Yearly Archives

2020

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ଶୋକ ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋଭିଡ୍‌ ନିୟମ-୧୯କୁ ପାଳନ କରି ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ସଂଘ ତରଫରୁ ଗାନ୍ଧୀ ପାଠାଗାର ପରିସରରେ ପଶ୍ଚିମାଞ୍ଚଳର ସୁନାମଧନ୍ୟ ମାର୍ଗଦର୍ଶୀ, ସମାଜସେବୀ, ବରିଷ୍ଠ ସାମ୍ବାଦିକ ଓ ସଂଗଠକ ସ୍ୱର୍ଗତ ଭାଗବତ ପ୍ରସାଦ ନନ୍ଦଙ୍କ ବିୟୋଗ ପାଇଁ ଏକ ଶୋକସଭା
Read More...

ବରିଷ୍ଠ କଳାକାର ଅନ୍ତର୍ଯ୍ୟାମୀ ସାହୁ ଆଉ ନାହାନ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ବିଜେପୁର ବ୍ଲକ ମାଝିପାଲି ଗ୍ରାମର ମୂଲ ନିବାସୀ ତଥା ସଚେତନ ହେମା ଅନୁଷ୍ଠାନର ତୋଳବନ୍ଦର ଜଣେ ବରିଷ୍ଠ କଳାକାର ଅନ୍ତର୍ଯ୍ୟାମୀ ସାହୁଙ୍କ କରୋନାରେ ଗତ ୨୬ ତାରିଖ ଦିନ ମୃତ୍ୟୁ ଘଟି ଯାଇଛି । ସେ ଜଣେ ସମାଜସେବୀ, ପରୋପକାରୀ,
Read More...

ପଦ୍ମପୁର ସହକାରୀ ଯନ୍ତ୍ରୀଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିପଦପୂର୍ଣ୍ଣ ଟ୍ରାନ୍ସଫରମର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ନିର୍ବାହୀ ଯନ୍ତ୍ରୀ (ରାସ୍ତା ଏବଂ ଗୃହ ନିର୍ମାଣ)ଙ୍କ କାର୍ୟ୍ୟାଳୟ ନିକଟରେ ଥିବା ବିଦ୍ୟୁତ ଟ୍ରାନ୍ସଫରମର କେତେ ଦୂର ସୁରକ୍ଷିତ ତାହା କାହାକୁ ଜଣାନାହିଁ । ଏହି କାର୍ୟ୍ୟାଳୟର ସମ୍‌ନାରେ ଅଛି ହୋମିଓ ପ୍ୟଥିକ କିନିକ୍ । ଏହି ରାସ୍ତାରେ
Read More...

ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବଦାନ୍ୟ ବନ୍ଧୁ ଗିଫ୍ଟ ଅଫ ଲାଇଫକୁ ସମ୍ବର୍ଦ୍ଧିତ କଲା

ବରଗଡ଼, (ନିରୋଜ କୁମାର ପାଣୀ) : ସ୍ୱେଚ୍ଛାସେବୀ ସଙ୍ଗଠନ ବଦାନ୍ୟ ବନ୍ଧୁ ତରଫରୁ ଗିଫ୍ଟ ଅଫ ଲାଇଫକୁ ସମ୍ବର୍ଦ୍ଧିତ କରାଯାଇଛି । ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଦେଶରେ ଲକଡାଉଟ, ସଟଡାଉନ ଘୋଷଣା ହୋଇଥିବା ସମୟରେ ଅନେକ ସ୍ୱେଚ୍ଛାସେବୀ ସଂଗଠନମାନେ ଅସହାୟ ଗରିବ ଲୋକଙ୍କ ପାଇଁ ବିଭିନ୍ନ
Read More...

ଆଖିରେ ଜଟିଳ ଅସ୍ତ୍ରୋପଚାର ପରେ ଦୁନିଆ ଦେଖିଲା ତିନି ମାସର ଶିଶୁକନ୍ୟା : ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ…

ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : ‘‘ଜନ୍ମ ହେଲା ବେଳେ ମୋ’ ଝିଅର ଓଜନ ମାତ୍ର ୭୦୦ ଗ୍ରାମ ଥିଲା । ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁରେ ଝିଅ ଅଢ଼େଇ ମାସ ରହିଲା । ପରୀକ୍ଷା ହେଲାରୁ ଜଣାପଡ଼ିଲା ଯେ ତା’ ଆଖିରେ କିଛି ଅସୁବିଧା ଅଛି । ଅପରେସନ କରିବାକୁ ପଡ଼ିବ । ଝିଅକୁ କେମିତି
Read More...

କୋଭିଡ-୧୯କୁ ବେଖାତିର କରି ପାଠପଢ଼ା ଅଭିଯୋଗ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବିଶ୍ୱକୁ କରୋନା ମହାମରୀ ଦୋହଳାଇ ଦେଇଥିବା ସମୟରେ ତାର କାୟା ବିସ୍ତାର କରି ବଟବୃକ୍ଷ ଭଳି ବଢ଼ିବାରେ ଲାଗିଛି । କେନ୍ଦ୍ର ସରକାର ତଥା ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବସାଧାରଣଙ୍କ ଧନ ଜୀବନ ସୁରକ୍ଷାକୁ ଦୃଷ୍ଟି ଦେଇ କେତେବେଳେ ଲକ୍‌
Read More...

ନଗର କଂଗ୍ରେସ ଉପସଭାପତିଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନଗର କଂଗ୍ରେସ ଉପସଭାପତି ତଥା ସ୍ଥାନୀୟ ବିଧାୟକଙ୍କ ଆରଡବ୍ଲୁଏସଏସ ପ୍ରତିନିଧି ସଂଜୀବ ଗୁରୁଙ୍କ ରବିବାର ଦିନ ଭୀମଭୋଇ ମେଡିକାଲ କଲେଜରେ ମୃତ୍ୟୁ ହୋଇଯାଇଛି । ତାଙ୍କର ଶୋକରେ ଆଜି ନଗର କଂଗ୍ରେସ କମିଟି ତରଫରୁ ସ୍ଥାନୀୟ କଂଗ୍ରେସ ଭବନଠାରେ ଏକ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୧୦୧ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ୨୯

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୨୯ ଜଣ ପଜିଟିଭ୍‌ ବାହାରିଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୨ରୁ ୫, ୫ରୁ ୫, ୬ରୁ ୨, ୭ରୁ ୨, ୧୦ରୁ ୧, ୧୧ରୁ ୨, ୧୫ରୁ ୧,
Read More...

ବସ୍ତି ଉନ୍ନୟନ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବସ୍ତି ଉନ୍ନୟନ ଯୋଜନାର ଶୁଭାରମ୍ଭ କରିବା ସହିତ ଆଗାମୀ ତିନି ବର୍ଷରେ ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ ବୋଲି ଘୋଷଣା କରିଛନ୍ତି । ବସ୍ତିରେ ବିଜୁଳି, ପାନୀୟ ଜଳ, ରାସ୍ତା, ସୁବିଧାର ବିକାଶ କରି
Read More...

ଉମାଶଙ୍କର ପଣ୍ଡାଙ୍କ ଜୀବନୀ ପୁସ୍ତକ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ଵାରା ପ୍ରକାଶିତ

ସମ୍ବଲପୁର (ଦାମୋଦର ପଣ୍ଡା) ଓଡ଼ିଆ ସାହିତ୍ୟର ପ୍ରବାଦ ପୁରୁଷ, କବି, ଗାଳ୍ପିକ ତଥା ଅନୁବାଦକ ଉମାଶଙ୍କର ପଣ୍ଡାଙ୍କ ଜୀବନୀ ପୁସ୍ତକ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ଵାରା ପ୍ରକାଶିତ ହୋଇଛି । ଡ.ସୁଶିଲ କୁମାର ବାଗ ଏହି ମହାର୍ଘ୍ୟ ପୁସ୍ତକର ସଙ୍କଳକ ଅଛନ୍ତି । ପୁସ୍ତକରେ ଶ୍ରୀ ପଣ୍ଡାଙ୍କ
Read More...