Daily Archives

କବିତା : ଗାଁ ଅଛେ ତ ମାଁ ଅଛେ

ଲକ୍ଷ୍ମୀନାରାୟଣ ହୋତାମାଛି ଅନ୍ଧରିଆ ବେଲକେକେନସି ଠାନେ ଗୁଟେ ଶୁ‌ଭୁଛେଗିନି ମୁର୍ଦୁଙ୍ଗଗୁଡ଼ିର ଗମ୍ଭୀରା ଭିତରୁଘଁଟ୍‌ କସ୍ତାଲ୍‌କାହିଁ କେତେ ଧୁରୁ । ମନ୍‌ଟା ଉସାସ ଲାଗୁଛେଗାଁ’ ଅଛେ ତ ମାଁ’ ଅଛେମାଁ’ ଅଛେ ତ ଗାଁ’ ଅଛେ । କେନସି ଗୁଟେ ଠାନେଜିଇଁଥାଉ ମନ୍‌ମନ୍‌ ଭିତରେ ସପନ୍‌ସାତ୍‌
Read More...

‘ଟିକି କାଇଁଚ’ ତରଫରୁ ଷଷ୍ଠ ଅଧ୍ୟାୟ ଅନ୍ ଲାଇନ୍ ସାହିତ୍ୟ ଆସର

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଶିଶୁ ପତ୍ରିକା 'ଟିକି କାଇଁଚ' ତରଫରୁ ଷଷ୍ଠ ଅଧ୍ୟାୟ ଅନ୍ ଲାଇନ୍ ମାଧ୍ୟମରେ ଆମ ଶିଶୁ ସାହିତ୍ୟ ପ୍ରସଙ୍ଗ ଆଲୋଚନା ହୋଇ ଯାଇଛି । ପତ୍ରିକାର ସମ୍ପାଦକ ଗୋପୀନାଥ ଦଣ୍ଡସେନା ସଂପାଦକୀୟ ପାଠ କରିବା ସହ ସ୍‌ସ୍ୱାଗତ ଭାଷଣ ଦେଇଥିଲେ । ଏଥିରେ ବିଭିନ୍ନ ଜିଲ୍ଲାରୁ
Read More...

ବଲାଙ୍ଗିର ପୂର୍ବତନ ସୈନିକ ସଂଘ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଭିଡ଼୍‌ କଟକଣାକୁ ଦୃଷ୍ଟି ଦେଇ ସାମାଜିକ ଦୂରତା ପାଳନ ପୂର୍ବକ ବଲାଙ୍ଗିର ପୂର୍ବତନ ସୈନିକ ସଂଘ ପକ୍ଷରୁ କାର୍ଯ୍ୟାଳୟ ପରିସରରେ ନୂଆଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ଜଣେ ବରିଷ୍ଠ ସୈନିକଙ୍କୁ
Read More...

ଭୁଜାଲି ଓ ଲୁହା ରଡ ସହ ୨ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରତିଶୋଧ ପରାୟଣ ହୋଇ ୪ ଜଣ ଯୁବକ ଜନୈକ ବ୍ୟକ୍ତିଙ୍କ ଘରକୁ ବିଳମ୍ବିତ ରାତ୍ରିରେ ପଶି ଭୁଜାଲି ଓ ଲୁହା ରଡରେ ମରଣାନ୍ତକ ଉଦ୍ୟମରେ ବିଫଳ ହୋଇ ଗିରଫ ହେବା ଘଟଣା ଅଂଚଳରେ ଏକ ଭୟାବହ ବାତାବରଣ ସୃଷ୍ଟି କରିଛି । ଘଟଣା କ୍ରମରୁ ଜଣାଯାଏ ଯେ, ୧୫ ତାରିଖ
Read More...

ଅନୁଗୁଳ ଶାଖା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସର୍ଜିକାଲ୍ ମାସ୍କ ଓ ଗ୍ଲୋବସ୍ ପ୍ରଦାନ

ଅନୁଗୁଳ, (କେପିଏନ୍‌ଏସ୍‌) : ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍, ଅନୁଗୁଳ ଶାଖା ତରଫରୁ ମୁଖ୍ୟ ପ୍ରବନ୍ଧକ କିଶୋର ଚନ୍ଦ୍ର ଦାଶ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସର୍ଜିକାଲ୍ ମାସ୍କ ଓ ଗ୍ଲୋବସ୍ ପ୍ରଦାନ କରୁଛନ୍ତି । ଅନୁଗୁଳ ଜିଲ୍ଲାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ କରୋନା ମହାମାରୀ ସତ୍ତ୍ବେ
Read More...

ଅବକାରୀ ଓ ପୋଲିସ ବିଭାଗର ମିଳିତ ଚଢାଉ

ବ୍ରହ୍ମପୁର : ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ଆଜି ଗଞ୍ଜାମ ଓ ଗଜପତି ସୀମା ଗୌଡ଼ଗୋଠ ଗ୍ରାମରେ ଅବକାରୀ ଓ ପୋଲିସ ମିଳିତ ଚଡାଉ କରି ୧୩ ହଜାର ୩୩୦ଲିଟର ପୋଚ ନଷ୍ଟ କରିବା ସହ ୫ହଜାର ୨୮୦ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହ ମଦ ରନ୍ଧା ସରଞ୍ଜାମ ଜବତ କରି ଛଅ ମହିଳାଙ୍କ ସମେତ ନଅ
Read More...

ଜୟଶ୍ରୀ ମେହରଙ୍କୁ ମିଳିଲା ଆନ୍ତର୍ଜାତିକ ୟୁଥ ଆଇକନ୍ ଆୱାର୍ଡ୨୦୨୦

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ଼ ଜିଲ୍ଲାର ପଦ୍ମପୁର ବ୍ଳକ ଅନ୍ତର୍ଗତ ବନୁପାଲି ଗ୍ରାମର ଜୟଶ୍ରୀ ମେହରଙ୍କୁ ବିଶ୍ୱର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସୂର୍ୟ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ତରଫରୁ ସମ୍ମାନ ସୂଚକ ଆନ୍ତର୍ଜାତିକ ୟୁଥ ଆଇକନ୍ ଆଓ୍ବାର୍ଡ ୨୦୨୦ ପ୍ରଦାନ କରାଯାଇଛି । ଏହି
Read More...

କିସ୍‌ର ଅଭିନବ ପ୍ରୟାସ : ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଶିକ୍ଷା ଓ ଖାଦ୍ୟ ସାମଗ୍ରୀ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ସ୍ଥିତ ଡୁଡୁକାଶିରା ଠାରେ କିସ୍ର ଛାତ୍ରଛାତ୍ରୀମାନଙ୍କୁ ଟି-ସାର୍ଟ, ଚୁଡା, ଚାଉଳ, ଚିନି, ବିସ୍କୁଟ, ସାବୁନ ଆଦି ବଣ୍ଟନ କରାଯାଇଛି । କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ସୋସିଆଲ ସାଇନ୍ସର ଛାତ୍ରଛାତ୍ରୀମାନଙ୍କ ପାଇଁ କିସ୍ ପ୍ରତିଷ୍ଠାତା
Read More...

ରୁଗୁଡିପଡା ଦୁର୍ଗାପୂଜା କାର୍ଯ୍ୟକାରୀ କମିଟି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରୁଗୁଡିପଡା ଦୁର୍ଗାପୂଜା କାର୍ଯ୍ୟକାରୀ କମିଟି ବୈଠକ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉପସଭାପତି ଚେତନାନନ୍ଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସରକାରଙ୍କ କୋଭିଡ-୧୯ ନିୟମ ପାଳନ କରି ଜିଲ୍ଲାପାଳଙ୍କ ଠାରୁ ଅନୁମତି ନେଇ ଚଳିତ
Read More...

କୋଶଳାଂଚଳରେ ଘରକୁ ଘର କୋଭିଡ ପରୀକ୍ଷା କରିବା ପାଇଁ ଦାବୀ ଜଣାଇଲା କୋସଲ ରାଜ୍ୟ ସମନ୍ୱୟ ସମିତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି କୋସଲ ରାଜ୍ୟ ସମନ୍ୱୟ ସମିତିର ଏକ ବୈଠକ ସ୍ଥାନୀୟ କୋସଲ ଫାଉଣ୍ଡେସନ କାର୍ୟ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଓ ସମନ୍ୱୟ ସମିତିର ପାର୍ଲ୍ୟାମେଣ୍ଟ
Read More...