Browsing Tag

sambalpur news

ସମ୍ବଲପୁର ନାଟ୍ୟ ଜଗତର ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ରାଜେନ୍ଦ୍ର ପଣ୍ଡା ଚାଲିଗଲେ

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର ନାଟ୍ୟକଳା ପରିଷଦର କର୍ଣ୍ଣଧାର ସଭାପତି ତଥା ଓଡଶା ନାଟ୍ୟ ଜଗତର ପ୍ରଚଣ୍ଡ ପ୍ରତିଭା ରାଜେନ୍ଦ୍ର ପ୍ରସାଦ ପଣ୍ଡା(୮୦) ଆଉ ଇହ ଜଗତରେ ନାହାନ୍ତି । ସମ୍ବଲପୁର ନାଟ୍ୟ ଜଗତ ପିତାମହ ଭୀଷ୍ମଙ୍କୁ ହରାଇଲା ବୋଲି ନାଟ୍ୟକର୍ମୀମାନେ ମତ ଦେଇଛନ୍ତି ଏବଂ ତାଙ୍କ
Read More...

ସାମ୍ବାଦିକ କହି ଦାଦାବଟି ଆଦାୟ କରୁଥିବା ଅଭିଯୋଗରେ ୨ ଗିରଫ୍‌

ସମ୍ବଲପୁର, (ଦାମୋଦର ପଣ୍ଡା) : ସାମ୍ବାଦିକ କହି ଦାଦାବଟି ଆଦାୟ କରୁଥିବା ଅଭିଯୋଗରେ ୨ ଜଣ ଗିରଫ୍‌ ହୋଇଥିବା ବେଳେ ଏହି ଘଟଣା ଏବେ ସାରା ସହରରେ ଚ‌ର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ ବୁର୍ଲା ପୋଲିସ ଷ୍ଟେସନରେ ସିଆର୍‌ପିସି ୟୁ/ଏସ ୪୧(ଏ) ଧାରାରେ ମାମଲା ରୁଜୁ କରି ବୀରେନ୍ଦ୍ର
Read More...

ବିଜେପି ତରଫରୁ ବୀର ବୀର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ପାଳନ

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର ବିଜେପି ପକ୍ଷରୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀର ବୀର୍ସା ମୁଣ୍ଡାଙ୍କର ଜୟନ୍ତୀ ନିରାଡ଼ମ୍ବର ଭାବରେ ପାଳନ କରାଯାଇଛି । ସ୍ଥାନୀୟ ଅଇଁଠାପଲି ଛକରେ ଥିବା ବୀର ବିର୍ଶା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କର ସ୍ମୃତିଚାରଣ
Read More...

ରାତି ସାରା ପ୍ରଚୁର ଶବ୍ଦ ପ୍ରଦୂଷଣ କଲା ଭଳି ବାଣ ଫୁଟା

ସମ୍ବଲପୁର, (ସମ୍ବଲପୁର) : ଦୀପାବଳୀ ବେଳେ ବାଣ ବିକ୍ରୀ ଓ ଫୁଟାଇବା ପାଇଁ ବାରଣ କରଯାଇଥିଲା ଓ ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରଚାର କରାଯାଇଥିଲା । ଫଳତଃ ମୁଖ୍ୟ ରାସ୍ତାରେ ଅନ୍ୟ ବର୍ଷ ପରି ବାଣ ଫୁଟା ହୋଇ ନ ଥିଲା, ମାତ୍ର ସହରର ଗଳି କନ୍ଦିରେ ଓ ପଡାମାନଙ୍କରେ ଏହାର କିଛି
Read More...

ବାଣିଜ୍ୟିକ କୋର୍ଟ ଖୋଲିବା ପାଇଁ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର ସମେତ କଟକ, ଭୁବନେଶ୍ୱର, ବ୍ରହ୍ମପୁରରେ ବାଣିଜ୍ୟିକ କୋର୍ଟ ଖୋଲିବା ପାଇଁ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାଦ୍ୱାରା ଆଗାମୀ ଦିନରେ ବାଣିଜ୍ୟ ମାମଲାଗୁଡିକର ବିଚାର ତୁରନ୍ତ ହୋଇ ପାରିବ । ଏହି ବାଣିଜ୍ୟିକ କୋର୍ଟଗୁଡିକର ସୀମା
Read More...

ଅମଲ।ତନ୍ତ୍ର ଅଧୀନରେ ଦୁଇ ଲକ୍ଷ ସତୁରି ହଜାର ଲୋକଙ୍କ ଭାଗ୍ୟ ଝୁଲୁଛି

ସମ୍ବଲପୁର, (ଦାମୋଦର ପଣ୍ଡା) : ୨୦୧୩ ମସିହା ସେପ୍ଟେମ୍ବର ୨୯ ତାରିଖରେ ଭଙ୍ଗ ହୋଇଥିବା ସମ୍ବଲପୁର ପୌର ପରିଷଦ ଓ ପରବର୍ତ୍ତୀ ସମୟରେ ମହାନଗର ନିଗମରେ ପରିଣତ ହେବା ପରେ ମଧ୍ୟ ଦୀର୍ଘ ସାତ ବର୍ଷ ପରେ ବିନା ଲୋକ ପ୍ରତିନିଧିରେ ଚାଲିଛି । ଅମଲ।ତନ୍ତ୍ର ଅଧୀନରେ ଦୁଇ ଲକ୍ଷ ସତୁରି ହଜାର ଲୋକଙ୍କ
Read More...

ପ୍ରଫେସର ଡ. ସସ୍ମିତା କର ଲୋକପ୍ରିୟ ହିନ୍ଦୀ କାର୍ଯ୍ୟକ୍ରମ କେବିସି.ରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁରର ବୋହୂ ତଥା ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟର ପ୍ରଫେସର ଡ. ସସ୍ମିତା କର ଲୋକପ୍ରିୟ ହିନ୍ଦୀ କାର୍ୟ୍ୟକ୍ରମ କେବିସି.ରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି । ଆସନ୍ତା ସପ୍ତାହରେ ସେ ସୁଟିଂ ପାଇଁ ମୁମ୍ବାଇ ଯାଉଥିବାର ଜଣାଯାଇଛି ।
Read More...

ସାଂସଦ ସୁରେଶ ପୂଜାରୀଙ୍କ ଉନ୍ନୟନମୂଳକ ପଦକ୍ଷେପ

ସମ୍ବଲପୁର, (ଦାମୋଦର ପଣ୍ଡା) : ବରଗଡ଼, ଝାରସୁଗୁଡା ଓ ସମ୍ବଲପୁରକୁ ସଂଯୋଗ କରୁଥିବା ରାଷ୍ଟ୍ରୀୟ ରାଜମାର୍ଗର ପ୍ରଶସ୍ତିକରଣ, ଉନ୍ନତିମୂଳକ କାର୍ୟ୍ୟ ବିଷୟରେ ସାଂସଦ ସୁରେଶ ପୂଜାରୀ ଜାତୀୟ ରାଜପଥ ପ୍ରାଧିକରଣର ରିଜିଓ ମେନେଜର ରାମପ୍ରସାଦ ପଣ୍ଡାଙ୍କ ସହ ଆଲୋଚନା ଓ ସମୀକ୍ଷା କରିଥିଲେ । ବରଗଡ
Read More...

ହୀରାକୁଦ ଜଳଭଣ୍ଡାରରେ ଡିସେମ୍ବର ୧ ରୁ ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ପ୍ରଥମ ଥର ପାଇଁ ଆୟୋଜିତ ହେବ ଇକୋ ରିଟ୍ରିଟ

ସମ୍ବଲପୁର, (ଦାମୋଦର ପଣ୍ଡା) : ଚଳିତ ବର୍ଷ ହୀରାକୁଦ ଜଳଭଣ୍ଡାରରେ ଡିସେମ୍ବର ୧ ରୁ ଫେବ୍ରୁଆରୀ ୨୮ ପର୍ୟ୍ୟନ୍ତ ପ୍ରଥମ ଥର ପାଇଁ ଆୟୋଜିତ ହେବ ଇକୋ ରିଟ୍ରିଟ । ଗତ ବର୍ଷ କୋଣାର୍କ ରେ ଆୟୋଜିତ ଏହି କାର୍ୟ୍ୟକ୍ରମର ବିପୁଳ ସଫଳତା ପରେ ଏଥର ପାଞ୍ଚୋଟି ସ୍ଥାନରେ ଆୟୋଜିତ ହେଉଥିବା ଏହି
Read More...

ଆସନ୍ତା ୧୫ ତାରିଖରୁ ସମ୍ବଲପୁର ରାୟଗଡା ସ୍ପେଶାଲ ଟ୍ରେନ ପୂର୍ବ ପରି ପ୍ରତିଦିନ ଚଳାଚଳ କରିବ

ସମ୍ବଲପୁର, (ଦାମୋଦର ପଣ୍ଡା) : ଆସନ୍ତା ୧୫ ତାରିଖରୁ ସମ୍ବଲପୁର ରାୟଗଡା ସ୍ପେଶାଲ ଟ୍ରେନ ପୂର୍ବ ପରି ପ୍ରତିଦିନ ଚଳାଚଳ କରିବ ବୋଲି ରେଳବାଇ ସୂତ୍ରରୁ ଜଣାପଡ଼ିଛି । ଏହି ଟ୍ରେନ ସମ୍ବଲପୁରରୁ ସକାଳ ୬ ଘଣ୍ଟାରେ ଛାଡି ରାୟଗଡାରେ ମଧ୍ୟାହ୍ନ୧୨-୪୦ ରେ ପହଂଚିବ । ଫେରିବା ବେଳେ ଅପରାହ୍ନ ୨-୦୫ ରେ
Read More...