ବଲାଙ୍ଗିର ଜିଲ୍ଲାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୭୯ : ବଲାଙ୍ଗିର ଓ ଟିଟିଲାଗଡ଼ ପୌରାଂଚଳରେ ଯଥାକ୍ରମେ ୯ ଓ ୮

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ମହାମାରୀ କବଳରେ ୫୭୧୬ ଜଣ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୪୯୦୦ ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ୭୯୦ ଜଣ ଏକ୍‌ଟିଭ୍‌ ରହିଛନ୍ତି । ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯ ରହିଥିବା ବେଳେ ବଲାଙ୍ଗିର ଓ ଟିଟିଲାଗଡ଼ ପୌରାଂଚଳରେ ଯଥାକ୍ରମେ ୯ ଓ ୮ ଜଣ ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୨ରୁ ୨, ୫ରୁ ୧, ୯ରୁ ୧, ୧୫ରୁ ୨, ୧୮ରୁ ୨ ଏବଂ ୨୦ରୁ ୧ ଜଣ ଓ ଟିଟିଲାଗଡ଼ ପୌରାଂଚଳ ୱାର୍ଡ ନଂ.୮ରୁ ୩, ୯ରୁ ୧, ୧୧ରୁ ୧, ୧୨ରୁ ୨ ଏବଂ ୧୪ରୁ ୧ ଜଣ ଆକ୍ରାନ୍ତ ହୋଇଛନ୍ତି । ଆଗଲପୁର ବ୍ଲକ୍‌ ଭରସୁଜା ଗ୍ରା.ପ.ରୁ ୨, ବଲାଙ୍ଗିର ବ୍ଲକ୍‌ ଚୁଡ଼ାପାଲି ଗ୍ରା.ପ.ରୁ ୧, ସଦେଇପାଲି ଗ୍ରା.ପ.ରୁ ୩, ବଙ୍ଗୋମୁଣ୍ଡା ବ୍ଲକ୍‌ ସିନ୍ଧେକେଲା ଗ୍ରା.ପ.ରୁ ୧, ବଙ୍ଗୋମୁଣ୍ଡା ଗ୍ରା.ପ.ରୁ ୧ ଓ କୁଣ୍ଡାବୁଟୁଲା ଗ୍ରା.ପ.ରୁ ୧, ବେଲପଡ଼ା ବ୍ଲକ୍‌ ନୁନହାଡ଼ ଗ୍ରା.ପ.ରୁ ୨ ଓ ଗମ୍ଭାରୀ ଗ୍ରା.ପ.ରୁ ୨, ଦେଓଗାଁ ବ୍ଲକ୍‌ ସିକୁଆଁ ଗ୍ରା.ପ.ରୁ ୧ ଓ ଦେଓଗାଁ ଗ୍ରା.ପ.ରୁ ୧, ଗୁଡ଼ଭେଲା ବ୍ଲକ୍‌ ଗୁଡ଼ଭେଲା ଗ୍ରା.ପ.ରୁ ୧ ଓ ରୁଷୁଡ଼ା ଗ୍ରା.ପ.ରୁ ୧, ତୁଷୁରା ଏନ୍‌ଏସି ୱାର୍ଡ ନଂ.୪ରୁ ୧, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୭ରୁ ୧, ୨ରୁ ୧, ୩ରୁ ୨, ୧୪ରୁ ୧ ଓ ୯ରୁ ୧, ଖପ୍ରାଖୋଲ ବ୍ଲକ୍‌ ତେଲେନପାଲି ଗ୍ରା.ପ.ରୁ ୧, ଲୁହାସିଂହା ଗ୍ରା.ପ.ରୁ ୧, ଲାଠୋର ଗ୍ରା.ପ.ରୁ ୧, ଲୋଇସିଂହା ବ୍ଲକ୍‌ ବାନ୍‌ଜିପାଲି ଗ୍ରା.ପ.ରୁ ୧, ଲୋଇସିଂହା ଗ୍ରା.ପ.ରୁ ୧, ମୁରିବାହାଲ ବ୍ଲକ୍‌ ଡଙ୍ଗରପଡ଼ା ଗ୍ରା.ପ.ରୁ ୧, ମୁରିବାହାଲ ଗ୍ରା.ପ.ରୁ ୨, ପାଟଣାଗଡ଼ ବ୍ଲକ୍‌ ଲରମ୍ଭା ଗ୍ରା.ପ.ରୁ ୧, ବରପଦର ଗ୍ରା.ପ.ରୁ ୨, ବଥର୍ଲା ଗ୍ରା.ପ.ରୁ ୧, ଉଲ୍‌ବା ଗ୍ରା.ପ.ରୁ ୧, ପଣ୍ଡାମୁଣ୍ଡା ଗ୍ରା.ପ.ରୁ ୧, ଭଇଁସା ଗ୍ରା.ପ.ରୁ ୧, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୩ରୁ ୧, ୭ରୁ ୩, ୧୦ରୁ ୧, ୧୨ରୁ ୨, ପୁଇଁନ୍ତଲା ବ୍ଲକ୍‌ ବିଲେଇସର୍ଡା ଗ୍ରା.ପ.ରୁ ୧, ଅଙ୍କରିଆପଦର ଗ୍ରା.ପ.ରୁ ୧, ସଇଁନ୍ତଲା ବ୍ଲକ୍‌ ଗଣ୍ଡପତ୍ରାପାଲି ଗ୍ରା.ପ.ରୁ ୫, ସଇଁନ୍ତଲା ଗ୍ରା.ପ.ରୁ ୧, ଧରବଗଡ଼ ଗ୍ରା.ପ.ରୁ ୧, ବୁଢ଼ାବାହାଲ ଗ୍ରା.ପ.ରୁ ୧, ଟିଟିଲାଗଡ଼ ବ୍ଲକ୍‌ ତେନ୍ତୁଳିଖୁଣ୍ଟି ଗ୍ରା.ପ.ରୁ ୧, ସିହିନି ଗ୍ରା.ପ.ରୁ ୧, ମନିଗାଁ ଗ୍ରା.ପ.ରୁ ୨, ବାନ୍ଧୁପଲା ଗ୍ରା.ପ.ରୁ ୧, ତୁରେକେଲା ବ୍ଲକ୍‌ ଚାଉଲଶୁଖା ଗ୍ରା.ପ.ରୁ ୧ ଜଣ ସଂକ୍ରମିତ ହୋଇଛନ୍ତି ।

Leave A Reply

Your email address will not be published.