Yearly Archives

2020

ବିଜୁଳି ଗଲେ ଜିଓ, ବିଏସଏନଏଲ ନେଟୱର୍କ ଫେଲ : ଅନଲାଇନ୍ ପାଠପଢ଼ା ସହ ବିଭିନ୍ନ କାମରେ ବାଧାପ୍ରାପ୍ତ

ଦେଓଗାଁ, (ମନୀଷ କୁମାର ସାହୁ) : ଟେଲିକମ ସେବା ଯୋଗାଇ ଦେବା ପାଇଁ ଦେଓଗାଁ ରହିଛି ବିଭିନ୍ନ କମ୍ପାନୀର ଟାୱାର । ହେଲେ ଏହି ଟାୱାରଗୁଡିକ ଲାଇନ ଗଲେ ଅଚଳ ହୋଇ ପଡୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବିଶେଷ କରି ଜାତୀୟ ରାଜପଥ ଉପରେ ଥିବା ବିଏସଏନଏଲ ଓ ଜିଓ ନେଟୱାର୍କ ବ୍ୟବହାର
Read More...

କୁଞ୍ଜ ଭାଇଙ୍କ ନିସ୍ୱାର୍ଥପର ସେବା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ରାଜାପଡା କୁଞ୍ଜ ବିହାରୀ ପ୍ରଧାନ(୫୨) । ଆଜକୁ ଦୀର୍ଘ ୩୦ ବର୍ଷ ହେବ ସେ ସେବା ମନୋଭାବ ରଖି ନିସ୍ୱାର୍ଥପର ଭାବେ ଲୋକଙ୍କ ସେବା କରି ଶବବାହକର କାର୍ୟ୍ୟ ତୁଲାଇ ଆସୁଛନ୍ତି । ତାଙ୍କ ନିଜସ୍ୱ ଏକ ପୁରୁଣା ଟ୍ରେକର ଅଛି, ଯେଉଁଥିରେ
Read More...

ରିନବଚନ ପଞ୍ଚାୟତରେ ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟକୁ ନେଇ ଗ୍ରାମବାସୀ ପଞ୍ଚାୟତର ମୁଖ୍ୟ ଫାଟକରେ ତାଲା ମାରିଲେ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ରିନବଚନ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ମିଶି ପଞ୍ଚାୟତ ଅଫିସକୁ ଘେରାଉ କରି ତାଲା ପକାଇଛନ୍ତି । ଗ୍ରାମବାସୀ ମାନଙ୍କ ଅଭିଯୋଗ ଅନୁସାରେ ରିନବଚନ ଗ୍ରାମକୁ ଗୋଟିଏ କଲ୍ୟାଣ ମଣ୍ଡପ ଆସିଛି ବିଧାୟକ ପାଣ୍ଠିରୁ ୨୦ଲକ୍ଷ
Read More...

ସରକାରୀ ପ୍ରାଥମିକ ବିଦ୍ୟାଳୟ ବନ୍ଦ ବିରୁଦ୍ଧରେ ଅନିଶ୍ଚିତକାଳୀନ ଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ୧୯୨ଗୋଟି ତଥା ଗଜପତି,ବୌଦ୍ଧ ଏବଂ ନବରଙ୍ଗପୁର ପ୍ରାଥମିକ ବିଦ୍ୟାଳୟ ବନ୍ଦ ବିରୁଦ୍ଧରେ ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅନିଶ୍ଚିତକାଳୀନ ଧାରଣା ଚତୁର୍ଥ ଦିନରେ ପହଂଚିଛି । ପ୍ରାଥମିକ ବିଦ୍ୟାଳୟ ମିଶ୍ରଣ ନାମରେ ସର୍ବଶିକ୍ଷା
Read More...

ବନ୍ଧୁକ ଦେଖାଇ ୭ ଲକ୍ଷ ଟଙ୍କା ଲୁଟ୍‌

ଜଟଣୀ : ଆଜି ମ୍ୟୁନିସିପାଲିଟି ଛକ ପାଖରେ ଜଣେ ପ୍ରାଇଭେଟ୍‌ ଫାଇନାନ୍ସ କଂପାନୀର କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୭ ଲକ୍ଷ ଟଙ୍କା ଲୁଟେରାମାନେ ଲୁଟି ନେଇଥିବା ଅଭିଯୋଗ ହୋଇଥିବା ବେଳେ ପୁଲିସ ପକ୍ଷରୁ ତନାଘନା ତଦନ୍ତ ଆରମ୍ଭ ହୋଇଛି । ସୂଚନା ଅନୁସାରେ ଏକ ପ୍ରାଇଭେଟ୍‌ ଫାଇନାନ୍ସ କଂପାନୀର
Read More...

କଂଟାବାଂଜି ଏନଏସି ଟେଂଡର ୱାର୍କ କରି ଟଙ୍କା ପାଇ ନଥିବା ପ୍ରତିବାଦରେ ଠିକାଦାରଙ୍କ ଆନ୍ଦୋଳନ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ଏନଏସି ଦ୍ୱାରା ବିଭିନ୍ନ ୱାର୍ଡରେ ଉନ୍ନୟନ କାମର ଟେଂଡର ହୋଇଥିଲା । ହୋଇଥିବା ଟେଂଡର ମୁତାବକ ଲାଇସେନ୍ସଧାରୀ ଠିକାଦାରମାନେ କାମ କରିଥିଲେ । ବିଭିନ୍ନ କାର୍ଯ୍ୟର ଟେଂଡର କରିଥିବା ନିର୍ବାହୀ ଅଧିକାରୀ ବିଷ୍ଣୁପ୍ରିୟା ମିଶ୍ରଙ୍କ ବଦଳି ହୋଇଥିବା ଓ
Read More...

କରୋନା ରୋଗୀଙ୍କୁ ଯୋଗାଇ ଦିଆଯିବ ‘ଫାଭିପିରାଭିର୍‌’ ଔଷଧ

ଭୁବନେଶ୍ୱର : କଟକ, ଭୁବନେଶ୍ୱର ଓ ପୁରୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ 'ଫାଭିପିରାଭିର୍‌' ଔଷଧ । ହୋମ୍‌ ଆଇସୋଲେସନ୍‌ରେ ରହିଥିବା କରୋନା ରୋଗୀଙ୍କୁ ଏହା ଦିଆଯିବାକୁ ଥିବା ବେଳେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଏହି ଔଷଧ ଗ୍ରହଣ କରିପାରିବେ । ଏ ସଂପର୍କରେ ସୂଚନା ପ୍ରଦାନ
Read More...

ଶହୀଦ ବାଜି ରାଉତଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଶହୀଦ ବାଜି ରାଉତଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପ‌ଟ୍ଟନାୟକ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି । ସେ ଟ୍ୱିଟର ମାଧ୍ୟମରେ କହିଛନ୍ତି ଯେ, ଓଡ଼ିଶାର ବୀର ସ୍ଵାଧୀନତା ସଂଗ୍ରାମୀ, ଦେଶର ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି।
Read More...

ଜଗତସିଂହପୁର ଜିଲ୍ଲାରେ ନୂଆ ଜିଲ୍ଲାପାଳ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରେ ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସରୋଜ କୁମାର ମିଶ୍ର । ତେବେ ସୂଚନା ଅନୁସାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିବା ପରେ ପୂର୍ବତନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଜିଲ୍ଲାର
Read More...

ହେପାଟାଇଟିସ୍‌-ସି ଭାଇରସ୍‌ର ସଂଧାନ କରିଥିବା ତିନି ଜଣ ବୈଜ୍ଞାନିକଙ୍କୁ ମିଳିଲା ଚଳିତ ବର୍ଷ ନୋବେଲ ପୁରସ୍କାର

ନୂଆଦିଲ୍ଲ : ହେପାଟାଇଟିସ୍‌-ସି ଭାଇରସ୍‌ର ସଂଧାନ କରିଥିବା ତିନି ଜଣ ବୈଜ୍ଞାନିକଙ୍କୁ ଚଳିତ ବର୍ଷ ନୋବେଲ ପୁରସ୍କାର ଦିଆଯାଇଛି । ଆମେରିକାର ବୈଜ୍ଞାନିକ ହାର୍ବି ଜେ ଆଲ୍‌ଟର୍‌, ଚାଲ୍‌ର୍ସ ଏମ୍‌ ରାଇସ୍‌ ଏବଂ ବ୍ରିଟେନ୍‌ର ମାଇକଲ ହାଗଟନ୍‌ଙ୍କୁ ୨୦୨୦ ବର୍ଷ ପାଇଁ ନୋବେଲ ପୁରସ୍କାର ପ୍ରଦାନ
Read More...