ବାଣିଜ୍ୟିକ କୋର୍ଟ ଖୋଲିବା ପାଇଁ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର ସମେତ କଟକ, ଭୁବନେଶ୍ୱର, ବ୍ରହ୍ମପୁରରେ ବାଣିଜ୍ୟିକ କୋର୍ଟ ଖୋଲିବା ପାଇଁ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାଦ୍ୱାରା ଆଗାମୀ ଦିନରେ ବାଣିଜ୍ୟ ମାମଲାଗୁଡିକର ବିଚାର ତୁରନ୍ତ ହୋଇ ପାରିବ । ଏହି ବାଣିଜ୍ୟିକ କୋର୍ଟଗୁଡିକର ସୀମା ନିର୍ଦ୍ଧାରଣ କରାଯାଉଛି । ଏହାଦ୍ୱାରା ବିଭିନ୍ନ ଜିଲ୍ଲାରେ ପଡି ରହିଥିବା ମମାଲଗୁଡିକର ଆଶୁ ସମାଧାନ ହୋଇ ପାରିବ ବୋଲି ବିଶ୍ୱାସ କରାଯାଉଛି ।

Leave A Reply

Your email address will not be published.