Yearly Archives

2020

ଉଠା ଦୋକାନୀମାନଙ୍କ ପାଇଁ ସ୍ୱନିଧି ଯୋଜନା : ୪୧୫୦ ପଞ୍ଜିକୃତ, ପାଇଛ‌ନ୍ତି ୧୩୫

ସମ୍ବଲପୁର, (ଦାମୋଦର ପଣ୍ଡା) : ଏବର ପରିସ୍ଥିତିରେ ଜୀବିକା ହରେଇ ଥିବା ଉଠା ଦୋକାନୀ ମାନଙ୍କ ପାଇଁ ସ୍ୱନିଧି ଯୋଜନାରେ ଦଶ ହଜାର ଟଙ୍କା ଋଣ ପ୍ରଦାନ ବ୍ୟବସ୍ଥା ରହିଛି । ସମ୍ବଲପୁର ମହା ନଗର ନିଗମ ତରଫରୁ ପଞ୍ଜିକରଣ କରାଯାଇଅଛି । ଜିଲ୍ଲାରେ ମୋଟ ୪୧୫୦ ଜଣ ପଞ୍ଜିକରଣ କରିଥିବା ବେଳେ କେବଳ
Read More...

ପ୍ରଧାନମନ୍ତ୍ରୀ ଶସ୍ୟ ବୀମା, ଲଖମରା ଅଙ୍ଗ ବିଜ୍ର ନିର୍ମାଣକୁ ନେଇ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ସହ ଦିଲ୍ଲୀରେ ସାକ୍ଷାତ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକର ବାଦିକଟା, ଭେଙ୍ଗରାଜପୁର, ଲଖମରା, ଝିଟିକି, ଲରମ୍ଭା(ବରଗଡ଼) ଆଦି ଗ୍ରାମ ପଞ୍ଚାୟତର ୨୦୧୯ ମସିହାର ପ୍ରଧାନମନ୍ତ୍ରୀ ମନ୍ତ୍ରୀ ଫସଲ ବୀମା ଟଙ୍କା ଚାଷୀ ଅଧ୍ୟାବଧି ପାଇ ନ ଥିବାରୁ ଏକ ପ୍ରତିନିଧି ମଣ୍ଡଳ
Read More...

ଅସହାୟ ବ୍ୟକ୍ତିମାନଙ୍କୁ ସାହାଯ୍ୟ କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ଶାଖା

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଉପରବାହାଲ ପଞ୍ଚାୟତ ଫଟାମୁଣ୍ଡା ଗ୍ରାମର ୩ ଜଣ ବ୍ୟକ୍ତି ଶଶୀ ବାଗ, କମଳା ସାହୁ ଓ ଶିବ ସାହୁ ବହୁ ଦିନରୁ ଅସହାୟ ହୋଇ ଘରେ ପଡି ରହିଥିଲେ । ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ବରିଷ୍ଠ ସଦସ୍ୟ ନିତ୍ୟାନନ୍ଦ ସାହୁଙ୍କ ଠାରୁ
Read More...

କାଗଜ କଲମରେ ସୀମିତ ବନୀକରଣ : ଉଡାର ଗ୍ରାମ ପଞ୍ଚାୟତରେ ୧୫ ଲକ୍ଷ ଆତ୍ମସାତ ଅଭିଯୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଓଗାଁ ବ୍ଲକ ଉଡାର ଗ୍ରାମ ପଞ୍ଚାୟତରେ କାଗଜ କଲମରେ ବନୀକରଣ ଦେଖା ଯାଇ ୧୫ ଲକ୍ଷରୁ ଅଧିକ ଆତ୍ମସାତ୍‌ କରାଯାଇଥିବା ଖବର ସାମନାକୁ ଆସିଛି । ଆର୍ଥିକ ବର୍ଷ ୨୦୧୬-୧୭ରେ ଉଡାର ଗ୍ରାମ ପଞ୍ଚାୟତର ବିଭିନ୍ନ ସ୍ଥାନରେ ମନରେଗା ଅନ୍ତର୍ଗତ ପଥପ୍ରାନ୍ତ ବନୀକରଣ ତଥା
Read More...

ଭାରତୀୟଙ୍କ ପାଇଁ ଗୌରବର କଥା : ପ୍ରଥମ ଇଣ୍ଡିଆନ୍-ଆମେରିକାନ୍ ଭାବରେ ଆମେରିକାର ଉପରାଷ୍ଟ୍ରପତି ପଦ ଅଳଙ୍କୃତ କରିବେ…

‌ୱାଶିଂଟନ୍‌ : ଭାରତୀୟଙ୍କ ପାଇଁ ଗୌରବର କଥା । ପ୍ରଥମ ଇଣ୍ଡିଆନ୍-ଆମେରିକାନ୍ ଭାବରେ ଯୁକ୍ତରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି ପଦ ଅଳଙ୍କୃତ କରିବେ କମଳା ହ୍ୟାରିସ୍‌ । ତା‌ଙ୍କ ପୂରା ନାମ କମଳାଦେବୀ ହ୍ୟାରିସ୍ । ମାତା ହେଉଛ‌ନ୍ତି ଶ୍ୟାମଳା ଗୋପାଳନ ଓ ବାପା ଡୋନାଲ୍ଡ ଜେ. ହ୍ୟାରିସ୍ ।
Read More...

କଲବଲ ଜୀବନକୁ ରକ୍ତ ସମ୍ପର୍କୀୟ ମଧ୍ୟ ସାହା ହେଲେ ନାହିଁ : ମୃତ୍ୟୁ ପରେ ଶେଷକୃତ୍ୟ ସମାପନ କଲେ ସ୍ୱେଚ୍ଛାସେବୀ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ଗୁରୁପାଲି ଗ୍ରାମରେ ଆଜି ଦେଖିବାକୁ ମିଳିଛି ଏପରି ଏକ ଅଭାବନୀୟ ଘଟଣା । ଜୀବିତ ଅବସ୍ଥାରେ କଲବଲ ହେଉଥିବା ଜଣେ ମହିଳାଙ୍କ ମୃତ୍ୟୁ ପରେ ଶବ ସତ୍କାର କରିବା ପାଇଁ ଖବର ପାଇବା ପରେ ମଧ୍ୟ ପରିବାର ଲୋକେ ଆସିବାକୁ କୁଣ୍ଠା
Read More...

କଲେଜ ଛକ ଭବାନୀ କ୍ଲବ ଠାରେ କୋଭିଡ ପରୀକ୍ଷା କ୍ୟାମ୍ପ

ବଲା‌ଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ କଲେଜ ଛକ ସ୍ଥିତ ଭବାନୀ କ୍ଲବ ଠାରେ କୋଭିଡ ପରୀକ୍ଷା କ୍ୟାମ୍ପ ଆୟୋଜିତ ହୋଇଯାଇଛି । ପ୍ରଶାସନିକ ଅଧିକାରୀ ବିନୋଦ କୁମାର ନାଏକଙ୍କ ନେତୃତ୍ୱରେ ବଲାଙ୍ଗିର ପୌରପରିଷଦ ତରଫରୁ ଆୟୋଜିତ କାର୍ୟ୍ୟକ୍ରମରେ ଶତାଧିକ
Read More...

ସଇଁନ୍ତଲା କୋସଲ କମିଟି ତରଫରୁ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ

ସଇଁନ୍ତଲା, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଜୁରାବନ୍ଧ ପଞ୍ଚାୟତ ଅନ୍ତର୍ଗତ ଗୁଦୁରାମୁଣ୍ଡା ଗ୍ରାମରେ ମନରେଗା ଯୋଜନା ମାଧ୍ୟମରେ ଏକ ଖେଳ ପଡ଼ିଆ ନିର୍ମାଣ କରିବା ପାଇଁ ଆଜି ସଇଁନ୍ତଲା ବିଡ଼ିଓଙ୍କୁ ଏକ ଦାବୀପତ୍ର ପ୍ରଦାନ କୋସଲ କମିଟି । ଏହା ସହିତ କୋସଲ କମିଟି
Read More...

‘ମାତୃଜ୍ୟୋତି’ ଅଧୀନରେ ଜିଲ୍ଲାରେ ଗର୍ଭବତୀ ମା’ଙ୍କ ପାଇଁ ଆରମ୍ଭ ହେଲା ମାଗଣାରେ ଅଲଟ୍ରାସାଉଣ୍ଡ ପରୀକ୍ଷା

ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : ସୁନ୍ଦରଗଡ଼ ଜିଲ୍ଲାରେ ‘ମାତୃଜ୍ୟୋତି’ କାର୍ୟ୍ୟକ୍ରମ ଅଧୀନରେ ଗର୍ଭବତୀ ମା’ମାନଙ୍କ ପାଇଁ ‘ଗର୍ଭାବସ୍ଥାରେ ଯତ୍ନ’ ବା ଏଏନସି ସେବା ଆଜିଠାରୁ ଆରମ୍ଭ ହୋଇଛି। ସୁନ୍ଦରଗଡ଼ ସଦର ବ୍ଲକର ଗର୍ଭବତୀ ମା’ମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ତଥା ଅନୁବନ୍ଧିତ
Read More...

ଦାଦନ ଶ୍ରମିକ ଉଦ୍ଧାର : ସର୍ଦ୍ଦାର ଅଟକ

ଖପ୍ରାଖୋଲ, (କୃଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲାର ଲାଠୋର ପୋଲିସ ରବିବାର ରାତିରେ ୧୨ ଜଣ ଦାଦନ ଶ୍ରମିକଙ୍କୁ ବସଷ୍ଟାଣ୍ଡ ନିକଟରୁ ଉଦ୍ଧାର କରି ଗାଡି ଚାଳକ ଏବଂ ସର୍ଦ୍ଦାରକୁ ଅଟକ ରଖି ପଚରା ଉଚରା କରୁଥିବା ବେଳେ ବ୍ୟବହୃତ ବୋଲେରୋ ଗାଡ଼ିକୁ ଜବତ କରିଥିବା ଜଣାପଡିଛି । ପୋଲିସ ସୁତ୍ରରୁ
Read More...