Yearly Archives

2020

ନୂଆଦିଲ୍ଲୀରେ ହାଇଡ୍ରୋଜେନ୍‌ ସିଏନ୍‌ଜି ପ୍ଲାଣ୍ଟର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ : ଭବିଷ୍ୟତ ପାଇଁ ସବୁଜ ମାର୍ଗ…

• ପ୍ରଥମ ପର୍ୟ୍ୟାୟରେ ୫୦ଟି ବସରେ ପରୀକ୍ଷଣ• ନୂଆଦିଲ୍ଲୀରେ ପ୍ରଦୂଷଣ ମାତ୍ରାକୁ ହ୍ରାସ କରିବ• ଆଇଓସିଏଲ ଏବଂ ଇନ୍ଦ୍ରପ୍ରସ୍ଥ କମ୍ପାନୀର ପଦକ୍ଷେପକୁ ପ୍ରଶଂସା• ଭାରତକୁ ହାଇଡ୍ରୋକାର୍ବନ ଅର୍ଥନୀତି କରିବା ଦିଗରେ ବଡ଼ ପଦକ୍ଷେପନୂଆଦିଲ୍ଲୀ/ଭୁବନେଶ୍ୱର, (ପିଆଇବି) : କେନ୍ଦ୍ରମନ୍ତ୍ରୀ…
Read More...

ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ସ୍ଵତନ୍ତ୍ର ଅଭିଭାଷଣ

● କରୋନା ବିରୋଧୀ ସଂଗ୍ରାମରେ କୌଣସି ଢିଲା ନ ଦେବା ପାଇଁ ନାଗରିକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ● ଲକଡାଉନ ଉଠିଥିଲେ ମଧ୍ୟ ଭୂତାଣୁ ତାର ସ୍ଥିତି ଜାହିର କରିଛି● ବର୍ତ୍ତମାନ କୌଣସି ଉଦାସୀନତାର ସମୟ ନୁହେଁ, ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ସମ୍ମୁଖ କରୋନା ଯୋଦ୍ଧାଙ୍କ ଉତ୍ସର୍ଗୀକୃତ…
Read More...

ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କଲା ଭାରତ

● ପାଖାପାଖି ୩ ମାସ ପରେ ଦୈନିକ ନୂତନ ମାମଲା ୫୦ ହଜାରରୁ କମ● ମୋଟ ସଂକ୍ରମଣର ଶତକଡା ୧୦ ଭାଗ ସକ୍ରିୟ ମାମଲା● ସକ୍ରିୟ ମାମଲା ପୁଣି ନିମ୍ନଗାମୀ, ବର୍ତ୍ତମାନ ୭.୫୦ ଲକ୍ଷରୁ କମ ନୂଆଦିଲ୍ଲୀ, (ପିଆଇବି) : କରୋନା ସଂକ୍ରମଣ ବିରୁଦ୍ଧ ସଂଗ୍ରାମରେ ଦେଶ ଅନେକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ…
Read More...

ବିଦ୍ୟୁତ ସଂଯୋଗ ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଝାରବନ୍ଦ ବ୍ଲକ ଗୋଠୋଗୁଡା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ସଲଡିହି ଗ୍ରାମର ଡଙ୍ଗରପଡା ସ୍ଥିତ ନିର୍ମଲ ମେହେର ଏକ ଅଭିଯୋଗ କରିଛନ୍ତି । ସଲଡିହ ଗ୍ରାମ ଏକ ଉପାନ୍ତ ଅଞ୍ଚଳ ଅଟେ । ଗ୍ରାମର କେତେକ ଅଧିବାସୀ ଡଙ୍ଗରପଡା ବୋଲି ଏକ ପଡାରେ ୩ ଘର ବାସ…
Read More...

ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ୟ୍ୟକ୍ରମର ସମୀକ୍ଷା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ କାର୍ୟ୍ୟକାରୀ କରାଯାଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟକ୍ରମର ଏକ ସମୀକ୍ଷା ବୈଠକ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଅଧ୍ୟକ୍ଷତାରେ ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି ।…
Read More...

ଜଗଦଲପୁରରେ ନକଲି ମାଓବାଦୀ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଜଗଦଲପୁର ଥାନା ଅଂଚଳରେ ମାଓବାଦୀ ନାମରେ ଚାନ୍ଦା ଆଦାୟ କରୁଥିବା ବିଷୟ ମହଙ୍ଗା ପଡିଛି । ଲଉଡିଦର୍ହା ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ରାଧେଶ୍ୟାମ ଖର୍ସେଲଙ୍କୁ ଲାଲ ସଲାମ ସମ୍ବୋଧନ ଦେଇ ୫୦ହଜାର ଟଙ୍କା ଚାନ୍ଦା ଦେବାକୁ କହିଥିଲେ ।…
Read More...

ପାର୍ବଣ ବୋନସ୍‌ ଦାବୀ ନେଇ ପୂର୍ବତଟ ରେଲବାଇ ଶ୍ରମିକ ୟୁନିୟନ କଂଟାବାଂଜି ଏଡିଇଏନଙ୍କୁ ଦେଲା ଦାବୀପତ୍ର

କଂଟାବାଂଜି, (ମନିଶ କୁମାର ହଂସ) : ପୂର୍ବତଟ ରେଲବାଇ ଶ୍ରମିକ ୟୁନିୟନ କଂଟାବାଂଜି ଶାଖା ଦ୍ୱାରା ମଂଗଳବାର ଦିନ କଂଟାବାଂଜି ଏ.ଡି.ଇ.ଏନ.ଙ୍କୁ ଏକ ଦାବୀ ପତ୍ର ଦିଆଯାଇଛି । ଚଳିତ ବର୍ଷ କେନ୍ଦ୍ର ସରକାର ସାରା ଭାରତ ବର୍ଷରେ କାର୍ଯ୍ୟ କରୁଥିବା ରେଳ କର୍ମଚାରୀମାନଙ୍କୁ ପୂଜା ଭେଟି (ବୋନସ)…
Read More...

ବଲାଙ୍ଗିର ଜିଲ୍ଲାରେ ପଜିଟିଭ୍‌ ସଂଖ୍ୟା ୬ ହଜାର ଟପିଲା : ଆଜି ୬୬ ନୂଆ ଆକ୍ରାନ୍ତ, ବଲାଙ୍ଗିର ପୌରାଂଚଳରୁ ୧୦

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ଟପିଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬୦୧୨ ହୋଇଛି । ଆଶ୍ୱସ୍ତିର ବିଷୟ ଯେ, ସୁସ୍ଥତା ସଂଖ୍ୟା ୫୨୧୧ ରହିଛି ଏବଂ ମାତ୍ର ୭୭୨ ଜଣ ଏକ୍‌ଟିଭ୍‌ ଆକ୍ରାନ୍ତ ରହିଛନ୍ତି । ଆଜି ୬୬ ଜଣ ନୂଆ କରୋନା…
Read More...

ପଦ୍ମପୁରର ଜନ ସ୍ୱାସ୍ଥ୍ୟ ବିଭାଗର ନିଦ ଭାଙ୍ଗିବ କେବେ ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ଏଇ କିଛି ଦିନ ତଳେ ପଦ୍ମପୁର ସହରର କଚେରୀ ସମ୍ମୁଖରେ ଥିବା ଓଭରହେଡ୍ ଟେଙ୍କ୍ ପରିସରର ଦୂରାବସ୍ଥାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ସମ୍ବାଦ ପ୍ରକାଶ ପାଇଥିଲା । କୋଶଳ ପ୍ରବାହ ନିଉଜ ପୋର୍ଟାଲ ମଧ୍ୟ ଏଇ ଖବର ପ୍ରସାରଣ କରିଥିଲା । ଆଶ୍ଚର୍ୟ୍ୟର ବିଷୟ ଅଦ୍ୟାବଧି…
Read More...

ଅଲୋଡ଼ା ଶବ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

ବଲାଙ୍ଗିର, (ଦେବାଶିଷ ମିଶ୍ର ) : ଗତକାଲି ବଲାଙ୍ଗିର ଚନ୍ଦ୍ରଶେଖର ନଗରର ଏକ ପରିତ୍ୟକ୍ତ ସରକାରୀ ଘରୁ ସନ୍ଦେହଜନକ ଭାବେ ବୃଦ୍ଧ ସ୍ବାମୀ ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଦୀର୍ଘ ଦିନରୁ ଅସୁସ୍ଥ ଥିବା ବୃଦ୍ଧଙ୍କ ମୃତ୍ୟୁ ପରେ ବୃଦ୍ଧା ଜଣକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା…
Read More...