କରୋନା ରୋଗୀଙ୍କୁ ଯୋଗାଇ ଦିଆଯିବ ‘ଫାଭିପିରାଭିର୍‌’ ଔଷଧ

ଭୁବନେଶ୍ୱର : କଟକ, ଭୁବନେଶ୍ୱର ଓ ପୁରୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ ‘ଫାଭିପିରାଭିର୍‌’ ଔଷଧ । ହୋମ୍‌ ଆଇସୋଲେସନ୍‌ରେ ରହିଥିବା କରୋନା ରୋଗୀଙ୍କୁ ଏହା ଦିଆଯିବାକୁ ଥିବା ବେଳେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଏହି ଔଷଧ ଗ୍ରହଣ କରିପାରିବେ । ଏ ସଂପର୍କରେ ସୂଚନା ପ୍ରଦାନ କରିଛନ୍ତି ଡାକ୍ତର ଜୟନ୍ତ ପଣ୍ଡା । ପ୍ରାପ୍ତ ସୂଚନା ଅନୁସାରେ ଏ ସଂପର୍କରେ ଏସ୍‌ଓପି ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ ।

Leave A Reply

Your email address will not be published.