pakka

ଖୁଟୁଲୁମୁଣ୍ଡା ଗାଁରେ ମହାଶିବରାତ୍ରୀ ପାଳିତ

bbehera

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଁଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖୁଟୁଲୁମୁଣ୍ଡା ଗାଁର ଗୁପ୍ତେଶ୍ୱର ଶୈବପୀଠରେ ମହାଶିବରାତ୍ରି ପାଳିତ ହୋଇଯାଇଛି । ଗତ ଗୁରୁବାର ସନ୍ଧ୍ୟାରେ ଅଧିବାସ କଳସ ଯାତ୍ରା, ଶୁକ୍ରବାର ଶିବରାତ୍ରି ଶିବ ପୂରାଣ ଅଧ୍ୟୟନ ଏବଂ ରାଷ୍ଟ୍ରୀୟ ଖଞ୍ଜଣି ବିଶାରଦ ପ୍ରେମଚାନ୍ଦ ତ୍ୟାଗିଙ୍କ ଦ୍ଵାରା ପରିଚାଳିତ ହୋଇଥିଲା । ଗତ ଶନିବାର ନାମ ଆରମ୍ଭ ହୋଇଥିବା ବେଳେ ଆଜି ପୂର୍ଣ୍ଣାହୁତି ହେବା ନେଇ ସୂଚନା ରହିଛି । ଏନେଇ ବିଶେଷ ଆକର୍ଷଣ ଗତ ଶୁକ୍ରବାରଠାରୁ ଜଳନ୍ଧର ଦରବାର ଆଜି ସୋମବାର ଦିନ ପର୍ଯ୍ୟନ୍ତ ହେବାକୁ ସ୍ଥିରୀକୃତ କରାଯାଇଛି । ଏଥିରେ ଗୁପ୍ତେଶ୍ୱର ମନ୍ଦିର କମିଟି ଓ ଖୁଟୁଲୁମୁଣ୍ଡା ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ସହଯୋଗ କରିଥିଲେ ।

Leave A Reply

Your email address will not be published.

5 × 1 =