Daily Archives

ମରଣଯନ୍ତା ପାଲଟିଛି ଭୁବନେଶ୍ୱରପୁରରୁ ଭାନପୁର ରାସ୍ତା : ମରାମତି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ଦୀପା…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗ୍ରାମାଞ୍ଚଳରେ ରାସ୍ତା ଗୁଡିକର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ବିଭିନ୍ନ ବିଭାଗକୁ ନିଦ୍ଦେଶ ଦେଉଥିବା ସତ୍ତ୍ୱେ ଏବେ ମଧ୍ୟ ଉପାନ୍ତ ଅଞ୍ଚଳର ରାସ୍ତା ଗୁଡ଼ିକ ଉପରେ କୌଣସି ପ୍ରଶାସନିକ ଅଧିକାରୀ ମାନଙ୍କ ନଜର ପଡୁନଥିବା ଘଟଣା ଦେଖିବାକୁ ମିଳୁଛି । ଏଭଳି
Read More...

ଆଜି ସଇଁନ୍ତଲା ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧

ସଇଁନ୍ତଲା, (ଅଜିତ କୁମାର ସାହୁ) : ଆଜି ସଇଁନ୍ତଲା ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ସଇଁନ୍ତଲା ବ୍ଲକ ବେଲଗାଁ ଗ୍ରା.ପ.ରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ. ୧୯ରୁ ୨ ଜଣ, ଖପ୍ରାଖୋଲ ବ୍ଲକ ସାହାଜପାଣିରୁ ଗ୍ରା.ପ.ରୁ ଜଣେ, ସଇଁନ୍ତଲା ବ୍ଲକ ବେଲଗାଁ ଗ୍ରା.ପ.ରୁ ଜଣେ ଏବଂ ଟିଟିଲାଗଡ
Read More...

ପୁରୁଣା ଜୀରା ବ୍ରିଜର କଲଭଟ ଭାସିଗଲା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ସହର ମଧ୍ୟରେ ପ୍ରବାହିତ ଜୀରା ନଦୀ ଉପରେ ନିର୍ମିତ ଅସ୍ଥାୟୀ ପୋଲ(କଲଭଟ) ଗତ ବର୍ଷାରେ ଧୋଇ ହୋଇଯାଇଥିବା ଫଳରେ ପୌର ପରିଷଦର ଏକ ୱାର୍ଡର ଲୋକଙ୍କ ସହର ସହ ବିଚ୍ଛିନ୍ନ ହୋଇଯାଇଛି । ଉକ୍ତ ଅଞ୍ଚଳର ଲୋକମାନେ ସାଧାରଣ କାର୍ଯ୍ୟ ପାଇଁ ୮ କିଲୋମିଟର ରାସ୍ତା
Read More...

ପୋଲିସକୁ ଚକ୍‌ମା ଦେଇ ଫୋରର୍‌ ହେବାକୁ ଉଦ୍ୟମ କରୁଥିଲା ହାଇଦର୍‌ : ଏନକାଉଣ୍ଟରରେ ପ୍ରାଣ ହରାଇଲା

ଭୁବନେଶ୍ୱର : ପୋଲିସକୁ ଚକ୍‌ମା ଦେଇ ଫୋରର୍‌ ହେବାକୁ ଉଦ୍ୟମ କରୁଥିଲା ହାଇଦର୍‌ । ପୋଲିସ ଏନ୍‌କାଉଣ୍ଟର୍‌ରେ ଶେଷରେ ପ୍ରାଣ ହରାଇଲା । ସୂଚନା ଅନୁସାରେ କଡ଼ା ପୋଲିସ ବଳୟରେ କଟକରୁ ବାରିପଦାକୁ କର୍ଡନ କରି ହାଇଦର୍‌କୁ ସିଫ୍ଟ କରାଯାଉଥିଲା । କିନ୍ତୁ ଅଧା ବାଟରେ ଖସି ପଳାଇବାର ପ୍ଲାନ କରି
Read More...

ଆସନ୍ତା ୨୬ ଓ ୨୭ ତାରିଖରେ ଜିଲ୍ଲାରେ ୧୮ରୁ ଉର୍ଦ୍ଧ ନାଗରିକଙ୍କ ପାଇଁ ୫୩ଟି କେନ୍ଦ୍ରରେ ଟୀକାକରଣ

ଦ୍ଵିତୀୟ ଡୋଜ଼ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା ତା୨୬/୦୭/୨୧ ଓ ତା୨୭/୦୭/୨୧ରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବ୍ଲକ ଓ ସୋନପୁର ମ୍ୟୁନିସିପାଲିଟିରେ
Read More...

ସନ୍ଦେହଜନକ ଅବସ୍ଥାରେ ମହିଳାଙ୍କ ଶବ ଉଦ୍ଧାର ହେଲା : ସାଧାରଣରେ ଚର୍ଚ୍ଚା

ଟିଟିଲାଗଡ, (ଗୌରବ ଦର୍ଜୀ) : ସନ୍ଦେହଜନକ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ । ରାତିରେ ବିଛଣା ଉପରେ ଶୋଇଥିବା ଅବସ୍ଥାରେ ହିଁ ମୃତ ଦେହ ପଡିରହିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଏକ ଯୋଜନା ବଦ୍ଧ ଭାବରେ ହତ୍ୟା କରାଯାଇଥିବା ସନ୍ଦେହ ଘର ମାଲିକ କରିଛନ୍ତି । ଗତ ଚାରି ବର୍ଷ ଧରି ଟିଟିଲାଗଡ
Read More...

ମାନସିଂହ ସାହିତ୍ୟର ଆଲୋଚନା ଚକ୍ର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମାନସିଂହ ସାହିତ୍ୟ ସଂସଦ, ନନ୍ଦଳା, ପୁରୀ ତରଫରୁ 'ଆଧୁନିକ କବିତା' ଶୀର୍ଷକ ଆଲୋଚନା ଚକ୍ର ଭର୍‌ଚୁଆଲ ମୋଡ୍‌ରେ ଆଜି ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବିଷ୍ଣୁପ୍ରସାଦ ଦଳେଇ ଆଲୋଚନା ଚକ୍ର ସମ୍ପର୍କରେ ସାମ୍ୟକ ସୂଚନା ଦେଇ, ଏହାକୁ ଆନୁଷ୍ଠାନିକ
Read More...

ଯମୁନା କାନ୍ଧୁନୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅବିଭାବକ ସମ୍ମିଳନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଦ୍ୱାରା ପ୍ରତିଷ୍ଠିତ ଏବଂ ସରକାରଙ୍କ ନୂତନ ଅନୁଦାନ ପ୍ରାପ୍ତ ଯମୁନା କାନ୍ଧୁନୀ ବାଳିକା ଉଚ୍ଚ ବିଦ୍ୟାଳୟ, ପାଇକମାଲ ବ୍ଲକର ଏକ ମାତ୍ର ମହିଳା ଅନୁଷ୍ଠାନ ଅଟେ । ଆଜି ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ପ୍ରତିନିଧି
Read More...

ବାର୍ହା ଶିକାର ପାଇଁ ବିଛା ଯାଇଥିବା ତାରରେ ଲାଗି ଜଣେ ଗୁରୁତର, ଜଣେ ନିଖୋଜ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବନାଞ୍ଚଳରେ ବାର୍ହା ଶିକାର ପାଇଁ ବିଛାଯାଇଥିବା ବିଜୁଳି ତାର ଫାଶରେ ପଡି ଜଣେ ଗୁରୁତର ଥିବାବେଳେ ଆଉ ଜଣେ ନିଖୋଜ ଥିବା ଜଣାଯାଇଛି । ସମ୍ପର୍କରେ ଉଭୟେ ଶଳା ଭିଣୋଇ ଅଟନ୍ତି । ଏହି ଥାନା ଅଧୀନ ସାନଟିକା ଗ୍ରାମର ପବନ ସୁନାଙ୍କ ପୁଅ ବିକାଶ ଓ ତାଙ୍କ
Read More...
error: Content is protected !!