ଯୁବକବି କୃଷ୍ଣେନ୍ଦୁ ହୋତା ସମ୍ମାନିତ
ତୁଷୁରା, (କେପିଏନ୍ଏସ୍) : ଗୁଡୁଭେଲା ସାହିତ୍ୟ ଘର ଆନୁକୂଲ୍ୟରେ ମଧୁବାବୁ ଜୟନ୍ତୀ ଅବସରରେ ସୀତାଦେବୀ ପବ୍ଲିକ ସ୍କୁଲରେ ସାହିତ୍ୟ ଆସର ଅନୁଷ୍ଠିତ ହୋଇଥିଲା । ବିଜ୍ଞାପିତ ଅଞ୍ଚଳ ତୁଷୁରାର ନବ ନିର୍ବାଚିତ ଅଧ୍ୟକ୍ଷ ଅଜୟ ଜୈଶ୍ୱାଲ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ବିଶିଷ୍ଟ!-->…
Read More...
Read More...