pakka

ଇଣ୍ଡୋର୍‌ ଷ୍ଟାଡିୟମକୁ ଭର୍‌ଚୁଲଆଲ୍‌ ମାଧ୍ୟମରେ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

bbehera

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିର ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡ଼ିୟମକୁ ଭର୍‌ଚୁଆଲ୍‌ ମାଧ୍ୟମରେ ଗତ ଶୁକ୍ରବାର ଦିନ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପରିପ୍ରେକ୍ଷୀରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଏହି ଷ୍ଟାଡିୟମ ପରିସରରେ ଯୁବପିଢିର ଉନ୍ନତି ବିଷୟକୁ ନେଇ ଟିକିନିଖି ଭାବରେ ବୁଝାଇ କହିଥିଲେ । ଏହା ସହିତ ବିଜେଡିର ବରିଷ୍ଠ ନେତା ଅଜୟ ଦାସ, ବିଜେଡି ନେତା ଫିରୋଜ ଖାନ୍ ମଧ୍ୟ ତାଙ୍କ ମୁଖରୁ ପ୍ରଶଂସା ସହିତ ଯୁବ ପିଢ଼ିର ଉନ୍ନତି ବିଷୟ ନେଇ ଟିକିନିଖି ଭାବରେ କହିଥିଲେ । ଖେଳାଳି ମାନଙ୍କୁ ଏକ ନୂଆ ଚେତନା ସହ ନୂଆ ଆଶା ଉଦ୍ଦୀପନା ଲକ୍ଷ ନେଇ ଏହି ଷ୍ଟାଡିୟମ ଖେଳାଳିମାନଙ୍କ ପାଇଁ ସମର୍ପିତ ହୋଇଅଛି ବୋଲି ମତ ପ୍ରକାଶ ପାଇଛି ।

jay balangir
Leave A Reply

Your email address will not be published.

thirteen − 7 =