ଟ୍ରାକ୍ଟର-ଅଟୋ ଧକ୍କା : ୧ ମୃତ, ୪ ଗୁରୁତର
ସମ୍ବଲପୁର : ଟ୍ରାକ୍ଟର-ଅଟୋ ଧକ୍କାରେ ଜଣକର ମୃତ୍ୟୁ ହୋଇଥିବା ବେଳେ, ୪ ଜଣ ଆହତ ହୋଇଛନ୍ତି । ଘଟଣା ଘଟିଛି ସମ୍ବଲପୁର ଶାସନ ଥାନା ଅନ୍ତର୍ଗତ ଗିରିପାଲି ଅଞ୍ଚଳରେ । ମୃତକ ଜଣକ ହେଲେ ତଳିମୁଣ୍ଡାର କୈଳାଶ । ଖବର ଅନୁଯାୟୀ, କୈଳାଶ ଓ ତାଙ୍କ ପରିବାର ପିକନିକରୁ ଏକ ଅଟୋ ଯୋଗେ ଫେରୁଥିବା!-->…
Read More...
Read More...