Daily Archives

ଛତିଶଗଡକୁ ବେଆଇନ୍ ବାଲି ଚାଲାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ସରେଇକେଲା ଗ୍ରାମ ପଞ୍ଚାୟତ ସମ୍ବଲପୁରୀ ବାଲିଘାଟିରୁ ଧରା ପଡିଲେ ୯ଟି ଟ୍ରାକ୍ଟର । ସମ୍ବଲପୁରୀ ବାଲିଘାଟ ଠାରେ ଜଗଦଳପୁର ପୋଲିସ ପକ୍ଷରୁ ଅତର୍କିତ ଚଢାଉ କରାଯାଇଥିଲା । ସେହି ସମୟରେ ୫ଟି ବାଲି ବୋଝେଇ ଟ୍ରାକ୍ଟର
Read More...

ଛତୁ ଚାଷ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ସ୍ଥିତ ରାକ୍ଷୀଉଡ଼ାର ସ୍ୱେଚ୍ଛାସେବୀ ସଂଗଠନ ‘ସୃଷ୍ଟି’ ପକ୍ଷରୁ ଜାତୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ (ନାବାଡର଼୍) ଭୁବନେଶ୍ୱର ସହାୟତାରେ ପାଟଣାଗଡ଼ ବ୍ଲକ୍‌ ଲରମ୍ଭା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୋଢ଼ପାଲି ଠାରେ କ୍ଷୁଦ୍ର ଉଦ୍ୟୋଗୀ ଉନ୍ନୟନ
Read More...

ବିଏସଏଫ୍‌ ‌ଦ୍ୱାରା ଆବିଷ୍କାର ହେଲା ନାଗ୍‌ରୋଟାଠାରେ ଆତଙ୍କବାଦୀଙ୍କ ପ୍ରବେଶ ପଏଣ୍ଟ : ସୀମାରେ ମିଳିଲା ସୁଡ଼‌ଙ୍ଗ

ସାମ୍ବା : ନାଗ୍‌ରୋଟା ଏନକାଉଣ୍ଟରରେ ୪ ଜଣ ଆତଙ୍କବାଦୀଙ୍କୁ ନିହତ କରିବା ପରେ ରବିବାର ଦିନ ଭାରତୀୟ ସୁରକ୍ଷା ବାହିନୀ ଆଉ ଏକ ବଡ଼ ସଫଳତା ପାଇଛନ୍ତି । ସୀମା ସୁରକ୍ଷା ବଳ (ବିଏସଏଫ) ଏବଂ ଜାମ୍ମୁ କାଶ୍ମୀର ପୋଲିସର ମିଳିତ ଅପରେସନରେ ପାକିସ୍ତାନ ନିକଟ ଅନ୍ତର୍ଜାତୀୟ ସୀମା ନିକଟସ୍ଥ ଜାମ୍ମୁ
Read More...

ପ୍ରେମ ସାମ୍‌ନାରେ ସବୁ ତୁ‌ଚ୍ଛ ପ୍ରମାଣିତ ହେଲା : ପ୍ରେମ ଆଗରେ ହାର୍‌ ମାନିଲା ଧର୍ମ : ବିବାହ ବନ୍ଧନରେ ବାନ୍ଧି ହେଲେ…

ମାଲକାନଗିରି : ପ୍ରେମ ସାମ୍‌ନାରେ ସବୁ ତୁ‌ଚ୍ଛ । ଏଥିପାଇଁ ତ' ପ୍ରେମକୁ ଅଂଧ ବୋଲି କୁହାଯାଇଥାଏ । ଏମିତି ଏକ ମଧୁର ସମ୍ପର୍କର ଘଟଣା ଆଜି ସାମ୍ନାକୁ ଆସିଛି, ଯାହା ଜାତି-ଧର୍ମ ସବୁକୁ ପଛରେ ପକାଇ ଦେଇଛି । ଦୁଇଟି ହୃଦୟ ମିଶିଛି ସବୁଦିନ ପାଇଁ । ଏକାଠି ମିଶି ସଂସାର ଗଢିବା ପାଇଁ ଘର ପରିବାର
Read More...

ଡଙ୍ଗରପଡ଼ା କାନ୍ଦୁଲ ବୁଢ଼ା କ୍ରିକେଟ କ୍ଳବ୍ ପକ୍ଷରୁ ଦୁଇ ଦିନିଆ କ୍ରିକେଟ ପ୍ରତିଯୋଗିତା ଉଦଯାପିତ : ପୁଲସଖଣ୍ଡକୁ…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଧଣ୍ଡାମାଲ ପଞ୍ଚାୟତର ଡ଼ଙ୍ଗରପଡ଼ାରେ କାନ୍ଧୁଲବୁଢ଼ା କ୍ରିକେଟ କ୍ଲବ ଦ୍ବାରା ଦୁଇ ଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୮ଟି ଦଳ ଭାଗ ନେଇଥିବା ବେଳେ ଫାଇନାଲ ଖେଳ ବଉଦିଆପାଲି ଓ ପୁଲସଖଣ୍ଡ ମଧ୍ୟରେ
Read More...

ବଲାଙ୍ଗିର ପ୍ରଥମ ଫ୍ଲଡ୍‌ ଲାଇଟ୍‌ ଭଲି ବଲ୍‌ ଚମ୍ପିଆନ୍‌ସିପ୍‌ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଆଜି ଅପରାହ୍ନ ୪.୩୦ ସମୟରେ ଜିଲ୍ଲା କ୍ରୀଡ଼ା ସମ୍ପାଦକ ହରିନାରାୟଣ ପୁଜାରୀଙ୍କ କରକମଳରେ ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ପରିସରରେ ଫ୍ଲଡ୍‌ ଲାଇଟ୍‌ ଖେଳ ପଡିଆ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ତଥା ଜିଲ୍ଲା ବାହାରର ୬ ଗୋଟି ଦଳକୁ ନେଇ
Read More...

ବାଧିତଜନବଂଧୁ ପ୍ରଭାକର ରଥଙ୍କ ବଂଶାବଳୀ ବିମୋଚନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବାହ୍ନରେ ଲିଟେରାରୀ ଏଣ୍ଡ ସୋସିଆଲ କ୍ଲବ ଠାରେ ପ୍ରଭାକର ରଥ ଜନ୍ମ ଶତ ବାର୍ଷିକୀ ସମିତି ତରଫରୁ ପ୍ରଭାକର ରଥଙ୍କ ବଂଶାବଳୀ ଶିକ୍ଷାବିତ୍‌ ରଘୁନାଥ ମିଶ୍ରଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିମୋଚନ ହୋଇଯାଇଛି । ଏହି ପାର୍ବଣରେ ତାଙ୍କ ବଂଶର ବର୍ଷିୟାନ
Read More...

୫ ଦିନ ହେଲା ତୁରେକେଲା ଥାନା ଅଂଚଳରେ ବଣୁଆ ହାତୀଙ୍କ ଉପଦ୍ରବ : ଚାଷୀଙ୍କ ଫସଲ ନଷ୍ଟ : ହାତୀ କରିଡର କରିବା ପାଇଁ…

କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରକେଲା ଥାନା ଅଂଚଳର ବିଭିନ୍ନ ଗାଁରେ ୫ ଦିନ ହେଲା ବଣୁଆ ହାତୀ ଆସି ଚାଷୀମାନଙ୍କ ଅମଳ ହୋଇଥିବା ଧାନ ଚାଷ ଖାଇବାରେ ଲାଗିଛନ୍ତି । କଂଟାବାଂଜି ଫରେଷ୍ଟ ରେଂଜ ଅଧୀନସ୍ଥ ରାଜୁ ରିଜର୍ଭ ଫରେଷ୍ଟ ଅଂଚଳର ତୁରେକେଲା ପଂଚାୟତ ଗଂଜାଗୁଉଡାର,
Read More...

ଦ୍ଵିତୀୟ ବର୍ଷୀୟ ରାଷ୍ଟ୍ରପତି ବେହେରା ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଫାଇନାଲ ମ୍ୟାଚ ଆୟୋଜିତ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଆଜି ତେନ୍ତୁଳିଖୁଣ୍ଟି କୁରେବିଅର ଫିଲ୍ଡରେ ବେହେରା ଟାଇଗର କମିଟି ଦ୍ବାରା ଦ୍ଵିତୀୟ ବର୍ଷୀୟ ରାଷ୍ଟ୍ରପତି ବେହେରା ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଫାଇନାଲ ମ୍ୟାଚ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଜେଡ଼ି କାର୍ୟ୍ୟକାରୀ ସଦସ୍ୟ ସଞ୍ଜୟ
Read More...

ୱେସ୍କୋରେ ଏସ୍‌ଟି ଏସ୍‌ସିଙ୍କ ନିଯୁକ୍ତି ଓ ପଦୋନ୍ନତି ସକାଶେ ୩୯ ପ୍ରତିଶତ ସଂରକ୍ଷଣ ଲାଗୁ ଦାବୀରେ ଆନ୍ଦୋଳନ ପାଇଁ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପାୱାର ହାଉସ ଠାରେ ୱେସ୍କୋ ୟୁଟିଲିଟି ଏସ୍‌ସି ଏସ୍‌ଟି ଏମ୍ଲଇଜ୍‌ ୱେଲଫେୟାର ଏସୋସିଏସନର ବଲାଙ୍ଗିର ସର୍କଲ ସ୍ତରୀୟ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏସୋସିଏସନର ସଭାପତି ନିରଞ୍ଜନ ବିଶିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୱେସ୍କୋ
Read More...
error: Content is protected !!