pakka

ଅନୁଗୁଳ ଶାଖା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସର୍ଜିକାଲ୍ ମାସ୍କ ଓ ଗ୍ଲୋବସ୍ ପ୍ରଦାନ

bbehera

ଅନୁଗୁଳ, (କେପିଏନ୍‌ଏସ୍‌) : ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍, ଅନୁଗୁଳ ଶାଖା ତରଫରୁ ମୁଖ୍ୟ ପ୍ରବନ୍ଧକ କିଶୋର ଚନ୍ଦ୍ର ଦାଶ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସର୍ଜିକାଲ୍ ମାସ୍କ ଓ ଗ୍ଲୋବସ୍ ପ୍ରଦାନ କରୁଛନ୍ତି । ଅନୁଗୁଳ ଜିଲ୍ଲାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ କରୋନା ମହାମାରୀ ସତ୍ତ୍ବେ ଗ୍ରାହକମାନଙ୍କୁ ନିରନ୍ତର ସେବା ଯୋଗାଇବା ସହ କୋଭିଡ୍ ଯୋଦ୍ଧାମାନଙ୍କୁ  ସର୍ବଦା ଉତ୍ସାହିତ କରି ଆସୁଛି । ଅଂଚଳରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଏଭଳି ଜନହିତକର କାର୍ଯ୍ୟକୁ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ ପ୍ରଶଂସା କରିଥିବା ବେଳେ ଆଗାମୀ ସମୟରେ ଆହୁରି ଅନେକ ସେବାମୂଳକ କାର୍ଯ୍ୟ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ହାତକୁ ନେବା ପାଇଁ ଆଶା ରଖିଛନ୍ତି ।

jay balangir
Leave A Reply

Your email address will not be published.

1 × two =

error: Content is protected !!