Yearly Archives

2020

ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କଲା

● କ୍ରମାଗତ ଦୁଇ ସପ୍ତାହ ଧରି କରୋନା ସକ୍ରିୟ ମାମଲା ୧୦ ଲକ୍ଷରୁ ତଳେ ରହିଛିନୂଆଦିଲ୍ଲୀ, (ପିଆଇବି) : ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି । କ୍ରମାଗତ ୧୪ ଦିନ ପାଇଁ କରୋନା ସକ୍ରିୟ ମାମଲା ୧୦ ଲକ୍ଷରୁ ତଳେ ରହିପାରିଛି ।କ୍ରମାଗତ ଦୁଇ ସପ୍ତାହ ସକ୍ରିୟ ମାମଲା ୧ ନିୟୁତ
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ମିଷ୍ଟର ବେଞ୍ଜାମିନ ନେତାନ୍ୟାହୁଙ୍କ ମଧ୍ୟରେ ଟେଲିଫୋନ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ମହାମହିମ ମିଷ୍ଟର ବେଞ୍ଜାମିନ ନେତାନ୍ୟାହୁଙ୍କ ସହିତ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି ।ପ୍ରଧାନମନ୍ତ୍ରୀ ମୋଦୀ ଇହୁଦୀ ନୂତନ ବର୍ଷ ଏବଂ ସୁକୋଟ ଇହୁଦୀ ପର୍ବ ପାଇଁ ପ୍ରଧାନମନ୍ତ୍ରୀ
Read More...

ସ୍ମାର୍ଟର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ, (ପିଆଇବି) : ସୁପରସୋନିକ କ୍ଷେପଣାସ୍ତ୍ର ସହାୟତାରେ ନିକ୍ଷେପ କରାଯାଉଥିବା ଟୋର୍ପିଡୋ (ସ୍ମାର୍ଟ)ର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି । ଗତକାଲି ଦିନ ୧୧.୪୫ ମିନିଟରେ ଓଡିଶା ଉପକୂଳ ହ୍ୱିଲର ଦ୍ୱୀପରୁ ଏହାକୁ ପରୀକ୍ଷା କରାଯାଇଥିଲା। କ୍ଷେପଣାସ୍ତ୍ର ଦୂରତା ଓ ଉଚ୍ଚତା ସହ ଏହାର
Read More...

ଚିକିତ୍ସା ଦାୟିତ୍ଵ ନେଲା ବିଙ୍ଗ ହ୍ୟୁମନ୍ ଫାଉଣ୍ଡେସନ

ସୋନପୁର, (ପ୍ରଭୁଦତ୍ତ ରଥ) : ସୋନପୁର ଜିଲ୍ଲା ତରଭା ବ୍ଲକ୍ ଅନ୍ତର୍ଗତ ଖଇରଭାଡି ଗାଁର ନିର୍ମଳ ବାଗ ଏବଂ ରଞ୍ଜିତା ବାଗଙ୍କ ପୁଅ ଓମ୍ ବାଗ(୫)ର ବେକରେ ମାଂସ ବୃଦ୍ଧି ହେବାରେ ଲାଗିଛି । ହେଲେ ଅର୍ଥ ସାଜିଛି ବାଧକ । ନିର୍ମଳ କୁଲି ମଜୁରୀ କାମ କରି ପରିବାର ଚଳାନ୍ତି। ପଇସା ନ ଥିବାରୁ ପୁଅର
Read More...

ଇନ୍‌ପୁଟ୍ ସବସିଡି ପାଇଁ ଚାଷୀ ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜମଲା ଗ୍ରାମ ଠାରେ ରାଜ ବୋଡାସ‌ମ୍ବର କୃଷକ ସଂଗଠନ ତରଫରୁ ଆଜି ସୋମବାର ଦିନ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ପଂଚାୟତର ବହୁ ଚାଷୀଙ୍କର ଧାନ ରୋଗ ପୋକ ଯୋଗୁଁ ନଷ୍ଟ ହୋଇ ଯାଇଥିବାରୁ ଆଗାମୀ ଦିନରେ କେମିତି ଇନପୁଟ
Read More...

ଲେବର କାର୍ଡ ଠକେଇ ଅଭିଯୋଗ : ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ୟ୍ୟାଳୟ ଘେରଉ

ବେଲପଡା, (ସିପୁନ ଖମାରୀ) : ଦାଦନ ପ୍ରବଣ ବେଲପଡ଼ା ବ୍ଲକରେ ଚାଲିଛି ଦଲାଲ୍ ରାଜ୍ । ୨୦୧୮ ମଶିହାରୁ ଇସ୍ୟୁ ହୋଇଥିବା ଲେବର କାର୍ଡ ପାଇନଥିବା ଅଭିଯୋଗ କରିଛନ୍ତି ଶ୍ରମିକ । କୁଆଡେ ତାଙ୍କ ଲେବର କାର୍ଡକୁ ଚଞ୍ଚକତା କରି ଦାଦନ ସର୍ଦାର ରଖି ପକେଇଛି । ଅନ୍ୟପଟେ ସରକାରୀ ଲିଷ୍ଟରେ ସେମାନଙ୍କ
Read More...

ଗରିବ ଝିଅକୁ ସ୍ନାତକରେ ନାମ ଲେଖାଇବାକୁ ସହାୟତା କଲେ ଟିଟିଲାଗଡ଼ ବ୍ଳକ ସିହିନି ସରପଞ୍ଚ ବୀରବର ସାହୁ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ମହାମାରୀ କରୋନା ଭୟଙ୍କର ରୂପ ଧାରଣ କରିଥିବାରୁ ଅନେକ ଲୋକଙ୍କ ଧନଜୀବନ ହାନୀ ହେବା ସହ ଜୀବନ ଜୀବିକା ମଧ୍ୟ ହରାଇ ବସିଲେଣି ଲୋକେ । ଆଜିର ଛାତ୍ରୀ କାଲିର ଭବିଷ୍ୟତ । ଉଚ୍ଚ ଶିକ୍ଷା ଅଧ୍ୟୟନ କରିବା ପାଇଁ ମନ ବୋଲାଉ ଥିବା ବେଳେ କିମ୍ବା ଦୃଢ ଇଛାଶକ୍ତି ଥିଲେ
Read More...

ଜନ ସ୍ୱାସ୍ଥ୍ୟ ବିଭାଗର ନିଦ ଭାଙ୍ଗିବ କେବେ ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜନ ସାଧାରଣ କିପରି ଠିକ୍ ଭାବେ ସେବା ପାଇ ପାରିବେ, ସେଥିପାଇଁ ରାଜ୍ୟ ସରକାର ମୋ ସରକାର ଓ ୫ଟି ପରି ଯୋଜନା ଗୁଡିକ ହାତକୁ ନେଇଛନ୍ତି । କିନ୍ତୁ ପ୍ରଶାସନିକ ଇଛା ଶକ୍ତିର ଅଭାବ କିପରି ଏଇ ଯୋଜନା ଆଡକୁ ଆଙ୍ଗୁଠି ନିର୍ଦ୍ଦେଶ କରୁଛି ତାର ପ୍ରମାଣ ଦେଉଛି ଏଇ
Read More...

ମୂଳ ନିବାସୀ ମହିଳା ସଂଘର୍ଷ ସମିତର ବିକ୍ଷୋଭ ଓ କ୍ୟାଣ୍ଡେଲ ଶୋଭାଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉତ୍ତର ପ୍ରଦେଶର ହାଥରସ ଠାରେ ହୋଇଥିବା ଜଘନ୍ୟ ଗଣ ବଳାତ୍କାର ଓ ନିର୍ମମ ହତ୍ୟା ବିରୁଦ୍ଧରେ ମୂଳ ନିବାସୀ ମହିଳ ସଂଘର୍ଷ ସମିତି ପକ୍ଷରୁ ଆଜି ସଂନ୍ଧ୍ୟାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି । ଏହି ସଭାରେ ହାଥ୍‌ରସର
Read More...

ମୁଣ୍ଡ ନେବାରେ ଥକୁନି କରୋନା : ଚାଲିଗଲେ ଶିକ୍ଷୟତ୍ରୀ ନଳିନୀପ୍ରଭା ନାଏକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁଣ୍ଡ ନେବାରେ ଥକୁନି କରୋନା । ଲୋକେ ଆହୁରି ଆତଙ୍କିତ ହୋଇ ଉଠୁଛନ୍ତି । ସ୍ଥାନୀୟ ମନୋହରପୁର ପୋଲିସ ୟୁପି. ସ୍କୁଲର ଶିକ୍ଷୟତ୍ରୀ ନଳିନୀପ୍ରଭାବ ନାଏକ(୫୪)ଙ୍କ ଆଜି ଦେହାନ୍ତ ହୋଇଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି । ସ୍ଥାନୀୟ ତୁଳସୀନଗର ନିବାସୀ
Read More...