Browsing Tag

turekela news

କିଛି ଦିନର ନୀରବତା ପରେ ପୁଣି କଫ ସିରପ୍‌ ଜବତ : ଜଣେ ଗିରଫ

ତୁରକେଲା, (ଅଶୋକ କୁମାର ବାଗ) : ତୁରେକେଲା ଥାନା ଅଧିକାରୀଙ୍କ ନଜର ଅସାମାଜିକ ତଥା ନିଶା କାରବାରରେ ଜଡ଼ିତ ଥିବା ବ୍ୟକ୍ତିଙ୍କ ଉପରେ ରହି ଆସୁଥିବା ବେଳେ ରବିବାର ବେଆଇନ୍‌ କଫ ସିରପ୍‌ କାରବାର କରୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ ତୁରେକେଲା ପୋଲିସ…
Read More...

କୋଶଳ ପ୍ରବାହର ପ୍ରଭାବ : ମରାମତି ହେଲା ଭଙ୍ଗା ନଳକୂପ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ତୁରେକେଲା ନୂଆପଡାରେ ଏକ କାର୍ ଓଡି ୦୩ ଜେଡ୨୭୦୦ କିରାନା ଦୋକାନର ପିଣ୍ଢା ଉପରେ ଚଢ଼ି ଯାଇ ନଳକୂପକୁ ଧକ୍କା ଦେଇ ଭାଙ୍ଗି ଦେଇଥିଲା । ସେଥି ପାଇଁ ପଡାବାସୀ ବ୍ଳକ କାର୍ଯ୍ୟାଳୟର ଦ୍ଵାରସ୍ଥ ହୋଇଥିଲେ । ଏନେଇ…
Read More...

ନଳକୂପ ମରାମତି ପାଇଁ ବିଡ଼ିଓଙ୍କ ଦ୍ୱାରସ୍ଥ ହେଲେ ନୂଆପଡ଼ାବାସୀ

ତୁରେକେଲା, (କୈଳାସ ସଗ୍ରିଆ) : କାର୍‌ ଧକ୍କାରେ ଭାଙ୍ଗି ଦେଇଥିଲେ ନଳକୂପ । ଲୋକେ ଥାନାରେ ଅଭିଯୋଗ କରିବାକୁ ଯିବା ସମୟରେ ନେହୁରା ହେଲେ । ନଳକୂପ ମରାମତି କରିଦେବାକୁ ଜବାବ୍‌ ଦେଲେ । ଅଥଚ କଥା ଦେଇ ରଖିଲେ ନାହିଁ କଥା । ତୁରେକେଲା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି…
Read More...

କଣ୍ଟାବାଞ୍ଜି ବନାଞ୍ଚଳ ଅଧିକାରୀଙ୍କ ଦ୍ଵାରା ସଂରକ୍ଷିତ ଜଙ୍ଗଲରେ ଜମି ତିଆରି କରୁଥିବା ଏକ କାର୍ଯ୍ୟରତ ଜେସିବି ଜବତ୍

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବନାଞ୍ଚଳ ଅଧିକାରୀଙ୍କ ଦ୍ଵାରା ସଂରକ୍ଷିତ ଜଙ୍ଗଲରେ ଜମି ତିଆରି କରୁଥିବା ଏକ କାର୍ଯ୍ୟରତ ଜେସିବି ଓଡି ୦୩ଭି୧୨୩୯ ଜେସିବିକୁ ଜବତ୍ କରିଛି ଜଙ୍ଗଲ ବିଭାଗ । ଏହା ସହ ତୁରେକେଲା ବ୍ଲକ ତୁରେକେଲା ଗ୍ରାମପଞ୍ଚାୟତ ଅନ୍ତର୍ଗତ…
Read More...

ହିତାଧିକାରୀଙ୍କ ଭତ୍ତା ହଡ଼ପ୍‌ ଅଭିଯୋଗ କରାଯାଇଛି

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡବାଙ୍କି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜାମକି ଗାଁର ବୃଦ୍ଧବୃଦ୍ଧା, ବିଧବା ଦିବ୍ୟାଙ୍ଗମାନଙ୍କ ଭତ୍ତା ଦୁର୍ନୀତି ହୋଇଥିବା ଭଳି ଭତ୍ତା ହିତାଧିକାରୀମାନେ ଏକ ସଙ୍ଗିନ ଅଭିଯୋଗ କରିଛନ୍ତି । ପାଉଥିବ ଭତ୍ତା ହିତାଧିକାରୀମାନଙ୍କ…
Read More...

ଗାଁରୁ ଦାଦନ ହୋଇ ଗଲେ : ଶବ ହୋଇ ଫେରିଲେ

ତୁରେକେଲା, (କୈଳାସ ସଗ୍ରିଆ) : ଗାଁରୁ ଦାଦନ ହୋଇ ଗଲେ । ଶବ ହୋଇ ଫେରିଲେ । ଏମିତି ଏକ ଦୁଃଖଦ ଘଟଣା ଘଟିଛି ତୁରେକେଲା ବ୍ଲକ ବଡ଼ବାଙ୍କି ପଞ୍ଚାୟତ ଜାମକି ଗାଁରେ । ଜାମକି ଗାଁର ବିଦ୍ୟାଧର ମାଝୀ ପରିବାର ଲୋକଙ୍କ ସହ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ଦିନରାତି କାମ…
Read More...

ବର୍ତ୍ତିବେନି କଫ ସିରଫ ମାଫିଆ : ଆକ୍ସନ ମୁଡ଼ରେ ତୁରେକେଲା ପୋଲିସ ଟିମ

କଫ ସିରଫ ସହ ବିପୁଳ ପରିମାଣରେ ନିଶା ବଟିକା ଜବତ ତୁରେକେଲା, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅଞ୍ଚଳରେ ଦିନକୁ ଦିନ ବେଆଇନ ନିଶା କାରବାର ବୃଦ୍ଧି ପାଇବାରେ ଲାଗିଛି । ବହୁତ ସହଜରେ ନିଶା ସାମଗ୍ରୀ ମିଳୁଥିବାରୁ ଲୋକେ ଅନାୟାସରେ ଏହାକୁ ବ୍ୟବହାର କରୁଛନ୍ତି ।…
Read More...

କାର୍ ଓ ବାଇକ୍ ମୁହାଁମୁହିଁ ଧକ୍କା : ଦୁଇଜଣଙ୍କ ଗୋଡ଼ ଛିଣ୍ଡିଗଲା, ଜଣେ ଗୁରୁତର

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ କଣ୍ଟାବାଞ୍ଜିରୁ ତୁରେକେଲାକୁ ସଂଯୋଗ କରୁଥିବା ରାସ୍ତାର ଝରଣୀ ଛକ ନିକଟରେ ଏକ ବଡ଼ ଦୁର୍ଘଟଣା ଦେଖିବାକୁ ମିଳିଥିଲା । ତୁରେକେଲା ପଟୁ ଏକ ବାଇକ୍‌ରେ ତିନି ଜଣ ଆସୁଥିବା ବେଳେ କଣ୍ଟାବାଞ୍ଜି ପଟୁ ଆସୁଥିବା ଏକ…
Read More...

ତୁରେକେଲା ଆଶ୍ରମ ବିଦ୍ୟାଳୟରେ ସ୍ୱାସ୍ଥ୍ୟ ଶିବିର

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ତୁରେକେଲା କ୍ଲଷ୍ଟରର ଆଶ୍ରମ ବିଦ୍ୟାଳୟରେ ଏକ ସ୍ୱାସ୍ଥ୍ୟ ଯାଞ୍ଚ ଶିବିର ଅନୁଷ୍ଠିତ ହୋଇଯାଇଛି । ଭୀମଭୋଇ ଭେଷଜ ମହାବିଦ୍ୟାଳୟ ବଲାଙ୍ଗିରର ବହୁମୁଖୀ ଡିସିପ୍ଲିନାରି ଗବେଷଣା ୟୁନିଟ ଆନୁକୂଲ୍ୟରେ କିଶୋରୀ…
Read More...

ତୁରେକେଲା କ୍ଲଷ୍ଟର ଶିକ୍ଷକଙ୍କ କ୍ଷେତ୍ର ପରିଦର୍ଶନ

ତୁରେକେଲା, (କୈଳାସ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ତୁରେକେଲା କ୍ଲଷ୍ଟରର ଶିକ୍ଷକ ଶିକ୍ଷୟିତ୍ରୀବୃନ୍ଦ କ୍ଷେତ୍ର ପରିଦର୍ଶନ ଓ ଅଧ୍ୟୟନ ପରିଭ୍ରମଣରେ ନୂଆପଡା ଜିଲ୍ଲା ଅନ୍ତର୍ଗତ ଲୋୟର ଇନ୍ଦ୍ର ପ୍ରୋଜେକ୍ଟ ତିଖାଲି ଡ୍ୟାମକୁ ଯାଇଥିଲେ । ତୁରେକେଲା କ୍ଲଷ୍ଟର ସଂଯୋଜକ ବିରଂଚି ନାରାୟଣ…
Read More...