ପାଣି ପାଇଁ ରାଜ ରାସ୍ତାରେ ମହିଳା
ଟିଟିଲାଗଡ଼, (ଖୁସିରାନି ସାହୁ) : ନିର୍ବାଚନ ମଣ୍ଡଳୀରେ ତାତି ଯେତିକି ବଢ଼ିବାରେ ଲାଗିଛି ସେତିକି ଜଳ କଷ୍ଟ ମଧ୍ୟ ଦେଖା ଦେଇଛି । ଗୁଡ଼ଭେଳା ବ୍ଲକ ଧରୁଆପଡା ଛକରେ ମହିଳାମାନେ ରାଜରାସ୍ତାକୁ ଓଲ୍ଲାଇ ପାଣି ମିଳୁନି ବୋଲି ଅଭିଯୋଗ ଆଣିଥିଲେ । ପ୍ରଶାସନ ପାଣି ସମସ୍ୟା ଦୂର କରି ପାରୁନ ଥିବା!-->…
Read More...
Read More...