Yearly Archives

2020

ଆଜି ବଲାଙ୍ଗିର ଜିଲ୍ଲାରେ ୧୦୯ ଓ ବଲାଙ୍ଗିର ପୌରାଂଚଳରେ ୧୭ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୧୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭ ଜଣ ବଲାଙ୍ଗିର ପୌରାଂଚଳର ବୋଲି ସରକାରୀ ରିପୋର୍ଟରୁ ଜଣାପଡ଼ିଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୧ରୁ ୧, ୨ରୁ ୨, ୫ରୁ ୨, ୧୦ରୁ ୧, ୧୨ରୁ ୧, ୧୫ରୁ ୪,
Read More...

ରାଜେନ୍ଦ୍ର ୟୁନିଭରସିଟିରେ ସମ୍ବଲପୁରୀ ୟୁନିଫର୍ମ କରାଇବା ପାଇଁ ପ୍ରସ୍ତାବ ଦେଲା ଛାତ୍ର ବିଜେଡି

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋଶଲୀ ଓ ସମ୍ବଲପୁରୀ ଭାଷା ସାହିତ୍ୟ ପରମ୍ପରା ଓ ବସ୍ତ୍ର ଆଭୂଷଣକୁ ପ୍ରଧାନ୍ୟ ଦେଇ ରାଜେନ୍ଦ୍ର ୟୁନିଭରସିଟିରେ ଛାତ୍ରଛାତ୍ରୀମାନଙ୍କ ସ୍ୱଦେଶୀ ମନୋଭାବ ଓ ସମ୍ବଲପୁରୀ ବସ୍ତ୍ର ପ୍ରତି ଆକୃ‌ଷ୍ଟ ମନୋଭାବ ପୂରଣ ପାଇଁ ସମ୍ବଲପୁରୀ ୟୁନିଫର୍ମ କରିବା ନିମନ୍ତେ ଆଜି
Read More...

ମୋବାଇଲରେ କଥା ହେବା ପରେ କେନାଲକୁ ଡେଇଁ ଆ‌ତ୍ମହତ୍ୟା କଲେ ଟ୍ରକ୍ ଡ୍ରାଇଭର

ଜୟପୁର : ଜୟପୁର ଅଂଚଳ ଦେଇ ଯାଇଥିବା କେନାଲରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଯୁବକ ଜଣକ ନିଜ ସ୍ତ୍ରୀ ସହ ମୋବାଇଲ୍ ଫୋନ୍ ଯୋଗେ କଥା ହେବାପରେ ସ୍ତ୍ରୀ ସହ କିଛି ସମୟ ଧରି ଯୁକ୍ତି ଚାଲିବା ପରେ ଯୁବକ ଜଣକ କେନାଲକୁ ଡେଇଁ ଆତ୍ମହତ୍ୟା କରିଛନ୍ତି
Read More...

ଏଡିବି ଏସ୍‌ବିଆଇ ବ୍ୟାଙ୍କ ସାମନାରୁ ୫ ଲକ୍ଷ ଲୁଟି ନେଲେ ଦୁଇ ଦୁର୍ବୁତ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଦିନ ଗୋଟାଏ ସମୟରେ କଲେଜ ଛକ ସ୍ଥିତ ଏଡିବି ଏସ୍‌ବିଆଇ ବ୍ୟାଙ୍କ ସାମନାରୁ ଦୁଇ ଜଣ ଦୁର୍ବୁତ୍ତ ୫ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ସ୍ଥାନୀୟ ଟିକ୍ରାପଡାବାସୀ ସଞ୍ଜୟ ଶତପଥୀ ଓ ତୁଫାନ ସାହୁ ଅଜନ୍ତା ୱାଲ କ୍ଲକ ସଂସ୍ଥାରେ
Read More...

ଚୋରା ଚାଲାଣ ବେଳେ ୫୦ ଲକ୍ଷର ଗଂଜେଇ ଜବତ : ୩ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଳାରେ ଗଂଜେଇ ଚୋରା ଚାଲାଣର ଚେର ରାଜ୍ୟ ବାହାରକୁ ଲମ୍ବିବାକୁ ବସିଲାଣି । କୌଣସି ସୂତ୍ରରୁ ଅବକାରୀ ବିଭାଗକୁ ଖବର ମିଳିବା ପରେ ମାଲାକାନଗିରି ଜିଲ୍ଳାର ସର୍ଗିଗୁଡା ଗାଁରେ ଚଢଉ କରାଯାଇଥିଲା । ଏଥିରେ ୭ କ୍ୱିଣ୍ଟାଲ୍‌ ଗଞେଇ ଜବତ ସହ ୩ ବେପାରୀଙ୍କୁ ମଧ୍ୟ
Read More...

ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା ଫଳ ପ୍ରକାଶ ପାଇଲା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ଆଇଆଇଟି ନୂଆନିଲ୍ଳୀ ଦ୍ୱାରା ଘୋଷଣା ହୋଇଛି ଜେଇଇ ଆଡଭାନ୍ସଡ୍‌ର ପରୀକ୍ଷାଫଳ । ଶିବାଶିଷ ରାଉତ କମନ୍‌ ରେଙ୍କ୍‌ ଲିଷ୍ଟ୍‌ (ସିରିଏଲ)ରେ ୭୩ ନମ୍ବରରେ ସାରା ଓଡିଶାରେ ଟପ୍‌ପର୍‌ ରହିଛନ୍ତି । ସାରା ଭାରତରେ ଦେଖିବାକୁ ଗଲେ ବମ୍ବେର ଚିରାଗ ଫାଲୋର୍‌ କମନ୍‌
Read More...

ତୁରେକେଲା ପୁଲିସ ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବାକୁ ଦାବୀ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ୍‌ ଅନ୍ତର୍ଗତ ବଡ଼ବାଙ୍କି ଗ୍ରା.ପ.ର ମୁଡ଼କାନି ଗ୍ରାମର ଲଛମନ ସଗ୍ରିଆ ଓ ତାଙ୍କ ପରିବାରବର୍ଗଙ୍କୁ ଜୀବନରେ ମାରିଦେବାକୁ ଗତ ୨୯ ତାରିଖ ଦିନ ସକାଳ ୭ଟା ୩୫ମି. ସମୟରେ ଗାଁର କ୍ଷମା ସଗ୍ରିଆ, ରବିନ୍ଦ୍ର ସଗ୍ରିଆ, କୁମର ସଗ୍ରିଆ, କୈଳାଶ ସଗ୍ରିଆ
Read More...

କଳାକାରଙ୍କୁ ସରକାରୀ ସହାୟତା ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ଦେଓଗାଁ ବ୍ଲକ୍ ରାମଚନ୍ଦ୍ରପୁର, ଦେଷଣ୍ତ, ସିଂହାମୁଣ୍ଡା, ଡୁମେରପିଟା ପଞ୍ଚାୟତର କଳାକାରମାନଙ୍କୁ ନେଇ କରୋନା କଟକଣା ନିୟମ ରକ୍ଷା କରି ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଲକଡାଉନ୍ ଯୋଗୁଁ କଳାକାରମାନଙ୍କ ଜୀବନ ଜୀବିକରେ ପ୍ରଭାବିତ
Read More...

ବିହାର ବିଧାନସଭା ନିର୍ବାଚନ : ଜଣେ କିନ୍ନର ହେବେ ପ୍ରିଜାଇଡ଼ିଂ ଅଫିସର

ପାଟନା : ବିହାର ବିଧାନସଭା ନିର୍ବାଚନର ବିଗୁଲ୍‌ ବାଜି ସାରିଛି । ଅକ୍ଟୋବର ୨୮ ତାରିଖ ଆରମ୍ଭ ହେବ ନିର୍ବାଚନ । ନିର୍ବାଚନକୁ ନେଇ ସମସ୍ତ ପ୍ରକାର ନିର୍ଦ୍ଧାରିତ ତାରିଖ ଘୋଷଣା ହୋଇ ସାରିଥିବା ବେଳେ ନିର୍ବାଚନ କମିଶନ ପ୍ରଥମ ଥର ପାଇଁ ଜଣେ ମହିଳା କିନ୍ନର ମୋନିକା ଦାସଙ୍କୁ ନିର୍ବାଚନରେ
Read More...

କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଡି.କେ.ଶିବକୁମାରଙ୍କ ଘରେ ସିବିଆଇ ଚଢ଼ଉ : ଆୟ ବହିର୍ଭୁତ ସଂପତ୍ତି ଠୁଳ ମାମଲା

ବାଙ୍ଗାଲୁରୁ : ଆୟ ବହିର୍ଭୁତ ସଂପତ୍ତି ଠୁଳ ମାମଲାର ତଦନ୍ତ ପାଇଁ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଡି.କେ.ଶିବକୁମାରଙ୍କ ଘରେ ଆଜି ସିବିଆଇ ଚଢ଼ଉ ଜାରି ରହିଛି । ସୂଚନା ଅନୁସାରେ ଆଜି ସକାଳୁ ବାଙ୍ଗାଲୁରୁର ସଦାଶିବନଗରରେ ଥିବା ଡି.କେ.ଶିବକୁମାରଙ୍କ ଘର ଉପରେ ଚଢ଼ଉ ଚାଲିଥିବା
Read More...