ତୁରେକେଲା ବ୍ଲକ ଛକରୁ ମହଖଣ୍ଡ ଯିବା ରାସ୍ତାରେ ୨ ବାଇକ୍ ମୁହାଁମୁହିଁ ଧକ୍କା : ୩ ଗୁରୁତର
ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଛକରୁ ମହଖଣ୍ଡ ଯିବା ରାସ୍ତାରେ ୨ ବାଇକ୍ ମୁହାଁମୁହିଁ ଧକ୍କା ୩ ଜଣ ଗୁରୁତର । ତୁରେକେଲା ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ପୂର୍ବକ ୨ ବାଇକ୍ ଜବତ କରିଥିବା ବେଳେ ଆହତ ହୋଇଥିବା ମୁନ୍ସି ତାଣ୍ଡି(୨୮) ଏବଂ ତାଙ୍କ ଶିଶୁ!-->…
Read More...
Read More...