ବିଜେଡି ଜିଲ୍ଲା ସାଧରଣ ସମ୍ପାଦକ ଫିରୋଜ ଖାନଙ୍କ ପରଲୋକ
ତୁରେକେଲା, (ପିତାମ୍ବର ଦୀପ) : କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ଅୟୁବ ଖାନଙ୍କ ପୁତ୍ର ଫିରୋଜ ଖାନଙ୍କ ପରଲୋକ ହୋଇଯାଇଛି । ଗତ କିଛି ଦିନ ତଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ରାୟପୁରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ । ସୋମବାର ଦିନ ଅପରାହ୍ନରେ ତାଙ୍କ ମୃତ୍ୟୁ!-->…
Read More...
Read More...