Daily Archives

ଦିନରେ ବାହାଘର, ରାତିରେ ଚଂମଟ ପ୍ରେମିକ ସହ ନବବଧୂ

ଲକ୍ଷ୍ନୌ : ଦିନରେ ବାହାଘର ସରିଲା । ରାତିରେ ପ୍ରେମିକ ସହ ଚଂମଟ ମାରିଦେଲେ ନବବଧୂ । ଉତ୍ତର ପ୍ରଦେଶର ଗୋଣ୍ଡା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଏହି ଘଟଣା ସାରା ଅଂଚଳରେ ଚ‌ର୍ଚ୍ଚାର ବିଷୟ ପାଲଟିଛି । ମିଳିଥିବା ସୂଚନା ଅନୁସାରେ, ଛପିୟା ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଝିଅ ସହିତ
Read More...

ଜଷ୍ଟିସ ବିଜୟ କୃଷ୍ଣ ପଟେଲ ହେଲେ ମାନବ ଅଧିକାର କମିସନର ଅଧ୍ୟକ୍ଷ

ସୁନ୍ଦରଗଡ଼ : ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ଜଜ୍‍ ଜଷ୍ଟିସ ବିଜୟ କୃଷ୍ଣ ପଟେଲଙ୍କୁ ରାଜ୍ୟ ସରକାର ଓଡ଼ିଶା ମାନବ ଅଧିକାର କମିସନର ଅଧ୍ୟକ୍ଷ ଭାବେ ମନୋନୀତ କରିଛନ୍ତି । ରାଜ୍ୟ ବିଧି ବିଭାଗ ପକ୍ଷରୁ ଜଷ୍ଟିସ୍ ବିଜୟ କୃଷ୍ଣ ପଟେଲ୍‌ଙ୍କ ନିଯୁକ୍ତି ନେଇ ସୂଚନା ପଅଦାନ କରାଯାଇଛି । ଜଷ୍ଟିସ
Read More...

ବିହାରରୁ ସୁଶୀଲ ମୋଦୀ‌ଙ୍କୁ ବିଜେପି ରାଜ୍ୟସଭା ପ୍ରାର୍ଥୀ କରିଛି : ବଡ ଦାୟିତ୍ୱ ମିଳିପାରେ

ନୂଆଦି‌ଲ୍ଲୀ : ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନିର୍ବାଚନ କମିଟି ବିହାରରେ ହେବାକୁ ଥିବା ରାଜ୍ୟସଭା ଉପ-ନିର୍ବାଚନ ପାଇଁ ସୁଶୀଲ କୁମାର ମୋଦୀଙ୍କୁ ମନୋନୀତ କରିଛି । ଦଳର ଜାତୀୟ ସାଧାରଣ ସମ୍ପାଦକ ଅରୁଣ ସିଂ ଏହି ସୂଚନା ଦେଇଛନ୍ତି । ରାମ ଭିଲାସ ପାସୱାନଙ୍କ ମୃତ୍ୟୁ ପରେ ଏହି ଆସନ
Read More...

କାର୍ତ୍ତିକ ମାସର ଆକାଶ ଛୁଆଁ ପରିବା ଦର

ସଇଁନ୍ତଲା, (ଅଜିତ କୁମାର ସାହୁ) : ଚଳିତ ବର୍ଷ ଗତ ୧୦ ମାସ ହେବ କରୋନା ତାର କାୟା ବିସ୍ତାର ବଢ଼େଇ ଚାଲିଥିବା ବେଳେ ଏବେ କମିବାରେ ମଧ୍ୟ ଲାଗିଛି । କିଛି ଲୋକ କରୋନା ମହାମାରୀରେ ମୃତ୍ୟୁ ବରଣ କରିଥିବା ବେଳେ ଅନେକ ଲୋକ ସୁସ୍ଥ ମଧ୍ୟ ହୋଇ ସାରିଛନ୍ତି । ଅନେକଙ୍କ କାମ ଧନ୍ଦା ବନ୍ଦ ହୋଇ ପଡିଛି
Read More...

ପାତାଳି ଶ୍ରୀକ୍ଷେତ୍ରଠାରେ ଆଜି ତିନିଦିଅଁଙ୍କର ଦୁର୍ଲ୍ଲଭ ନାଗାର୍ଜୁନ ବେଶ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଶ୍ରୀଜଗନ୍ନାଥଙ୍କ ଅନନ୍ୟ ମାଟି ସୁବର୍ଣ୍ଣପୁରର ପାତାଳି ଶ୍ରୀକ୍ଷେତ୍ରଠାରେ ଆଜି ତିନିଦିଅଁଙ୍କର ଦୁର୍ଲ୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଯାଇଛି । ତ୍ରିକୂଟ ପାହାଡର ଛଳିଆ ଶିଖରରେ ଥିବା ତିନି ଠାକୁରଙ୍କୁ ଶ୍ରୀମନ୍ଦିର ରୀତିନୀତି ଓ ପରମ୍ପରାରେ ବେଶ
Read More...

ଶବଦାହ ପାଇଁ କାଠ ବିବାଦ : ଡିଏଫଓଙ୍କୁ ଭେଟିଲେ ଜିଲ୍ଲା ଭାଜପା ପ୍ରତିନିଧି ଦଳ

ବରଗଡ଼, (ସତ୍ୟନାରାୟଣ ପଧାନ) : ଗତ ୫୦ ବର୍ଷ ଧରି ଶବଦାହ ପାଇଁ କାଠ ଯୋଗାଇ ଥିବା ବରଗଡ଼ର ଗୋପାଳ ଗୋଶାଳା ଆସନ୍ତା ଡ଼ିସେମ୍ବର ୧ ତାରିଖରୁ ଆଉ କାଠ ଯୋଗାଇ ପାରିବ ନାହିଁ ବୋଲି ଘୋଷଣା କରିବା ପରେ ବରଗଡ଼ ସଦର ମହକୁମାରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏହାର ତୁରନ୍ତ ସମାଧାନ ଦାବୀରେ
Read More...

ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ କମିଟି ତରଫରୁ ସ୍ୱାଗତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ କମିଟି ତରଫରୁ ଆଜି ବରଗଡ଼ ଜିଲ୍ଲା ଗ୍ରସ୍‌ସ୍ତରେ ଆସିଥିବା ରାଷ୍ଟ୍ରୀୟ ସମ୍ପାଦକ ତଥା ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ପ୍ରଭାରୀ ରୋଶନ ଲାଲ ବିଟୁ, ରାଷ୍ଟ୍ରୀୟ ସଂଯୋଜକ ତଥା ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ସହ ପ୍ରଭାରୀ
Read More...

ଛାତ୍ର କଂଗ୍ରେସର ବିକ୍ଷୋଭ : ଆଇନ ଶୃଙ୍ଖଳା ପରିସ୍ଥିତି ନ ସୁଧୁରିଲେ ଜୋରଦାର ଆନ୍ଦୋଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାରେ ବିପର୍ଯ୍ୟସ୍ଥ ଆଇନ ଶୃଙ୍ଖଳା ପରିସ୍ଥିତି ବିତୁଦ୍ଧରେ ଆଜି ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱ ତଥା ଏନଏସୟୁଆଇ.ର ରାଷ୍ଟ୍ରୀୟ ସଂପାଦକ ରୋଶନ ଲାଲ ବିଟ୍ଟୁ, ରାଷ୍ଟ୍ରୀୟ ଆବାହକ
Read More...

୩ ଜଣ ଚାଷୀଙ୍କ ଆତ୍ମହୂତି ଉଦ୍ୟମ ବିଧାନସଭା ସାମ୍‌ନାରେ

ଭୁବନେଶ୍ୱର : ଆଜି ପୁଣି ବିଧାନସଭା ସାମ୍‌ନାରେ ୩ ଜଣ ଚାଷୀ ଆତ୍ମହୂତି ଉଦ୍ୟମ କରିଛନ୍ତି । ସୂଚନା ଅନୁସାରେ ଆଠଗଡର ତିନି ଜଣ ଚାଷୀ କିରୋସିନ ଢାଳି ହୋଇ ଆତ୍ମହୂତି ଉଦ୍ୟମ କରିଥିବା ବେଳେ ସୁରକ୍ଷା କର୍ମଚାରୀ ସେମାନଙ୍କୁ ସଙ୍ଗେ ସଙ୍ଗେ କାବୁ କରି ନେଇଛନ୍ତି । ସୂଚନାରୁ ପ୍ରକାଶ ଯେ, ଏହି
Read More...

ଇଣ୍ଡୋନେସିଆ : ବଳାତ୍କାର ଦୋଷୀକୁ ବିଚ୍‌ ବଜାରରେ ୧୪୬ ଚାବୁକ୍‌ ପ୍ରହାର : କା‌ନ୍ଦିଲା, ଚିର୍ଲେଇଲା… ତଥାପି ଦୟା…

ଇଣ୍ଡୋନେସିଆ : ଇଣ୍ଡୋନେସିଆରେ ଜଣେ ୧୯ ବର୍ଷ ବୟସ୍କ ଯୁବକକୁ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇ ସାଧାରଣ ଲୋକଙ୍କ ସାମ୍ନାରେ ୧୪୬ ଥର ଚାବୁକ୍‌ ମାଡ ଦିଆଯାଇଛି । ଏହି ସମୟରେ ସେ କାନ୍ଦିବାକୁ ଲାଗିଲା, ଚିର୍ଲେଇଲା… ଅଥଚ ଦୟା ନାହିିଁ । ଚାଲିଥାଏ ପ୍ରହାର । ଡାକ୍ତରମାନେ ଚିକିତ୍ସା
Read More...
error: Content is protected !!