Yearly Archives

2020

ଜାତୀୟ ଆଇନ ସେବା ଦିବସ ପାଳନ ଅବସରରେ ଅନ୍‌ଲାଇନ୍‌ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦୌରା ଜଜ୍‌ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ୟାମ ସୁନ୍ଦର ଦାଶଙ୍କ ପରାମର୍ଶରେ ଜିଲ୍ଲା ଆଇନ ସେବା ପ୍ରାଧିକରର ସଚିବ ଦେବାଶିଷ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନ୍‌ଲାଇନ୍‌ ମାଧ୍ୟମରେ ଜାତୀୟ ଆଇନ ସେବା ଦିବସ ଉପଲକ୍ଷେ
Read More...

ମାତିଛନ୍ତି ଲୁଟେରା : ଡିଡିଙ୍ଗ ସଂରକ୍ଷିତ ଜଙ୍ଗଲରୁ ହେଉଛି ବେନିୟମ ମେଟାଲ ଚାଲାଣ

ରାସ୍ତାରେ ନିମ୍ନ ମାନର ମେଟାଲ ବ୍ୟବହାରକୁ ନେଇ ଅଞ୍ଚଳବାସୀଙ୍କ ସହ ସରପଞ୍ଚଙ୍କ ଅଭିଯୋଗକଳାହାଣ୍ଡି, (ପି.କେ.ସାହୁ) : ଡିଡିଙ୍ଗ ସଂରକ୍ଷିତ ଜଙ୍ଗଲରୁ ମେଟାଲ ଚୋରା ଚାଲାଣ ହୋଇ ଆର୍ଡି ବିଭାଗ ରାସ୍ତା କାମରେ ଲାଗୁଛି । ଏହାଦ୍ବାରା ଜଙ୍ଗଲ ବିଭାଗର ଅନେକ କ୍ଷତି ହେଉଛି । ଅନ୍ୟପଟେ ରାସ୍ତାକାମରେ
Read More...

ଲୋଇସିଂହା ବିଧାୟକଙ୍କ ଦ୍ଵାରା ଉଚ୍ଚବାହାଲ ଠାରେ ଏସ୍‌ଏଚ୍‌ଜି କମ୍ୟୁନିଟି ସେଣ୍ଟର ନୂତନ କୋଠାର ଭିତ୍ତିପ୍ରସ୍ତର ସ୍ଥାପନ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ରିନବଚନ ପଞ୍ଚାୟତର ଉଚ୍ଚବାହାଲ ଗ୍ରାମରେ ବିଧାୟକ ଡ.ମୁକେଶ ମହାଲିଙ୍ଗ ନୂତନ ଏସ୍‌ଏଚ୍‌ଜି କମ୍ୟୁନିଟି ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍‌ନ୍ତି । ବିଧାୟକ ପାଣ୍ଠିରୁ ଏହି କମ୍ୟୁନିଟି ସେଣ୍ଟର ନିର୍ମାଣ କରାଯିବ ବୋଲି ସେ
Read More...

ବରିଷ୍ଠ ସାହିତ୍ୟିକ ଡା.ଚନ୍ଦ୍ରମଣି ସ୍ୱାଇଁଙ୍କ ବିୟୋଗରେ ସ୍ମୃତିସଭା

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବରିଷ୍ଠ ସାହିତ୍ୟିକ ତଥା ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ଡା.ଚନ୍ଦ୍ରମଣି ସ୍ୱାଇଁଙ୍କ ବିୟୋଗରେ ସ୍ଥାନୀୟ ନବୀନ ଭବନ ପରିସରରେ ରବିବାର ସନ୍ଧ୍ୟାରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାନର ସଭାପତି ତଥା ନବୀନର
Read More...

ରାସ୍ତା ମରାମତି ନାମରେ ହରିଲୁଟ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପାଇକମାଲ ଠାରୁ ଝାରବନ୍ଦ ପର୍ୟ୍ୟନ୍ତ ୧୭ କିଲୋମିଟର ପିଡବ୍ଲୁଡି ରାସ୍ତାର ଦୂରତା । ଏହି ରାସ୍ତାର ମଝିରେ ସ୍ଥାନେ ସ୍ଥାନେ ଅତ୍ୟଧିକ ଭାରି ଯାନ ଚଳାଚଳ ହେତୁ ଦୁର୍ବଳ ହୋଇ ଗେଟି ଉପୁଡିବାରେ ଲାଗିଛି । ଫଳରେ ରାସ୍ତାରେ ଖାଲଢିପ ସୃଷ୍ଟି
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ମାତ୍ର ୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୪୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରେ ୱାର୍ଡ ନଂ.୪ରୁ ୧ ଓ ୧୯ରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ଆଗଲପୁର ବ୍ଲକ୍‌ ପଟୁଆପାଲି ଗ୍ରା.ପ.ରୁ ୧, ବଲାଙ୍ଗିର ବ୍ଲକ୍‌ ବରକାନି ଗ୍ରା.ପ.ରୁ ୧,
Read More...

ବୁଡାମାଲରେ ମଣ୍ତି ଖୋଲିଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ବୁଡାମାଲ ଗ୍ରାମରେ ଆଜି ଏକ ନୁତନ ଭାବରେ ମଣ୍ତି ଖୋଲା ଯାଇଛି । ଏଠାରେ ମଣ୍ତି ଖୋଲା ଯାଇଥିବାରୁ ଚାଷୀଙ୍କ ବହୁତ ସୁବିଧା ହୋଇ ପାରୁଛି । ମାଁ ସନ୍ତୋଷୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ସଂପୂର୍ଣ୍ଣ ଭାବରେ ସହଯୋଗ କରିଥିଲେ । ଏଥିରେ
Read More...

ଅଭିଷେକ କହିଲେ, ଚଳିତ ବର୍ଷ ଦୀପାବଳି ପାର୍ଟି ଦେବେ ନାହିଁ ବିଗ୍ ବି

ମୁମ୍ବାଇ : ଦୀପାବଳିକୁ ଖୁବ୍ ଧୁମଧାମରେ ପାଳନ କରିଥାଆନ୍ତି ବଲିଉଡ୍ ସେଲିବ୍ରିଟିମାନେ । ବଲିଉଡ୍‌ର ସୁପର୍‌ ହିରୋ ବିଗ୍‌ ବି ଅମିତାଭ ବଚ୍ଚନ ଏକ ନିଆରା ଢଙ୍ଗରେ ପ୍ରତିବର୍ଷ ଦୀପାବଳି ପର୍ବ ପାଳନ କରି ଭବ୍ୟ ପାର୍ଟିର ଆୟୋଜନ କରିଥାନ୍ତି । କିନ୍ତୁ ଚଳିତ ବର୍ଷ ସେ ଏହି ପାର୍ଟି ଦେବେନାହିଁ
Read More...

ଅର୍ଣ୍ଣବଙ୍କୁ ଜାମିନ ଦେବାକୁ ମନା କରିଦେଲେ ହାଇକୋର୍ଟ

ମୁ‌ମ୍ବାଇ : ମୁ‌ମ୍ବାଇ ହାଇକୋର୍ଟ ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜାମିନ ଦେବାକୁ ମନା କରି ଦେଇଛନ୍ତି । ଆତ୍ମହତ୍ୟା ପାଇଁ ପ୍ରୋତ୍ସାହିତ କରିଥିବା ଘଟଣାରେ ଅର୍ଣ୍ଣବଙ୍କୁ ରାୟଗଡ ପୋଲିସ ଗିରଫ କରିଛି । ସେ ବର୍ତ୍ତମାନ ଚଉଦ ଦିନ ପାଇଁ ନ୍ୟାୟିକ ହେପାଜତରେ ଅଛନ୍ତି। ଏହାର
Read More...

ଡ୍ରଗ୍ସ ମାମଲା : ଚଳଚ୍ଚିତ୍ର ଅଭିନେତା ଅର୍ଜୁନ ରାମପାଲଙ୍କ ଘରେ ଏନସିବି ଚଢ଼ଉ

ମୁ‌ମ୍ବାଇ : ବଲିଉଡର ଡ୍ରଗ୍ସ ସଂଯୋଗ ମାମଲାରେ ଏନସିବି ଅଭିନେତା ଅର୍ଜୁନ ରାମପାଲଙ୍କ ଘରେ ଚଢ଼ାଉ କରିଛି । ରେଡ୍‌ ମାରିବା ପାଇଁ ଏନସିବି ଅଧିକାରୀମାନେ ବାନ୍ଦ୍ରାସ୍ଥିତ ରାମପାଲଙ୍କ ମୁମ୍ବାଇ ଘରେ ପହଞ୍ଚିଛନ୍ତି । ଆଜି ସକାଳେ ଏନସିବି ଅଧିକାରୀ ଅର୍ଜୁନ ରାମପାଲଙ୍କ ଘରେ ପହଞ୍ଚିଥିଲେ ।
Read More...