Browsing Tag

sambalpur news

ହୋଲି ଖେଳିସାରି ଗାଧୋଉ ଥିଲେ ଯୁବକ : କେନାଲରେ ବୁଡ଼ି ପ୍ରାଣ ହରାଇଲେ

ସମ୍ବଲପୁର : ହୋଲି ଖେଳିସାରି ଗାଧୋଉଥିବା ବେଳେ କେନାଲରେ ବୁଡ଼ି ମଙ୍ଗଳବାର ଦିନ ଅପରାହ୍ନରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ଜଣକ ପୃଥ୍ୱୀରାଜ ବେହେରା ବୋଲି ଜଣା ପଡିଛି । ସେ ଚାଉଁରପୁର ମୁଣ୍ଡଘାଟ ନିକଟରେ ଥିବା କେନାଲକୁ ଗାଧୋଇବା ପାଇଁ ଯାଇଥିଲେ । ଗାଧୋଉଥିବା
Read More...

ସମ୍ବଲପୁରରେ ଫୁଟିଲା ବୋମା

ସମ୍ବଲପୁର : ସମ୍ବଲପୁରରେ ଫୁଟିଛି ବୋମା । ଏଭଳି ଏକ ଖବର ଅଞ୍ଚଳରେ ଚହଳ ସୃଷ୍ଟି କରିଛି । ସୂଚନା ଅନୁସାରେ ପୀରବାବା ଛକ ନିକଟରେ ବୋମାମାଡ଼ ହୋଇଛି । ତେବେ ଏକ ବୁଲେଟ୍‌ ଉପରକୁ ଦୁର୍ବୃତ୍ତ ବୋମା ଫିଙ୍ଗିଥିବା କୁହାଯାଇଛି । ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଲାଗିରହି ଥିବା ବେଳେ ଘଟଣା ସ୍ଥଳକୁ
Read More...

ଯେଉଁ ମାନଙ୍କ ହାତରେ ଏତେ ସମୟ ଧରି ବ୍ୟବସ୍ଥା ରହିଲା, ସେମାନେ କଲେ କ’ଣ ? : ଧର୍ମେନ୍ଦ୍ର

ସମ୍ବଲପୁର, (କେପିଏନ୍‌ଏସ୍‌) : ହୀରାକୁଦରେ ଝାଡ଼ାବାନ୍ତି ବ୍ୟାପୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୀମ୍‌ସାର ମେଡ଼ିକାଲ୍‌କୁ ଯାଇ ରୋଗୀଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଛନ୍ତି । ସେ କହିଛନ୍ତି ଯେ, ମାର୍ଚ୍ଚ ମାସରେ ଝାଡ଼ାବାନ୍ତି ବ୍ୟାପିବା ଚିନ୍ତାଜନକ
Read More...

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ବ୍ୟକ୍ତି ମୃତ

ସମ୍ବଲପୁର : ବିଦ୍ୟୁତ୍‌ ଆଘାତରେ ସଦର ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକ ଜଣକ ହେଉଛନ୍ତି ପିଲାକନ୍ଦେଇପଡ଼ାର ଜବାହର ସାହୁ(୪୯) । ଶୁକ୍ରବାର ରାତିରେ ସେ ମାଛ ମାରିବା ପାଇଁ ଯାଉଥିବା ବେଳେ ପୋଖରୀ ନିକଟରେ ପଡ଼ିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ
Read More...

ଭୁବନେଶ୍ଵରରୁ ବରଗଡ଼ ଫେରୁଥିବାବେଳେ ରେଢାଖୋଲ ବେଲଗଡ ଠାରେ କାର ଦୁର୍ଘଟଣାର ଶିକାର ହେଲେ ପ୍ରସନ୍ନ ଆଚାର୍ଯ୍ୟ

ସମ୍ବଲପୁର : ଭୁବନେଶ୍ଵରରୁ ବରଗଡ଼ ଫେରୁଥିବାବେଳେ ରେଢାଖୋଲ ବେଲଗଡ ଠାରେ କାର ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର ହୋଇଥିବା ନେଇ ଖବର ମିଳିଛି । ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ତାଙ୍କୁ ପ୍ରଥମେ ରେଢାଖୋଲ ଓ ପରେ ସମ୍ବଲପୁର ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି
Read More...

ହୀରାକୁଦ ପେଟ୍ରୋଲ ପମ୍ପ୍ ନିକଟରେ ଦୁର୍ଘଟଣା

ସମ୍ବଲପୁର : ହୀରାକୁଦ ପେଟ୍ରୋଲ ପମ୍ପ୍ ନିକଟରେ ଟ୍ରକ୍ ଚାପାରେ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୋମବାର ସକାଳୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଯୁବକଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଥିଲା । ତେବେ କ୍ଷତିପୂରଣ ଦାବିରେ ପେଟ୍ରୋଲ ପମ୍ପ୍‌
Read More...

ଲୁଟ୍ ଉଦ୍ଦେଶ୍ୟରେ ଅଳଙ୍କାର ଦୋକାନରେ ଗୁଳିକାଣ୍ଡ

ସମ୍ୱଲପୁର : ସମ୍ବଲପୁରର ଅଳଙ୍କାର ଦୋକାନରେ ଗୁଳିକାଣ୍ଡ । ଶୁକ୍ରବାର ଦିନ ଦ୍ୱିପ୍ରହରରେ ସମ୍ବଲପୁର ଧନୁପାଲି ସ୍ଥିତ ଏକ ଅଳଙ୍କାର ଦୋକାନରେ ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି । ଅଳଙ୍କାର ଦୋକାନ ମାଲିକଙ୍କୁ ଗୁଳିମାଡ ହୋଇଥିବା ଜଣାପଡିଛି । ଗୁଳିକାଣ୍ଡ ଫଳରେ ଦୋକାନ ମାଲିକ ଆହତ ହୋଇଛନ୍ତି
Read More...

ସମ୍ବଲପୁର ଗସ୍ତରେ ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ୍‌

ସମ୍ବଲପୁର : ସମ୍ବଲପୁର ଗସ୍ତରେ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ୍‌ । ଶନିବାର ରାତିରେ ସମ୍ବଲପୁର ପହଞ୍ଚିବା ପରେ ସର୍କିଟ ହାଉସରେ ରାତ୍ରୀଯାପନ କରିଛନ୍ତି ଶ୍ରୀ ପାଣ୍ଡିଆନ୍‌ । ଏହାପରେ ଭୋର ସକାଳୁ ସମଲେଇ ମନ୍ଦିର ଯାଇ ମାଁ ସମଲେଇଙ୍କ ଦର୍ଶନ କରିଛନ୍ତି । ତେବେ ସମଲେଇ
Read More...

ଡାକ୍ତର ନାରାୟଣୀ ପଣ୍ଡାଙ୍କୁ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ତରଫରୁ ସମ୍ବର୍ଦ୍ଧନା

ସମ୍ବଲପୁର, (ନିରୋଜ କୁମାର ପଣୀ) : ଡ. ନାରାୟଣୀ ପଣ୍ଡା ଆଜି ଅଞ୍ଚଳରେ ଜଣେ ଚର୍ଚ୍ଚିତ ଚେହେରା । ଦୀର୍ଘ ବର୍ଷ ଡାକ୍ତର ଭାବେ ସେବା ଯୋଗେଇ ସମ୍ବଲପୁରରେ ନିଜର ସ୍ୱତନ୍ତ୍ର ପରିଚୟ ହାସଲ କରିଥିଲେ । ଚାକିରିରୁ ଅବସର ଗ୍ରହଣ କରିବା ପରେ ଜୀବନରେ ଯାହା କିଛି ଅର୍ଜନ କରିଥିଲେ ସେ ସବୁକୁ ସେ
Read More...

ଚଳଚଞ୍ଚଳ ମା’ ସମଲେଇ ପୀଠ

ସମ୍ବଲପୁର : ଚଳଚଞ୍ଚଳ ମା’ ସମଲେଇ ପୀଠ । ଭକ୍ତ ଲମ୍ବା ଲାଇନ୍‌ରେ ଛିଡ଼ା ହୋଇ ଦର୍ଶନ କରୁଛନ୍ତି । ଏହାସହ ନୂତନ ଭାବେ ହୋଇଥିବା କାମକୁ ମଧ୍ୟ ବୁଲି ବୁଲି ଦେଖୁଛନ୍ତି । ଖବର ଅନୁଯାୟୀ, ଶନିବାର ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପର ଉଦ୍‌ଘାଟନ ହୋଇଯାଇଛି । ଏହାପରେ ସଂଧ୍ୟାରେ ମହାନଦୀ ଆଳତୀ
Read More...