ଦାବରି ଗାଁରେ ନିମ୍ନମାନର କଂକ୍ରିଟ ରାସ୍ତା କାମ ହେଉଥିବା ଅଭିଯୋଗ ଆଣିଲେ ଗ୍ରାମବାସୀ
ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଁଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦାବରି ଗାଁ ପ୍ରଧାନମନ୍ତ୍ରୀ ସଡ଼କରୁ ଗାଁ ଭିତରକୁ ଯିବା ରାସ୍ତା ଅବ୍ୟବସ୍ଥା ହୋଇପଡିଛି । ଏପଟେ ସରକାରୀ ପ୍ରାଥମିକ ବିଦ୍ୟାଳୟଠାରୁ ଗହିରପଡା ଓ ମାଟିଗୁଡିଠାରୁ ବରଗଛ ଛକ ପର୍ଯ୍ୟନ୍ତ!-->…
Read More...
Read More...