ବୁଡାମାଲରେ ମଣ୍ତି ଖୋଲିଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ବୁଡାମାଲ ଗ୍ରାମରେ ଆଜି ଏକ ନୁତନ ଭାବରେ ମଣ୍ତି ଖୋଲା ଯାଇଛି । ଏଠାରେ ମଣ୍ତି ଖୋଲା ଯାଇଥିବାରୁ ଚାଷୀଙ୍କ ବହୁତ ସୁବିଧା ହୋଇ ପାରୁଛି । ମାଁ ସନ୍ତୋଷୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ସଂପୂର୍ଣ୍ଣ ଭାବରେ ସହଯୋଗ କରିଥିଲେ । ଏଥିରେ ଗୋଷ୍ଠୀର ସଭାନେତ୍ରୀ ସରସ୍ୱତୀ ବେହେରା, ସମ୍ପାଦିକା ସଂଯୁକ୍ତା ବେହେରା, ଆରଏମସି କର୍ମଚାରୀ ରଶ୍ମିରଞ୍ଜନ ସେଠ, ବିରେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ମଣ୍ତି ଖୋଲା ଯିବାରୁ ଚାଷୀଙ୍କ ମଧ୍ୟରେ ଉତ୍ସାହର ଲହରୀ ଖେଳି ଯାଇଛି ।

Leave A Reply

Your email address will not be published.