ସ୍ତ୍ରୀକୁ ପିଟିପିଟି ମାରିଦେଲା ସୈତାନ ସ୍ୱାମୀ : ଅଭିଯୁକ୍ତ ଅଟକ
ତିହିଡି : ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ପିଟିପିଟି ମାରିଦେଲା ସୈତାନ ସ୍ୱାମୀ । ମୃତ ମହିଳା ଜଣକ ବାଂଶଡା ଥାନା ଅନ୍ତର୍ଗତ ବାଂଶଡା ଗ୍ରାମର ଉର୍ବଶୀ ଦାସ(ମାମି) ଏବଂ ହତ୍ୟାକାରୀ ସ୍ୱାମୀ ସାପ କାତିଆ ଗ୍ରାମର ଅଲେଖ ଦାସଙ୍କ ପୁତ୍ର ପପୁ ଦାସ(୪୦) ବୋଲି ଜଣାପଡ଼ିଛି । ଭଦ୍ରକ!-->…
Read More...
Read More...