csstore

ମାନବୀୟତା ଦେଖାଇଲେ କଂଗ୍ରେସ କର୍ମୀ : ଦୁର୍ଘଟଣାଗ୍ରସ୍ତଙ୍କୁ ନେଲେ ଡାକ୍ତରଖାନା

ତୁଷୁରା : ଗୁଡ଼ଭେଲା ବ୍ଲକ ଅଂଚଳରେ କଂଗ୍ରେସର ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ କର୍ମୀମାନଙ୍କ ସହ ନିର୍ବାଚନ ପ୍ରଚାର କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାକଡ଼ରେ ପଡ଼ିଥିବା ଦୁଇଜଣଙ୍କୁ ଦେଖି କଂଗ୍ରେସ କର୍ମୀମାନେ ନିଜ ଗାଡ଼ିରେ ଗୁଡ଼ଭେଲା ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇ ସିକେଲପଦର ଗ୍ରାମସ୍ଥିତ ଉକ୍ତ ଦୁଇଜଣଙ୍କ ଘରେ ଛାଡ଼ି ଆସିଥିଲେ । ଏନେଇ ଉକ୍ତ ଗ୍ରାମରେ ଯୁବକ ମାନଙ୍କୁ ପ୍ରଂଶସା କରାଯାଇଥିଲା ।

jayashree
Leave A Reply

Your email address will not be published.