Yearly Archives

2020

ସଂସ୍କୃତ ବିଶାରଦ ପଣ୍ଡିତ ଦାମୋଦର ହୋତାଙ୍କ ଆତ୍ମାର ସଦଗତି ନିମନ୍ତେ ଶୋକ ପ୍ରାର୍ଥନା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ସଂଧ୍ୟାରେ ମହାନଦୀ ସାହିତ୍ୟ ସଂସଦ, ସୁବର୍ଣ୍ଣପୁରର କର୍ମକର୍ତାମାନଙ୍କ ଦ୍ୱାରା ରୟଲ୍ ଫିଲ୍ଡ ନିକଟସ୍ଥ ହନୁମାନ ମନ୍ଦିର ପ୍ରାଂଗଣରେ ପଣ୍ଡିତ ଦାମୋଦର ହୋତାଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସଭାପତି ନାଟ୍ୟଶ୍ରୀ ଗଦାଧର
Read More...

ସମ୍ପିଆ ହତ୍ୟାକାଣ୍ତ : ଘଟଣା ସ୍ଥଳରେ ଏସପି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଥାନା ସମ୍ପିଆ ଗ୍ରାମରେ ଦୁଇ ପରିବାର ମଧ୍ୟରେ ଜମି ସଂକ୍ରାନ୍ତୀୟ ଗଣ୍ତଗୋଳ ଉଗ୍ର ରୂପ ନେଇଥିଲା । ଫଳରେ ମନୋଜ ବେହେରା ମୃତ୍ୟୁର ଶଶକାର ହୋଇଛନ୍ତି । ଭୀମ, ଗୌତମ ଓ ରାଜେଶ ଗୁରୁତର ଅବସ୍ଥାରେ ବୁର୍ଲା ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
Read More...

କବିତା : ସ୍ତ୍ରୀଲୋକ

ବବିତା ମହାପାତ୍ର ଏବେ ସ୍ତ୍ରୀଲୋକ ପ୍ରସ୍ତୁତତୁମ ଅଲୋଡ଼ା ପଣରୁ ମୁକୁଳିବାକୁ,ବାସ୍ ଥରେ ଖାଲିଦେଖିନେବ କୋଉଠି କେମିତି ଅଛିଯେତେ ଯେତେ ଅପ୍ରାପ୍ତିର ନିଃଶ୍ୱାସ ,ପୂର୍ଣ୍ଣ ଯୌବନା ବିଶ୍ୱାସର ଅବଗୁଣ୍ଠନକୁନିରେଖି ନେବ ଶେଷ ଥର ,ମୁଖା ତଳେ କ୍ଷୟ ହେଇ ବଳି ଯାଇଥିବାକିଛି ଆତ୍ମଦାହକୁ ଆଉଁସି ଦେବ
Read More...

ସଂଜୀବ ଗୁରୁଙ୍କ ବିୟୋଗରେ ନିଡି ୱାଲ ତରଫରୁ ଶୋକ ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଡି ୱାଲର ସକ୍ରୀୟ ସଦସ୍ୟ ସଂଜୀବ ଗୁରୁଙ୍କ ବିୟୋଗରେ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଅନୀଲ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସ୍ୱର୍ଗତ ଗୁରୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ତାଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ୨ ମିନିଟ ନୀରବ
Read More...

ପ୍ରଶାସନ ଶୁଣିଲାନି : ନିଜ ରାସ୍ତା ନିଜେ ତିଆରି କଲେ ପେରୁଆମାଲ ଗ୍ରାମବାସୀ

ମୁରିବାହାଲ, (ଅଜିତ କୁମାର ସାହୁ) : ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଅଧୀନସ୍ଥ ପେରୁଆମାଲ ଗାଁକୁ କୌଣସି ରାସ୍ତା ନଥିବା ବେଳେ ଗ୍ରାମବାସୀ ନିଜେ ରାସ୍ତା ତିଆରି କରିଛନ୍ତି । ଏହି ଗାଁଟି ଜଙ୍ଗଲ ମଧ୍ୟରେ ଥିବାବେଳେ ଏଠାରେ ୧୯୮୧ ମସିହାରୁ ବସବାସ କରିଆସୁଥିବା ଏହି ଗ୍ରାମରେ ସରକାରଙ୍କ ତରଫରୁ
Read More...

ଦୁଷ୍କର୍ମ ଘଟଣା ବିରୋଧରେ ୫ ଅକ୍ଟୋବରରେ କଂଗ୍ରେସ ପକ୍ଷରୁ ମୌନ ଧାରଣା ପ୍ରଦର୍ଶନ ହେବ

ଭୋପାଲ : ଦେଶରେ ମହିଳାମାନଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ବଢ଼ି ଚାଲିଛି । ମହିଳାମାନଙ୍କ ପ୍ରତି ଦୁଷ୍କର୍ମ ତଥା ହତ୍ୟା ଘଟଣା ବି ବଢ଼ିବାରେ ଲାଗିଛି । ଏହାକୁ ବିରୋଧ କରି ମଧ୍ୟପ୍ରଦେଶ କଂଗ୍ରେସ ଅକ୍ଟୋବର ୫ ତାରିଖ ଦିନ ସାରା ରାଜ୍ୟରେ ମୌନ ଧାରଣା ପ୍ରଦର୍ଶନ କରି ବିଜେପି. ସରକାରକୁ ବିରୋଧ
Read More...

ଆଇନଜୀବୀ ଆନନ୍ଦ ସାହୁଙ୍କ ଦେହାନ୍ତ ଯୋଗୁଁ ସଇଁନ୍ତଲା ଅଞ୍ଚଳରେ ଶୋକର ଛାୟା

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ସଇଁନ୍ତଲା ଓକିଲ ସଂଘର ସଦସ୍ୟ ଆଇନଜୀବୀ ଆନନ୍ଦ ସାହୁ(୪୧)ଙ୍କ ଆଜି ବୁର୍ଲା ସ୍ଥିତ କୋଭିଡ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି । ୫ ଦିନ ଧରି କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇ ଶୀତଳାପଲ୍ଲୀ ସ୍ଥିତ କୋଭିଡ ହସ୍ପିଟାଲରେ ଚିକିତ୍ସା ହେଉଥିଲେ । ଆଜି
Read More...

କେନ୍ଦ୍ର ସରକାରଙ୍କ କୃଷକ ବିରୋଧୀ ଅଧ୍ୟାଦେଶ ବିରୋଧରେ ଗର୍ଜିଲେ ଚାଷୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ସରକାରଙ୍କ ତୃଟିପୂର୍ଣ୍ଣ କୃଷକ ବିରୋଧୀ ଆଇନ ବିରୋଧରେ ଚାଷୀମାନେ ଆନ୍ଦୋଳନାତ୍ମକ ପଦକ୍ଷେପ ନେବା ପାଇଁ ମେଳି ହେଉଛନ୍ତି । ରାଜବୋଡାସମ୍ବର କୃଷକ ସଂଗଠନର ଆହ୍ୱାନ କ୍ରମେ ପଦ୍ମପୁର ଉପଖଣ୍ଡ କନସିଂହା ଗ୍ରାମ ପଞ୍ଚାୟତ ସାରସମାଲ ଠାରେ ଚାଷୀମାନଙ୍କର
Read More...

ବିହାର ନିର୍ବାଚନ ପୂର୍ବରୁ ଏନ୍‌ଡିଏରେ ଫାଟ : ନୀତିଶଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବ ନାହିଁ ଏଲ୍‌ଜେପି

ନୂଆଦିଲ୍ଲୀ : ବିହାର ବିଧାନସଭା ନିର୍ବାଚନ ପାଇଁ ନିର୍ଦ୍ଧାରିତ ତାରିଖ ଘୋଷଣା ହୋଇ ସାରିଛି । ଅଥଚ ଏନ୍‌ଡିଏରେ ଦଳମାନଙ୍କ ମଧ୍ୟରେ ଆସନ ଭାଗବଣ୍ଟା ଏବେ ବି ଛିଣ୍ଡିନି । ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ଆସନ ଭାଗବଣ୍ଟାକୁ ନେଇ ବାରମ୍ବାର ଚାପ ସୃଷ୍ଟି କରୁଛି । କିନ୍ତୁ ଏଲ୍‌ଜେପିକୁ ସଫଳତା
Read More...

ବିଶିଷ୍ଟ ଗାଳ୍ପିକ ମନୋଜ ପଣ୍ଡାଙ୍କ ଜନ୍ମଦିନରେ ‘ରଚନା’ ତରଫରୁ ଏକ ସଶ୍ରଦ୍ଧ ନିବେଦନ ‘ନିଜ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିରର ଦିବଙ୍ଗତ ସାରଳା ପୁରସ୍କାର ପ୍ରା‌ପ୍ତ ବିଶିଷ୍ଟ ଗାଳ୍ପିକ ମନୋଜ ପଣ୍ଡାଙ୍କ ଜନ୍ମଦିନ । ଏହି ଅବସରରେ ବଲାଙ୍ଗିରର ଅଗ୍ରଣୀ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ରଚନା ତରଫରୁ ଏକ ସଶ୍ରଦ୍ଧ ନିବେଦନ 'ନିଜ ବଗିଚାରେ ମନୋଜ' ପ୍ରସ୍ତୁତ ହୋଇଛି ।
Read More...