Browsing Tag

titilagada news

ଟିଟିଲାଗଡ ରେଳ ଓଭରବ୍ରିଜ୍ ନିକଟ ବୁଲାଣିରେ ଟ୍ରକର ପଛ ଚକରେ ପିଟିହେଲା କାର

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ରବିବାର ସକାଳେ ପାଖାପାଖି ସାତଟା ସମୟରେ ଖରିଆର ପଟୁ ଟିଟିଲାଗଡକୁ ଆସୁଥିବା ଆର୍ଟିଗା ଓଡ଼ି୦୩ ଏସି ୬୩୭୩ ଗାଡ଼ି ଟିଟିଲାଗଡରୁ ଖରିଆର ପଟକୁ ଯାଉଥିବା ସିଜି ୦୪ ଏନ୍‌ଏକ୍ସ ୭୨୪୮ ବିଶିଷ୍ଟ ଟ୍ରକର ପଛ ଚକରେ ବାଡେଇ ହୋଇ ଘସି ହେବା ଫଳରେ ଆର୍ଟିଗା ଗାଡ଼ିର…
Read More...

ଟିଟିଲାଗଡରେ ନବ ନିର୍ମିତ ଗଣେଶ ଓ ତ୍ରିନାଥ ମନ୍ଦିରର ପ୍ରତିଷ୍ଠା ଓ ପୂର୍ଣ୍ଣାହୁତି ସମ୍ପନ୍ନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଚଳିତ ମାସ ୧୯ ତାରିଖରୁ ଆଇ ଲଭ ଟିଟିଲାଗଡ ସମ୍ମୁଖରେ ନବ ନିର୍ମିତ ଗଣେଶ ଓ ତ୍ରିନାଥ ମନ୍ଦିରର ପ୍ରତିଷ୍ଠା ଓ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅତି ଧୂମଧାମରେ ସମ୍ପନ୍ନ ହୋଇଯାଇଛି । ଏହି ସମସ୍ତ ପୂଜା କାର୍ଯ୍ୟ ମୁଖ୍ୟ ଆଚାର୍ଯ୍ୟ ସିଦ୍ଧାର୍ଥ ମହାପାତ୍ର ଓ ସାଧୁ…
Read More...

ପିଇବା ପାଣି ନ ପାଇବା ଯୋଗୁଁ ଖାଲି ଗରା ବାଲଟି ଧରି ଟିଟିଲାଗଡ-ସିନ୍ଧେକେଲା ରାସ୍ତା ଅବରୋଧ କଲେ ନୂଆପଡ଼ା ଗ୍ରାମବାସୀ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଯଗୁଆ ଗ୍ରାମ ପଞ୍ଚାୟତ ଅଧିନସ୍ଥ ନୂଆପଡ଼ା ଗ୍ରାମବାସୀ ପିଇବା ପାଣି ନ ପାଇବାରୁ ରାସ୍ତା ଅବରୋଧ କରିଥିଲେ । ବର୍ଷ ବର୍ଷ ଧରି ପିଇବା ପାଣି ପାଇଁ ଅବହେଳିତ ଏହି ନୂଆପଡ଼ା ଗ୍ରାମବାସୀ । ତେବେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ…
Read More...

ଟିଟିଲାଗଡରେ ଗଣେଶ ଓ ତ୍ରିନାଥ ଭଗବାନଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ କଳସ ଶୋଭାଯାତ୍ରା ଓ ନାମ ସଙ୍କୀର୍ତ୍ତନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରର ଆଇ ଲଭ ଟିଟିଲାଗଡ ପାର୍କ ସ୍ଥିତ ମହାରାଜ ସାଗର କଡ଼ରେ ନବ ନିର୍ମିତ ଗଣେଶ ଓ ତ୍ରିନାଥ ମନ୍ଦିର ଓ ଦେବତାଙ୍କ ପ୍ରାଣ ପ୍ରତିଷ୍ଠା ନିମନ୍ତେ ସୋମବାର ସନ୍ଧ୍ୟାରେ ଗଣେଶ ମନ୍ଦିର ଆୟୋଜକ କମିଟି ପକ୍ଷରୁ ବହୁତ୍ ବଢିଆ ଶୋଭାଯାତ୍ରାର ଆୟୋଜନ…
Read More...

ଦ୍ୱିତୀୟ ଥର ପାଇଁ ସିଏମ୍‌ ଟ୍ରଫି ଜିତିଲେ ସିହିନି ଅଣ୍ଡର ୧୪ ଫୁଟବଲ ଟିମ୍

ରେଳଷ୍ଟେସନରେ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଲେ ସରପଞ୍ଚ ବୀରବର ସାହୁ ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଠାରେ ଆୟୋଜିତ ସିଏମ୍‌ ଟ୍ରଫି ଜିତିଲେ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ସିହିନି ଉନ୍ନିତ ଉଚ୍ଚ ବିଦ୍ୟାଳୟର ଅଣ୍ଡର ୧୪ ଫୁଟବଲ୍ ଟିମ । ତେବେ ବିଜୟୀ ହେଲା ପରେ ଟିଟିଲାଗଡ…
Read More...

ଟିଟିଲାଗଡ଼ରେ ସାମ୍ବାଦିକଙ୍କୁ ଧମକ, ପୁଲିସ ନିକଟରେ ଅଭିଯୋଗ

ଟିଟିଲାଗଡ଼ (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଅଞ୍ଚଳରେ ଜଣେ ସାମ୍ବାଦିକଙ୍କୁ ସାଧାରଣ ଲୋକଙ୍କ ସମ୍ମୁଖରେ ଧମକ ଦିଆଯାଇଥିବା ଘଟଣା ସମ୍ପର୍କରେ ପୁଲିସ ନିକଟରେ ଅଭିଯୋଗ ହୋଇଛି । ସାମ୍ବାଦିକ ସନ୍ତୋଷ କୁମାର କେଜ୍ରିୱାଲ ଟିଟିଲାଗଡ଼ ଥାନାରେ ଦେଇଥିବା ଅଭିଯୋଗରେ କହିଛନ୍ତି ଯେ, ଗତ ୩୦…
Read More...

ଟିଟିଲାଗଡରେ ଧୁମ୍‌ଧାମରେ ପାଳିତ ହେଲା ପର୍ଶୁରାମ ଜନ୍ମୋତ୍ସବ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ରବିବାର ଦିନ ଟିଟିଲାଗଡ ସହରରେ ଦୁଇଟି ସ୍ଥାନରେ ପର୍ଶୁରାମ ଜନ୍ମୋତ୍ସବ ପାଳନ କରାଯାଇଥିଲା । ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଓଡିଆ ବ୍ରାହ୍ମଣ ସମାଜ ପକ୍ଷରୁ ପ୍ରଭୁ ପର୍ଶୁରାମଙ୍କ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା । ସେହିପରି…
Read More...

ଟିଟିଲାଗଡ ଥାନାରେ ମୋବାଇଲ ହସ୍ତାନ୍ତର ମେଳା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଯେଉଁ ଲୋକମାନଙ୍କ ମୋବାଇଲ ହଜି ଯାଇଥିବା ନେଇ ଟିଟିଲାଗଡ ଥାନାରେ ଏତଲା ଦାଖଲ ହୋଇଥିଲା ସେମାନଙ୍କ ରିପୋର୍ଟକୁ ଆଧାର କରି ଟିଟିଲାଗଡ ଥାନାଧିକାରୀ ମନୋଜ କୁମାର ମୁଣ୍ଡା ଏକ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମୋବାଇଲ ଜବତ କରିବା ସହ ଆଜି…
Read More...

ସିବିଏସଇ ଦଶମ ବୋର୍ଡ ପରୀକ୍ଷାରେ ଓମଭ୍ୟାଲି ସ୍କୁଲର ଅଭିଜିତ ସିଂ ଆଣିଲେ ୯୮.୬ ପ୍ରତିଶତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଗତକାଲି ସିବିଏସଇ ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏହି ପରୀକ୍ଷାରେ ଟିଟିଲାଗଡ ଓମଭ୍ୟାଲି ସ୍କୁଲର ପ୍ରଦର୍ଶନ ଭଲ ରହିଥିବା ବେଳେ ଅଭିଜିତ ସିଂ ଟପ୍ପର ହେବା ସହ ୯୮.୬ ପ୍ରତିଶତ ମାର୍କ ହାସଲ କରିଛନ୍ତି । ଯାହାକି ସ୍କୁଲ ସହ ତାଙ୍କ ମାତା…
Read More...

ଟିଟିଲାଗଡ ସାହିତ୍ୟ ସଂସ୍କୃତି ତରଫରୁ ବିଷୁବ ମିଳନ ଉତ୍ସବ ପାଳନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ ସାହିତ୍ୟ ସଂସ୍କୃତି ବିଷୁବ ମିଳନ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଡ. ଘନଶ୍ୟାମ ଜୈନ, ମୁଖ୍ୟବକ୍ତା ଭାବେ ରାଜେନ୍ଦ୍ର କଲେଜର ଡ. ଶ୍ୟାମ ଭୋଇ, ସାହିତ୍ୟ ସଂସ୍କୃତିର ସଭାପତି ଜ୍ୟୋତି…
Read More...