Yearly Archives

2020

ପିଜୁଳୀ ଚାଷ ଦେଇଛି ପରିଚୟ : ଷ୍ଟ୍ରବେରୀ ପରେ ଡ୍ରାଗନ ଫ୍ରୁଡ ଉପରେ ନଜର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଚାରପାଲି ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଜାମଖାରୀ ଗ୍ରାମର ଅଜିତ ବିଶ୍ୱାଳ । ବୟସ ମାତ୍ର ୩୦ ବର୍ଷ । ଶିକ୍ଷାଗତ ଯୋଗ୍ୟତା ବିପିଏଡ । ନିଜର ଶିକ୍ଷାଗତ ଯୋଗ୍ୟତା ଥାଇ ବି ଚାକିରୀ ପଛରେ ନ ଗୋଡାଇ ଉଦ୍ୟାନ କୃଷିରେ ମନୋନିବେଶ କରି ଅଂଚଳରେ
Read More...

ଗତ ୨୪ ଘଂଟାରେ ଓଡ଼ିଶାରେ ୧୪୭୪ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୧୪୭୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୮୫୫ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୬୧୯
Read More...

ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫ ଜରୁରୀକାଳୀନ ପରିସ୍ଥିତିର ‌ସ୍ମରଣ କରାଉଛି : ଜାଭଡେକର

ନୂଆଦିଲ୍ଲୀ : ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭାଡେକର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫଦାରୀ ସମ୍ପର୍କରେ କହିଛନ୍ତି ଯେ, ଏହା ମହାରାଷ୍ଟ୍ରରେ ଗଣମାଧ୍ୟମର ସ୍ୱାଧୀନତା ଉପରେ ଆକ୍ରମଣ ଏବଂ ଏହା ଜରୁରୀକାଳୀନ ‌ସ୍ଥିତିର ସୂଚକ । ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ,
Read More...

ଆମେରିକାରେ ନିର୍ବାଚନ ଫଳାଫଳ ପରେ ହିଂସା ଆଶଂକା : ଡୋନାଲ୍ଡ ଟ୍ରମ୍ପଙ୍କ ଘର ସୁରକ୍ଷା ବଳୟ ଭିତରେ

ନ୍ୟୁୟର୍କ : ଆମେରିକାରେ ଭୋଟ୍ ଗଣନା ମଧ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍‌ଙ୍କ ନ୍ୟୁୟର୍କର ମ୍ୟାନହଟାନ ସ୍ଥିତ ଟ୍ରମ୍ପ ଟାୱାର ଦୁର୍ଗରେ ରୂପାନ୍ତରିତ ହୋଇଛି । ଆମେରିକାରେ ନିର୍ବାଚନ ଫଳାଫଳ ପରେ ହିଂସା ଆଶଂକା ରହିଥିବାରୁ ବହୁ ସଂଖ୍ୟକ ସଶସ୍ତ୍ର ସୁରକ୍ଷା କର୍ମୀ ଟ୍ରମ୍ପ ଟାୱାରକୁ ଘେରି
Read More...

ଅଜଣା ବାଇକ୍‌ ଧକ୍କାରେ ସାଇକେଲ ଆରୋହୀ ଗୁରୁତର

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ଚିମନିଭାଟିର ମକରଧ୍ଵଜ ଭୂଏ(୪୫) ଆଜି ସକାଲ ୭ଟାରେ କୌଣସି କାମରେ ଚନ୍ଦନଭାଟି ଆସିଥିଲେ । ସକାଲ ୮ଟା ସମୟରେ କାମ ସାରି ସାଇକେଲରେ ଫେରୁଥିବା ବେଳେ ବାଦିଘୋର୍‌ ପୋଲ ନିକଟରେ ତାକୁ ଏକ ଅଜଣା ବାଇକ ଧକ୍କା ଦେଇ ଫେରାର୍‌ ମାରିଥିଲା । ବାଟୋଇ
Read More...

ଆଇପିଏଲ୍‌ : ମୁମ୍ବାଇକୁ ୧୦ୱିକେଟରେ ହରାଇ ପ୍ଲେ ଅଫ୍ ପକ୍କା କଲା ହାଇଦ୍ରାବାଦ

ସାରଜା : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୫୬ତମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ‌କୁ ୧୦ ୱିକେଟରେ ପରାସ୍ତ କଲା ସନରାଇଜର୍ସ ହାଇଦ୍ରାବାଦ୍ । ଦ୍ବିତୀୟ ପାଳିରେ ହାଇଦ୍ରାବାଦ ୧୫୦ ରନ୍‌ର ଲକ୍ଷ୍ୟକୁ ପିଛା କରି ୧୭.୧ ଓଭରରେ କିଛି ବି ୱିକେଟ ନ ହରାଇ ଏହାକୁ ହାସଲ କରିଛି ।
Read More...

ଅର୍ଜୁନପୁର ଛକ ନିକଟରେ ମର୍ମନ୍ତୁତ ସଡକ ଦୁର୍ଘଟଣା : ଜଣେ ମୃତ, ଜଣେ ଗୁରୁତର

ସୁବର୍ଣ୍ଣପୁର, (ପ୍ରଭୁଦ‌ତ୍ତ ରଥ) : ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ସୁବର୍ଣ୍ଣପୁର ଅର୍ଜୁନପୁର ଛକ ନିକଟରେ ମର୍ମନ୍ତୁତ ସଡକ ଦୁର୍ଘଟଣା ଘଟିଛି । ରାସ୍ତା କଡରେ ଛିଡା ହୋଇଥିବ ଏକ ଡ୍ରିଲର ଗାଡିରେ କାର ଧକ୍କା ଦେବା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା
Read More...

ଗୋଟିଏ ପଟେ କରୋନା ପ୍ରହାର : ଅନ୍ୟପଟେ ଅସମ୍ଭାଳ ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ମହାମାରୀର ପ୍ରହାରରେ ଜୀବନ ଜୀବିକା ତ୍ରାହି ତ୍ରାହି ଡାକ ଛାଡ଼ୁଛି । ଯଦିବି ଦେଶରେ, ରାଜ୍ୟରେ ତଥା ଜିଲ୍ଲାରେ ମଧ୍ୟ ସଂକ୍ରମଣର ମାତ୍ରା କମିଛି, ତଥାପି କରୋନା କବଳରେ ପେଷି ହୋଇଯାଇଛି ଲୋକଙ୍କ ଆର୍ଥିକ ସ୍ଥିତି । ଏତିକି ବେଳେ ବଜାରକୁ ଯିବା ସମୟରେ
Read More...

ପୋଲିଥିନ୍‌ ଢଙ୍କା ମାଟି କୁଡ଼ିଆରେ ବିତୁଛି ଜୀବନ : ସରକାରୀ ଯୋଜନା କେଉଁ କାମକୁ ?

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ୍‌ ଖଗସା ଗ୍ରାମ ପଂଚାୟତର ଖଗସା ଗାଁରେ ଦେଖିବାକୁ ମିଳିଛି ଏକ ଦୁଃଖଦ ଦୃଶ୍ୟ । ଏକ ପୋଲିଥିନ୍‌ ଢଙ୍କା ମାଟି କୁଡ଼ିଆରେ ଅତ୍ୟନ୍ତ ଗରିବ ଶ୍ରେଣୀର ନଃିସନ୍ତାନ ପତ୍ନୀ ସୁମିତ୍ରା ଜାନି ଓ ସ୍ୱାମୀ ଘନଶ୍ୟାମ ଜାନି । ସୂଚନା ଅନୁସାରେ ଘନଶ୍ୟାମ
Read More...

ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ପୋଷ୍ୟ ଗ୍ରାମ ଆମ୍ବଝରି : ଏବେ ବି ଦୟନୀୟ ଭାବେ ଅବହେଳିତ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ କମର୍ଦ୍ଧା ପଞ୍ଚାୟତର ଆଦିବାସୀ ପଲ୍ଲୀ ଆମ୍ବଝରି ଦିନେ ସାରା ଦେଶର କେନ୍ଦ୍ରବିନ୍ଦୁ ପାଳଟିଥିଲା । କାରଣ ଜାଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ ! ୨୪ ବର୍ଷ ତଳେ ଏହି ଅଖ୍ୟାତ ପଲ୍ଲୀ ଆମ୍ବଝରିକୁ ପୋଷ୍ୟ ଗ୍ରାମ କରିଥିଲେ
Read More...