାନେ ବଞ୍ଚିତ ହୋଇଥିବା ନେଇ ଆନ୍ଦୋଳନ ପାଇଁ ଲୋକେ ସଜବାଜ ହେଉଥିବା ବେଳେ ଗତକାଲି ଭବାନୀପାଟଣା ଠାରୁ ବରଗଡ଼ ଜିଲ୍ଲା ପର୍ଯ୍ୟନ୍ତ କୋସଲ ଯୁବ ସମନ୍ୱୟ ସମିତି ପକ୍ଷରୁ
Read More...

ଫସଲ ବୀମାରେ ଜାଲିଆତି ଅଭିଯୋଗ ନେଇ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଭେଟିଲା ବିଜେପି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଏକ ଚିର ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳ ଭାବେ ସାରା ଭାରତରେ ପରିଚିତ, ଅଞ୍ଚଳବାସୀ ମୁଖ୍ୟତଃ ଚାଷ ସମୟରେ ବର୍ଷାପାଣିକୁ ହିଁ ନିର୍ଭର କରିଥାନ୍ତି । ଜଳସେଚନର କୌଣସି ସୁବିଧା ନାହିଁ ଏବଂ ପ୍ରତ୍ୟେକ ବର୍ଷ ଏଠାରେ ସ୍ତଳ୍ପ ବର୍ଷା
Read More...

ସଲଡ଼ିହିଠାରେ କୋଭିଡ଼ ସଚେତନତା ରଥ ଗଡିଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଭିଡ଼ ସଚେତନତା ରଥ ଝାରବନ୍ଧ ବ୍ଲକ ଅର୍ନ୍ତଗତ ସଲଡ଼ିହି ଗ୍ରାମକୁ ପହଂଚିଥିଲା । ଝାରବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ନୂତନ)ରେ କୋଭିଡ଼ ସଚେତନତା ରଥକୁ ଡ଼ା. ମଧୁମିତା ମେହେର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ତାପରେ ସଲଡ଼ିହି ଗ୍ରାମକୁ
Read More...

ବରିଷ୍ଠ ନାଗରିକ ପାଇଁ କୋସଲ ରାଜ୍ୟ ସମନ୍ୱୟ ସମିତିର ଜରୁରୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ବସଷ୍ଟାଣ୍ଡ ସ୍ଥିର ହନୁମାନ ମନ୍ଦିରଠାରେ “ବରିଷ୍ଠ ନାଗରିକ ପାଇଁ କୋସଲ”ର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଶେଷ କରି ଏଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ଅନିୟମିତତା କରୁଥିବା ଓଡିଶା ସରକାରର ବିରୁଦ୍ଧରେ ଚାଲିଥିବା କୋସଲ
Read More...

ବଲାଙ୍ଗିର ଜିଲ୍ଲା ଆରଟିଆଇ ଫୋରମ ତରଫରୁ ପଞ୍ଚାୟତ ସମୀକ୍ଷା ଅଭିଯାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଆରଟିଆ ଫୋରମ ତରଫରୁ ପଞ୍ଚାୟତ ସମୀକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଜିଲ୍ଲାରେ ସରକାରଙ୍କ ତରଫରୁ ଚାଲୁଥିବା ବିଭିନ୍ନ ଜନହିତକର ଯୋଜନାର ଦୁର୍ନୀତିକୁ ନେଇ ବିଭିନ୍ନ ଖବର ଗୁଡିକରେ ବହୁଳ ପ୍ରସାର ହେଉଥିବା ବିଷୟକୁ ଆଖି ଆଗରେ
Read More...

ଗାୟିତ୍ରୀ ପରିବାର ଦ୍ୱାରା ଗୁରୁ ପୂର୍ଣ୍ଣିମା ପର୍ବ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାୟତ୍ରୀ ପରିବାର ଟ୍ରଷ୍ଟ ବଲାଙ୍ଗିର ଆନୁକୁଲ୍ୟରେ ସ୍ଥାନୀୟ କାମାକ୍ଷୀନଗର ନିକଟସ୍ଥ ଗାୟତ୍ରୀ ମନ୍ଦିରରେ ପବିତ୍ର ଗୁରୁ ପୂର୍ଣ୍ଣିମା ପର୍ବ ମହାସମାରୋହରେ ସମ୍ପନ୍ନ ହୋଇଯାଇଛି । ଗୁରୁ ଶିଷ୍ୟ ପରଂପରାର ଆଦର୍ଶରେ ଅନୁପ୍ରାଣିତ ହୋଇ ଗୁରୁଙ୍କ ପ୍ରତି
Read More...