ଶଙ୍କର ଧରୁଆଙ୍କ ପରଲୋକ
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଗାଇବାହଲ ପଞ୍ଚାୟତ ଘୁଚିପାଲି ଗାଁର ଶଙ୍କର ଧରୁଆଙ୍କ ପରଲୋକ ରବିବାର ମଧ୍ୟାହ୍ନରେ ହୋଇଯାଇଛି । ସେ ଜଣେ ପରୋପକାରୀ ବ୍ୟକ୍ତି ଭାବରେ ଅଞ୍ଚଳରେ ପରିଚିତ ଥିଲେ । ଶନିବାର ସନ୍ଧ୍ୟାରେ ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକେ!-->…
Read More...
Read More...