Browsing Tag

titilagada news

ଟିଟିଲାଗଡ ସାହିତ୍ୟ ସଂସ୍କୃତି ତରଫରୁ ବିଷୁବ ମିଳନ ଉତ୍ସବ ପାଳନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ ସାହିତ୍ୟ ସଂସ୍କୃତି ବିଷୁବ ମିଳନ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଡ. ଘନଶ୍ୟାମ ଜୈନ, ମୁଖ୍ୟବକ୍ତା ଭାବେ ରାଜେନ୍ଦ୍ର କଲେଜର ଡ. ଶ୍ୟାମ ଭୋଇ, ସାହିତ୍ୟ ସଂସ୍କୃତିର ସଭାପତି ଜ୍ୟୋତି
Read More...

“ଲୋକଙ୍କ ସରକାର ଲୋକଙ୍କ ପାଖରେ” : ପୌରପରିଷଦ ପକ୍ଷରୁ ୱାର୍ଡରେ ଜନ ଶୁଣାଣି କାର୍ଯ୍ୟକ୍ରମ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ପୌରପରିଷଦ ପକ୍ଷରୁ ୱାର୍ଡ ନମ୍ବର ୫ ଓ ୬ରେ ଆଜି ସକାଳେ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସେହି ୱାର୍ଡର ବାସିନ୍ଦାମାନେ ନିଜ ନିଜର ଅସୁବିଧା ବିଷୟରେ ଆଲୋକପାତ କରିବା ସହ ପୂର୍ବରୁ କରାଯାଉଥିବା କାର୍ଯ୍ୟରେ ଖୁସି ଓ
Read More...

ଟିଟିଲାଗଡ ଲାୟନ୍ସ କ୍ଲବ ଓ ରାୟପୁରର ବ୍ଲୁ ବାର୍ଡ ଚିଲଡ୍ରେନ୍ ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ଶିଶୁମାନଙ୍କ ପାଇଁ ଶିଶୁ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଲାୟନ୍ସ କ୍ଲବ ସଦାବେଳେ ସମାଜରେ ସେବାକାର୍ଯ୍ୟ କରିଥାଆନ୍ତି । ଏହି ପରିପ୍ରେକ୍ଷୀରେ ରବିବାର ସକାଳ ଆଠଟା ରୁ ଅପରାହ୍ନ ଚାରିଟା ସମୟ ଯାଏଁ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳା ଠାରେ ଏକ ଶିଶୁ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର ଅନୁଷ୍ଠିତ
Read More...

ଟିଟିଲାଗଡ ଦେବନ୍ଧ ସାଗର କଡ଼ରେ ନୂତନ ନିର୍ମିତ ଶନି ମନ୍ଦିରରେ ଶନି ଦେବଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଦେବନ୍ଧ ସାଗର କଡ଼ରେ ଦୀର୍ଘ ୧୯ ବର୍ଷ ହେବ ଏକ ଛୋଟିଆ ଶନି ଦେବଙ୍କ ମନ୍ଦିରରେ ଭକ୍ତ ପୂଜା କରି ଆସୁଥିଲେ । ତେବେ ଖସୁଆ ବାବା ସେବା ସମିତି ପକ୍ଷରୁ ହନୁମାନ ମନ୍ଦିର ସମ୍ମଖରେ ଦୀର୍ଘ ୧୯ ବର୍ଷ ଧରି ଚାଲୁଥିବା ପ୍ରଚେଷ୍ଟାର ଫଳ ସ୍ୱରୂପ ଆଜି
Read More...

ଏପ୍ରିଲ ୧୭ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆସନ୍ତା ୧୭ ତାରିଖ ହେଉଛି ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ । ତେଣୁ ଏ ଦିବସକୁ କିପରି ପାଳନ କରାଯିବ ସେ ନେଇ ମଙ୍ଗଳବାର ସକାଳ ୧୧ ଟା ସମୟରେ ସ୍ଥାନୀୟ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ବିଜେଡ଼ି ନେତ୍ରୀ ଶ୍ରୀମତୀ ଟୁକୁନି
Read More...

ଲାୟନ୍ସ କ୍ଲବ ଟିଟିଲାଗଡ଼ ତରଫରୁ ସିଲେଇ ଶିକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଲାୟନ୍ସ କ୍ଲବ ତରଫରୁ ଏକ ସିଲେଇ ମେସିନ୍ ପ୍ରଶିକ୍ଷଣ ଶିବିର ୦୭ ଏପ୍ରିଲ ୨୦୨୬ ସକାଳ ୮.୩୦ ମିନିଟ ସମୟରେ ଉଦଘାଟିତ ହୋଇଯାଇଛି । କ୍ଲବ୍ ସଭାପତି ଲାୟନ ସଞ୍ଜୟ ସୋନିଙ୍କ ସଭାପତିତ୍ୱରେ ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ ପୌର ପରିଷଦର
Read More...

କେସିଙ୍ଗା ରେଲୱେ ଷ୍ଟେସନରୁ ୪୦ ଲକ୍ଷ ଟଙ୍କା ଜବତ କଲା ଟିଟିଲାଗଡ ରେଲୱେ ପୋଲିସ

ଟିଟିଲାଗଡ଼, (ଖୁସି ରାଣୀ ସାହୁ) : କେସିଙ୍ଗା ରେଲୱେ ଷ୍ଟେସନରୁ ୪୦ ଲକ୍ଷ ଟଙ୍କା ଜବତ କଲା ଟିଟିଲାଗଡ ରେଲୱେ ପୋଲିସ । ଟିଟିଲାଗଡ ରେଲୱେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଜଣେ ଯୁବକ ଗୋଟିଏ ବ୍ୟାଗରେ ୪୦ ଲକ୍ଷ ଟଙ୍କା ନେଉଥିବା ବେଳେ କେସିଙ୍ଗା ରେଲୱେ ଷ୍ଟେସନକୁ ଛାନଭିନ କରିଥିଲା ଟିଟିଲାଗଡ
Read More...

ମୋବାଇଲର ପ୍ରବଳ ବ୍ୟବହାର ଯୋଗୁଁ ବିଦ୍ୟାର୍ଥୀ ଓ ଯୁବ ପିଢ଼ି ଯାଉଛନ୍ତି ଅବାଟରେ, ଅଙ୍କୁଶ ଲଗାଇବା ନିତ୍ୟାନ୍ତ ଜରୁରୀ

ସଞ୍ଜୟ କୁମାର ନାୟକ ଦିନକୁ ଦିନ ଦୁନିଆ ଯେତେ ଆଗକୁ ବଢ଼ୁଛି ସେତିକି ନୂତନ ନୂତନ ଜିନିଷ ଆବିଷ୍କାର କରୁଛି, ଯାହାକି ମଣିଷର ଜୀବନରେ ତାହାର ବ୍ୟାପକ ପରିମାଣରେ ବ୍ୟବହାର କରାଯାଉଛି । କଥାରେ ଅଛି ଅତି ଲେମ୍ବୁ ଚିପୁଡିଲେ ପିତା, ସେହିଭଳି ଯେଉଁ ଜିନିଷର ଅତ୍ୟଧିକ ବ୍ୟବହାର କରାଯିବ ତାହାର
Read More...

ଉତ୍କଳ ଦିବସ ପାଳନ ଅବସରରେ ବିଧାୟକ ନବୀନ ଜୈନ କହିଲେ ବିକଶିତ ହେବ ଗୋପବନ୍ଧୁଙ୍କ ଓଡିଶା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଉତ୍କଳ ଦିବସ ଉପଲକ୍ଷେ ବୁଧବାର ସକାଳେ ଓଡ଼ିଶାର ବୀରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ସନ୍ଧ୍ୟାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସ୍ୱତନ୍ତ୍ର ପ୍ରଦେଶ ଓଡ଼ିଶା ଗଠନର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ୨୦୩୬ ସୁଦ୍ଧା ଏକ ବିକଶିତ
Read More...

ଉତ୍କଳ ଦିବସ ଉପଲକ୍ଷେ ଟିଟିଲାଗଡ଼ର ବିଭିନ୍ନ ଛକରେ ଥିବା ଓଡ଼ିଶାର ବରପୁତ୍ରଙ୍କୁ ମାଲ୍ୟାର୍ପଣ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜି ହେଉଛି ଏପ୍ରିଲ ଏକ ତାରିଖ । ଯାହାକୁ ଆମ ରାଜ୍ୟରେ ଉତ୍କଳ ଦିବସ ରୂପେ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ଲୋକ ସମ୍ପର୍କ ଓ ସୂଚନା ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ସହରର ବିଭିନ୍ନ ଛକରେ ଥିବା ଓଡ଼ିଶାର
Read More...