“ଲୋକଙ୍କ ସରକାର ଲୋକଙ୍କ ପାଖରେ” : ପୌରପରିଷଦ ପକ୍ଷରୁ ୱାର୍ଡରେ ଜନ ଶୁଣାଣି କାର୍ଯ୍ୟକ୍ରମ
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ପୌରପରିଷଦ ପକ୍ଷରୁ ୱାର୍ଡ ନମ୍ବର ୫ ଓ ୬ରେ ଆଜି ସକାଳେ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସେହି ୱାର୍ଡର ବାସିନ୍ଦାମାନେ ନିଜ ନିଜର ଅସୁବିଧା ବିଷୟରେ ଆଲୋକପାତ କରିବା ସହ ପୂର୍ବରୁ କରାଯାଉଥିବା କାର୍ଯ୍ୟରେ ଖୁସି ଓ!-->…
Read More...
Read More...