Yearly Archives

2020

ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ ବଲାଙ୍ଗିର ବିଜେଡି ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ୭୪ତମ ଜନ୍ମ ଦିନରେ ବଲାଙ୍ଗିର ବିଜୁ ଜନତା ଦଳ ତରଫରୁ ବଲାଙ୍ଗିର ଭୀମଭୋଇ ମେଡିକାଲ ହସପିଟାଲର ରକ୍ତ ଭଣ୍ଡାର ଠାରେ ଯୁବନେତା ଅର୍କେଶ ନାରାୟଣ ସିଂହଦେଓଙ୍କ ନେତୃତ୍ୱରେ ଜୀବନ ବିନ୍ଦୁ ରକ୍ତଦାନ
Read More...

ବଙ୍ଗୋମୁଣ୍ଡା ପଂଚାୟତ ସମିତି ବୈଠକ

ବଙ୍ଗୋମୁଣ୍ଡା, (ଅର୍ଜୁନ ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ପରିସରରେ ଗତକାଲି ବଙ୍ଗୋମୁଣ୍ଡା ପଂଚାୟତ ସମିତିର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କୋଭିଡ-୧୯ ଆଇନକୁ ମାନିବା ସହ ସମସ୍ତେ ସାମାଜିକ ଦୂରତା ରକ୍ଷା କରି ଏହି ବୈଠକ ଦୀର୍ଘ ୭ ମାସ ପରେ ବସିଥିଲା । ଏହି
Read More...

ସାର୍ବଜନୀନ ହନୁମାନ ମନ୍ଦିର ନିର୍ମାଣ କାମ ଶୁଭାରମ୍ଭ କଲେ ବିଧାୟକ

ବଙ୍ଗୋମୁଣ୍ଡା, (ଅର୍ଜୁନ ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦରଠାରେ ଥିବା ବଙ୍ଗୋମୁଣ୍ଡାର ପ୍ରଥମ ସାର୍ବଜନୀନ ହନୁମାନ ମନ୍ଦିର ନିର୍ମାଣ କାର୍ଯ୍ୟ ପ୍ରାରମ୍ଭ ପାଇଁ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯିବା ପରେ କାମ ଆରମ୍ଭ ହୋଇଯାଇଛି ।
Read More...

ପବିତ୍ର ଦଶହରା ନବରାତ୍ର ପୂଜା ତଥା ପର୍ବ ପାଳନ ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ଜରୁରୀ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ତଥା ଉପଖଣ୍ଡ ସ୍ଥିତ ସମସ୍ତ ଦେବୀ ମନ୍ଦିରର ପୃଷ୍ଠପୋଷକ ଏବଂ ଜନସାଧାରଣଙ୍କ ଅବଗତି ନିମନ୍ତେ ଘୋଷଣା କରାଯାଇଛି ଯେ, ଚଳିତ ବର୍ଷ ୨୦୨୦ ପବିତ୍ର ଦଶହରା ନବରାତ୍ର ପୂଜା ତଥା ପର୍ବ ପାଳନ (ଆସନ୍ତା ୧୭ରୁ ୨୬ ତାରିଖ ପର୍ଯ୍ୟନ୍ତ) ରାଜ୍ୟ ସରକାରଙ୍କ
Read More...

ଗାଇସିଲେଟ ଭାରତୀୟ ଜନତା ଦଳ ପକ୍ଷରୁ ଚେତାବନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଗାଇସିଲେଟ ବ୍ଲକରେ ଘୋଟାଲାର ଲମ୍ବା ତାଲିକା ଧୀରେ ଧୀରେ ବଢ଼ି ଚାଲିଛି । କିଛିଦିନ ପୂର୍ବରୁ ଏଇ ବ୍ଲକର ଗୌରେନମୁଣ୍ଡା ଗ୍ରାମ ପଞ୍ଚାୟତରେ କିରୋସିନ ଦୁର୍ନୀତି ହୋଇଥିବା ବେଳେ କଟାବାହାଲ ପଞ୍ଚାୟତରେ ମହାତ୍ମାଗାନ୍ଧୀ ନିଶ୍ଚିତ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୭୯ : ବଲାଙ୍ଗିର ଓ ଟିଟିଲାଗଡ଼ ପୌରାଂଚଳରେ ଯଥାକ୍ରମେ ୯ ଓ ୮

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ମହାମାରୀ କବଳରେ ୫୭୧୬ ଜଣ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୪୯୦୦ ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ୭୯୦ ଜଣ ଏକ୍‌ଟିଭ୍‌ ରହିଛନ୍ତି । ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯ ରହିଥିବା ବେଳେ
Read More...

ନଈକୁ ଡେଇଁ ଦୁଇ ଭଉଣୀ ନିଖୋଜ ଘଟଣା : ୨୪ ଘଣ୍ଟା ପରେ ବି ଓ଼ଡ୍ରାପ ଟିମ୍‌ର ହାତ ଖାଲି, ତଦନ୍ତ କରୁଛି ପୁଲିସ

ତୁଷୁରା, (ଅଜିତ କୁମାର ସାହୁ) : ଏବେ ବି ଦ୍ୱନ୍ଦ୍ୱରେ ଦୁଇ ଭଉଣୀଙ୍କ ନିଖୋଜ ଘଟଣା । ଆତ୍ମହତ୍ୟା ନା ଦୁର୍ଘଟଣା ନା ନିଖୋଜ୍‌….! ସଂଦେହରେ ରହିଛି ଏବେ ବି ମାମଲା । ଗତକାଲି ବଲାଙ୍ଗିର ଜିଲ୍ଲା ଗୁଡଭେଲା ଅଂଚଳର ବିଶିଷ୍ଠ ବ୍ୟବସାୟୀ ରାମୋତାର ଅଗ୍ରୱାଲଙ୍କ ଦୁଇ ଝିଅ ଘରୁ ଦିନ ୧୧ ଟା
Read More...

କେଉଁ କାରଣରୁ ସମ୍ପିଆ ବନୁପାଲି ରାସ୍ତା ହେଉନାହିଁ, ପଚାରୁଛ‌ନ୍ତି ଜନତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ କଂସର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସଂପିଆ ଛକରୁ ବନୁପାଲି ରାସ୍ତା ନାହିଁ ନଥିବାର ଅବସ୍ଥା ଦେଖିବାକୁ ମିଳୁଛି । କିଛି ବର୍ଷ ପୂର୍ବରୁ ଏହି ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ସାମିଲ କରାଯାଇ କାର୍ଯ୍ୟ
Read More...

ବସ୍ତି ବାସିନ୍ଦାଙ୍କୁ ଭୂମି ଯୋଗ୍ଯତା ପ୍ରମାଣପତ୍ର ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) :ରାଜ୍ୟ ସରକାରଙ୍କ ଜାଗା ମିଶନ ଯୋଜନା ମାଧ୍ୟମରେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବିଭିନ୍ନ ୱାର୍ଡର ୨୪୮ ଜଣ ହିତାଧିକାରୀଙ୍କୁ ବସ୍ତିବାସିନ୍ଦା ଭୂମି ଯୋଗ୍ଯତା ପ୍ରମାଣପତ୍ର ପ୍ରଦାନ କରା ଯାଇଛି । ଉପଲକ୍ଷେ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ
Read More...

ପ୍ରାଥମିକ ବିଦ୍ୟାଳୟ ବନ୍ଦ ପ୍ରତିବାଦରେ ଅକ୍ଟୋବର ୧୯ରେ ଭିଆଇପି ପକ୍ଷରୁ ଓଡିଶା ବନ୍ଦ ଡାକରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟରେ ହଜାର ହଜାର ପ୍ରାଥମିକ ବିଦ୍ୟାଳୟ ଗୁଡିକୁ ବନ୍ଦ କରିଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାର ପ୍ରତିବାଦରେ ଆଗାମୀ ଅକ୍ଟୋବର ୧୯ ତାରିଖ ଓଡିଶା ବନ୍ଦ କରାଯିବ ବୋଲି ଭିିଲେଜର୍ସ ଇଣ୍ଡିଆ ପାର୍ଟି(ଭିଆଇପି) ତରଫରୁ ଡାକରା ଦିଆଯାଇଛି ।
Read More...