Browsing Tag

tusura news

ଆସିଲା ଗରିବ ପାଣ୍ଡେର ଶବ ବ୍ୟବଚ୍ଛେଦ ରିପୋର୍ଟ : ତଣ୍ଟି ଚିପି ହତ୍ୟା କରାଯାଇଛି

ତୁଷୁରା, (କେପିଏନ୍‌ଏସ୍‌) : ସ୍ଥାନୀୟ ତେଳ ନଦୀ ପଠାରୁ ଗତ ୧୫ ତାରିଖରେ ଉଦ୍ଧାର ହୋଇଥିବା ଗରିବ ପାଣ୍ଡେର ମୃତ ଦେହକୁ ନେଇ ଚାରିଆଡେ ଚର୍ଚ୍ଚା ଲାଗି ରହିଥିବା ବେଳେ ତାହା ଆତ୍ମହତ୍ୟା ନା ହତ୍ୟା ତାହା, ସନ୍ଦେହ ଘେରରେ ରହିଥିଲା । ହେଲେ ଗୋବିନ୍ଦକୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ
Read More...

ତେଲ ନଦୀ ବ୍ରିଜ୍‌ ତଳୁ ମୃତ୍ୟୁ ଦେହ ଉଦ୍ଧାର

ତୁଷୁରା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଳକ ତୁଷୁରା ରାସ୍ତା ଉପରେ ଥିବା ଧାନଘରା ତେଲ ନଦୀ ବ୍ରିଜ ତଳେ ଏକ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇବା ପରେ ସୂଚନା ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ୍ୟୁ ଦେହକୁ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି ।
Read More...

ବଳି ପଡିଲା ମାତୃତ୍ୱ : ନଦୀରୁ ନବଜାତ ଶିଶୁର ମୃତ୍ୟୁ ଦେହ ଉଦ୍ଧାର

ତୁଷୁରା, (ଅଜିତ କୁମାର ସାହୁ) : ମା' ପେଟରେ ଦଶ ମାସ ଦଶ ଦିନ ଧରି ରହି ଶିଶୁଟିଏ ଜନ୍ମ ହେବା ପରେ ପରିବାର ଲୋକଙ୍କ ମଧ୍ୟରେ ଅନେକ ଉତ୍ସାହ ଲାଗି ରହିଥାଏ ହେଲେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ତୁଷୁରା ତେଲ ନଦୀରୁ । ତେଲ ନଦୀରୁ ନବଜାତ ଶିଶୁକୁ ପୁଲିସ ଉଦ୍ଧାର
Read More...

ଚାଷୀଙ୍କ ଆକାଉଣ୍ଟରୁ ଟଙ୍କା ହଡପ୍‌ : ପାସବୁକ୍ ନିଜ ପାଖରେ ରଖି ଲକ୍ଷାଧିକ ଟଙ୍କାର ଋଣ କରୁଛନ୍ତି ସମବାୟ ସମିତି ସଂପାଦକ…

ତୁଷୁରା, (ଅଜିତ କୁମାର ସାହୁ) : ଗୋଟିଏ ପଟେ ମରୁଡି ଆଶଙ୍କା, ଅନ୍ୟପଟେ ଋଣ ଚିନ୍ତା । ତେବେ ବଲାଙ୍ଗିରରେ ପ୍ୟାକ୍ସ ସମ୍ପାଦକ ଓ କର୍ମଚାରୀଙ୍କ କଳା କରନାମା ଚାଷୀଙ୍କୁ ତଳି ତଳାନ୍ତ କରିଦେଇଥିବା ଅନେକ ନଜିର ରହିଛି । ଚାଷୀଙ୍କ ଅଜାଣତରେ ସେମାନଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କାର ଋଣ ହୋଇଛି ।
Read More...

ନିସାନ୍ ସାହିତ୍ୟ ସଂସଦର ସମ୍ବର୍ଦ୍ଧନା ସଭା

ତୁଷୁରା, (ଅଜିତ କୁମାର ସାହୁ) : ନିସାନ ସାହିତ୍ୟ ସଂସଦ ଓ ଆଞ୍ଚଳିକ କବି କଳାକାର ପରିଷଦ, ତୁଷୁରାର ମିଳିତ ଆନୁକୂଲ୍ୟରେ ନୁଆଁଖାଇ ଭେଟଘାଟ ସହ ସମ୍ବର୍ଦ୍ଧନା ସଭା ରବିବାର ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ମିଟିଂ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ନିସାନର ସଭାପତି ରମେଶ
Read More...

ବିଦ୍ୟୁତ ଗ୍ରୀଡ଼ ପଛରୁ ଯୁବକଙ୍କ ମୃତ ଦେହ ଉଦ୍ଧାର : ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ

ତୁଷୁରା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ତୁଷୁରା ବିଦ୍ୟୁତ ଗ୍ରୀଡ଼ ପଛ ପଟେ ଥିବା ଏକ ଗଛ ଉପରେ ଜଣେ ଯୁବକଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ରହିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଖବର ପାଇବା ପରେ ଘଟଣା ସ୍ଥାନରେ ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଥିବା ବେଳେ ହତ୍ୟା ନା
Read More...

ତୁଷୁରାରେ ସ୍ମାର୍ଟ କାର୍ଡ ବଣ୍ଟନ କଲେ ମନ୍ତ୍ରୀ ଟୁକୁନି

ତୁଷୁରା, (ଅଜିତ କୁମାର ସାହୁ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଳକ ତୁଷୁରାର ଅନେକ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ଏବଂ
Read More...

କବି ହେମନ୍ତ ଦାଶ ସମ୍ମାନୀତ

ତୁଷୁରା, (ଅଜିତ କୁମାର ସାହୁ) : ଦୈନିକ ଖବର କାଗଜ ସମ୍ବାଦ ପକ୍ଷରୁ ଆୟୋଜିତ "ମାତୃ ଦିବସ" ସନ୍ଦେଶ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ତୋଷରାର ଆଶୁକବି ହେମନ୍ତ ଦାଶ ବିଜେତା ହୋଇଛନ୍ତି । ତାଙ୍କୁ ସମ୍ବାଦ ପକ୍ଷରୁ ଏକ ରୌପ୍ୟ ମୁଦ୍ରା ପୁରସ୍କାର ସ୍ୱରୂପ ଭେଟି
Read More...

ଅଳିଆ ଆବର୍ଜନାମୟ ତୁଷୁରା ସହରର ମୁଖ୍ୟ ସ୍ଥାନ : ନୀରବ ଦ୍ରଷ୍ଟା ସାଜିଛି ଏନ୍‌ଏସି

ତୁଷୁରା, (ଅଜିତ କୁମାର ସାହୁ) : ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇପଡିଛି ତୁଷୁରା ସହରର ଥାନା ସାମ୍ନା ମିଲନ ଛକ । ନୀରବ ଦ୍ରଷ୍ଟା ସାଜିଛି ତୁଷୁରା ଏନ୍‌ଏସି । ସଂପୃକ୍ତ ସ୍ଥାନରେ ଅଳିଆ ଆବର୍ଜନା ବିଛାଡି ହୋଇ ପଡିରହିଥିବା ବେଳେ ବୁଲା ଗୋରୁଗାଈ ଅଳିଆ ଖାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି ।
Read More...

ମା’ସମଲେଶ୍ୱରୀ ଏନ୍‌ଏସି ସଫେଇ କର୍ମଚାରୀ ସଂଘ ପକ୍ଷରୁ ୫ଦଫା ଦାବୀପତ୍ର ପ୍ରଦାନ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ମା'ସମଲେଶ୍ୱରୀ ଏନ୍‌ଏସି କର୍ମଚାରୀ ସଂଘ ପକ୍ଷରୁ ଏକ ୫ଦଫା ଦାବୀ ପତ୍ର ଆଜି ତୁଷୁରା ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷ୍ମଣ ମୁର୍ମୁଙ୍କୁ ପ୍ରଦାନ କରାଯାଇଛି । ଦାବୀପତ୍ରରେ ଦର୍ଶାଇଯାଇଛି, ସାତ ମାସ ହେଲାଣି ଇପିଏଫ୍‌ ଟଙ୍କା କଟୁଥିଲେ ମଧ୍ୟ
Read More...