Yearly Archives

2020

କ୍ରମାଗତ ୧୩ ଦିନ ଧରି ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷରୁ କମ

• କ୍ରମାଗତ ୩ ଦିନ ଧରି ଦେଶରେ ୧୦ ଲକ୍ଷରୁ ଉର୍ଦ୍ଧ୍ଵ ନମୁନା ପରୀକ୍ଷଣ ନୂଆଦିଲ୍ଲୀ, (ପିଆଇବି) : କ୍ରମାଗତ ଭାବେ ୧୩ ଦିନ ଧରି ଦେଶରେ ସକ୍ରିୟ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷରୁ କମ ରହିଛି । ଗତ ୦୪.୧୦.୨୦୨୦ ସୁଦ୍ଧା ୯,୩୭,୬୨୫ ମାମଲା ଥିବା ବେଳେ ଗତକାଲି ତୁଳନାରେ ଏହା ୭,୩୭୧
Read More...

ସନ୍‌ଡେ ସମ୍ବାଦ-୪ ଅବସରରେ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କ ସହିତ ଆଲୋଚନା କଲେ ଡ. ହର୍ଷବର୍ଦ୍ଧନ

• ୪୦୦-୫୦୦ ନିୟୂତ କୋଭିଡ-୧୯ ଟୀକା ହାସଲ କରିବା ଏବଂ ସେଗୁଡ଼ିକୁ ଉପଯୋଗ କରିବା କରିବା ଲାଗି ସରକାର ଯୋଜନା କରିଛନ୍ତି : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ• ଜୁଲାଇ ୨୦୨୧ ସୁଦ୍ଧା ୨୦-୨୫ କୋଟି ଲୋକଙ୍କୁ କଭର କରିବାକୁ ସରକାରଙ୍କ ଲକ୍ଷ୍ୟ• ଅକ୍ଟୋବର ଶେଷ ସୁଦ୍ଧା ପ୍ରଥମେ ଟୀକା ପାଇବାକୁ ଥିବା
Read More...

ଗତ ୨୪ ଘଂଟାରେ ଓଡ଼ିଶାରେ ୨୬୧୭ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୨୬୧୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୧୫୨୧ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୧୦୯୬
Read More...

କୁଦୋପାଲି ଗ୍ରାମର ରାଧାକୃଷ୍ଣ ମନ୍ଦିର ଭାଙ୍ଗିବା ଅବସ୍ଥାରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ଜମଲା ପଞ୍ଚାୟତର କୁଦୋପାଲି ଗ୍ରାମର ରାଧାକୃଷ୍ଣ ମନ୍ଦିର ବତ୍ତର୍ମାନ ଭାଙ୍ଗିବା ଅବସ୍ଥାରେ ରହିଛି । ଏହି ମନ୍ଦିର ୧୮୭୮ ମସିହା ଜୁନ ମାସରେ ପ୍ରତିଷ୍ଠା ହୋଇଥିଲା । ଏହି ମନ୍ଦିର ଏକ ପୁରାତନ ଆର୍ଦଶ ମନ୍ଦିର ରୂପେ ଏ ଅଞ୍ଚଳରେ
Read More...

କରୋନା ମୁକାବିଲାରେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଲେ ଭାଲୁମୁଣ୍ଡା ସରପଂଚ : ଆଶା କର୍ମୀଙ୍କୁ ମାସିକ ସହାୟତା ଦେବାକୁ…

ବଙ୍ଗୋମୁଣ୍ଡା, (ଅର୍ଜୁନ ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ପଂଚାୟତର ସରପଂଚ ଉପେନ୍ଦ୍ର ମେହେର କୋଭିଡ-୧୯ ମହାମାରୀକୁ ମୁକାବିଲା କରି ଦେଖାଇଛନ୍ତି ମହାନୀୟତା । କରୋନା ସଚେତନ କରିବାରେ ସବୁବେଳେ ଆଶାକର୍ମୀ ମାନେ ତତ୍ପର ହେଉଥିବା ଯୋଗୁଁ ସେମାନଙ୍କୁ ପଂଚାୟତ
Read More...

ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିବ ବିଜେପି ଆଜି

ନୂଆଦିଲ୍ଲୀ : ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ତାଲିକା ଘୋଷଣା କରିବ ବିଜେପି । ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇ ସାରିଥିବା କୁହାଯାଇଛି । ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଗତକାଲି ପ୍ରାର୍ଥୀ ତାଲିକା ପ୍ରସ୍ତୁତି ସଂପର୍କରେ ଆଲୋଚନା ପର୍ଯ୍ୟାଲୋଚନା
Read More...

ସର୍ବାଧିକ ୧୦୪ ୟୁନିଟ ପ୍ଲାଜମା ସଂଗ୍ରହ କରି ରାଉରକେଲା ପ୍ଲାଜମା ବ୍ୟାଙ୍କ ସମଗ୍ର ରାଜ୍ୟରେ ପ୍ରଥମ

ରାଉରକେଲା, (କେପିଏନ୍‌ଏସ୍‌) : କୋଭିଡ ସଂକ୍ରମଣ ଓ ବ୍ୟାପକତାକୁ ଦୃଷ୍ଟିରେ ରଖି ଓଡିଶା ସରକାର କରୋନାର ସଂଜିବନୀ ପ୍ଲାଜମା ସଂଗ୍ରହ ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଆଇଜିଏଚ ଠାରେ
Read More...

ଦେଓଗାଁ ମେନ୍ ରୋଡ ଦୁର୍ଗାପୂଜା ପାଇଁ ଆୟୋଜକ କମିଟି ଗଠିତ ଓ ପ୍ରସ୍ତୁତି ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଜବାହର ସଂସ୍କୃତି ସଂଘ ମେନ୍ ରୋଡର ୫୩ତମ ଦୁର୍ଗାପୂଜା ପାଇଁ କମିଟି ଗଠନ ସହ ପୂଜା ପାଇଁ ରବିବାର ଦିନ ପ୍ରସ୍ତୁତି ବୈଠକ କରାଯାଇଛି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ନିୟମ ଅନୁସାରେ ପୂଜା କରିବା ପାଇଁ ଆଲୋଚନା କରାଯାଇଥିଲା । ସଭା ଆରମ୍ଭରେ କରୋନା
Read More...

ହାଥ୍‌ରସ ଘଟଣାକୁ ନେଇ ଦଙ୍ଗା କରିବାକୁ ଚାହୁଁଛନ୍ତି ବିରୋଧୀ : ମୁଖ୍ୟମନ୍ତ୍ରୀ ଯୋଗୀ

ଲଖ୍‌ନଉ : ଉତ୍ତର ପ୍ରଦେଶର ହାଥ୍‌ରସ୍‌ ଜିଲ୍ଲାର ବୁଲ୍‌ଗଢ଼ି ଗାଁରେ ହୋଇଥିବା ଲଜ୍ଜାଜନକ ଘଟଣା ପରେ ଏବେ ଉତ୍ତେଜନା ପୂର୍ଣ୍ଣ ସ୍ଥତି ଦେଖାଦେଇଛି । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଗାଁକୁ ପୋଲିସ ଛାଉଣୀରେ ରଖାଯାଇଛି । ମାମଲାର ତଦନ୍ତ କରିବା ନିମନ୍ତେ ଏସ୍‌ଆଇଟି ଆଜି ଗାଁକୁ ପହଂଚିଛି
Read More...

ପୁଣି ମୁଣ୍ଡ ନେଲା କରୋନା : ଚାଲିଗଲେ ଇଂ. ନାରାୟଣ ନାଏକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏବେ ପ୍ରତ୍ୟହ ମୁଣ୍ଡ ନେଇ ଚାଲିଛି କରୋନା । ଲୋକେ ଆତଙ୍କିତ । ଆଜି ଅପରାହ୍ନ ୪ଟା ସମୟରେ ବଲାଙ୍ଗିର ଶାନ୍ତିପଡ଼ା ନିବାସୀ ଇଂ.ନାରାୟଣ ନାଏକ(୫୪)ଙ୍କ ଦେହାନ୍ତ ହୋଇ ଯାଇଥିବା ଖବର ମିଳିଛି । ଜିଲ୍ଲା ଗୋଣ୍ଡ ସମାଜ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଇଂ.ନାଏକ
Read More...