pakka

ସମ୍ବଲପୁର ଗସ୍ତରେ ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ୍‌

bbehera

ସମ୍ବଲପୁର : ସମ୍ବଲପୁର ଗସ୍ତରେ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ୍‌ । ଶନିବାର ରାତିରେ ସମ୍ବଲପୁର ପହଞ୍ଚିବା ପରେ ସର୍କିଟ ହାଉସରେ ରାତ୍ରୀଯାପନ କରିଛନ୍ତି ଶ୍ରୀ ପାଣ୍ଡିଆନ୍‌ । ଏହାପରେ ଭୋର ସକାଳୁ ସମଲେଇ ମନ୍ଦିର ଯାଇ ମାଁ ସମଲେଇଙ୍କ ଦର୍ଶନ କରିଛନ୍ତି । ତେବେ ସମଲେଇ ଦର୍ଶନ ପରେ ସେ ମହାନଦୀ ହାଫ- ମାରାଥନକୁ ଫ୍ଲାଗ ଅପ୍ କରିଛନ୍ତି । ମହାନଦୀ ହାଫ ମାରାଥନ ଫ୍ଲାଗ ଅଫ ପରେ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଭୀମସାର ସୁପରିଟେଣ୍ଡଣ୍ଟ ଓ ଅନ୍ୟ କର୍ମଚାରୀଙ୍କୁ ନେଇ ସମୀକ୍ଷା କରିବେ । ପରେ ଭିଏସ୍‌ଏସ୍‌ ଷ୍ଟାଡିୟମ ଯାଇ ସେଠାରେ ଜିଲ୍ଲାର ସ୍ପୋର୍ଟସ ଓ ଆଥଲେଟିକ କମିଟି ସଦସ୍ୟଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.

19 + 6 =