Browsing Tag

rourakela news

ଅଭିଯାନ ଅନୁଷ୍ଠାନର ରଜମହୋତ୍ସବ ମହାସମାରୋହରେ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ନୂଆ ଭାବେ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଅଭିଯାନର ରଜମହୋତ୍ସବ ସିଭିକ ସେଣ୍ଟର୍ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ଆବାହକ ମୁକ୍ତିକାନ୍ତ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଭାବେ ରାଉରକେଲା…
Read More...

ଓଡ଼ିଆ ଜାତିର ପ୍ରାଣ ଶ୍ରୀଜଗନ୍ନାଥ ଆଲୋଚନା ଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ମାଧବ ନଗର ଶାଖା ଓ ରାଉରକେଲା କଲେଜ, ରାଉରକେଲାର ମିଳିତ ଆନୁକୂଲ୍ୟରେ ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଶାଖାର ସଭାପତି ବ୍ରଜେନ୍ଦ୍ର ଦାଶଙ୍କ ଆବାହକତ୍ୱ କଲେଜର…
Read More...

ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ “ଅଭିଯାନ”ର ସାଂସ୍କୃତିକ ମହୋତ୍ସବ ଆଡ଼ମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ

ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲାର ସେକ୍ଟର-୧୯ ସ୍ଥିତ ସିଭିକ ସେଣ୍ଟରଠାରେ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ "ଅଭିଯାନ"ର ରଜ ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମହାଆଡ଼ମ୍ବରପୂର୍ଣ୍ଣ ଓ ଉତ୍ସାହପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ଆବାହକ ମୁକ୍ତିକାନ୍ତ…
Read More...

ବିପିୟୁଟି ପୁଣି ରଚିଲା ଇତିହାସ : ପରୀକ୍ଷା ଶେଷ ହେବାର ଦୁଇ ଦିନ ମଧ୍ୟରେ ପ୍ରକାଶ କଲା ପରୀକ୍ଷା ଫଳ

ରାଉରକେଲା, (ସସ୍ମିତା ପ୍ରଧାନ) : ଦକ୍ଷତା, ବୈଷୟିକ ଉତ୍କର୍ଷତା ଏବଂ ଛାତ୍ରକୈନ୍ଦ୍ରିକ ପ୍ରଶାସନ ପ୍ରତି ପ୍ରତିବଦ୍ଧତାର ଆଉ ଏକ ଅନନ୍ୟ ନିଦର୍ଶନ ସ୍ୱରୂପ, ଓଡିଶାର ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ପୁଣିଥରେ ଚୂଡ଼ାନ୍ତ ପରୀକ୍ଷା ଶେଷ ହେବାର ମାତ୍ର ଦୁଇ ଦିନ ମଧ୍ୟରେ…
Read More...

ଗାଙ୍ଗପୁର ମଜଦୁର ମଂଚ ପକ୍ଷରୁ ୧୧ ଦଫା ଦାବି ନେଇ ବିରୋଧ ପ୍ରଦର୍ଶନ

ରାଉରକେଲା, (କେପିଏନ୍‌ଏସ୍‌) : ଗାଙ୍ଗପୁର ମଜଦୁର ମଂଚ ପକ୍ଷରୁ ୧୧ ଦଫା ଦାବି ନେଇ ବିର୍ସାଛକ ଠାରେ ଆନ୍ଦୋଳନ କରାଯିବା ସହ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ କରାଯାଉଥିବା ଅନ୍ୟାୟ ବିରୋଧରେ ପ୍ରଦର୍ଶନ କରାଯାଇଥିଲା । ଇସ୍ପାତ କାରଖାନାରେ କାର୍ଯ୍ୟରତ ସ୍ଥାୟୀ, ଅସ୍ଥାୟୀ ଏବଂ ଅବସରପ୍ରାପ୍ତ…
Read More...

ସ୍ୱାସ୍ଥ୍ୟ କେନ୍ଦ୍ର ବନ୍ଦ କରିବା ଘଟଣାକୁ ନେଇ ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କ ଅସନ୍ତୋଷ ପ୍ରକାଶ

ମାଗଣାରେ ସ୍ୱାସ୍ଥ୍ୟ ସେବା ପାଇବା ଲୋକଙ୍କ ମୌଳିକ ଅଧିକାର - ବିଧାୟକ ଦୁର୍ଗାଚରଣ ତନ୍ତୀ ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଇସ୍ପାତ ସହରାଞ୍ଚଳର ସେକ୍ଟର-୬,ସେକ୍ଟର-୧ ଏବଂ ସେକ୍ଟର-୧୫ ରେ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ…
Read More...

୧୪ ବର୍ଷରୁ କମ୍ ଆନ୍ତଃଜିଲ୍ଲା ସ୍ତରୀୟ ଫୁଟବଲ୍ ଚାମ୍ପିଅନସିପ୍ ୨୦୨୬ ସମାପନ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶା ସରକାରଙ୍କ ସହଯୋଗରେ, ଫୁଟବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶା ପକ୍ଷରୁ ବୁଧବାର ସନ୍ଧ୍ୟାରେ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ୧୪ ବର୍ଷରୁ କମ୍ ଆନ୍ତଃଜିଲ୍ଲା ସ୍ତରୀୟ (ବାଳିକା ଓ ବାଳକ) ମୁଖ୍ୟମନ୍ତ୍ରୀ ଟ୍ରଫି ୨୦୨୬, ଫୁଟବଲ୍…
Read More...

ହକି ଖେଳାଳୀ ସ୍ୱିଟି କୁଜୁର ଓ ଅର୍ମାନ ଲାକ୍ରା ସମ୍ବର୍ଦ୍ଧିତ

ରାଉରକେଲା, (ସସ୍ମିତା ପ୍ରଧାନ) : ୧୦ ଜୁନ ୨୦୨୬ ସୁନ୍ଦରଗଡ଼ ଜିଲ୍ଲା ଏବଂ ଓଡ଼ିଶା କ୍ରୀଡ଼ା ଜଗତ ପାଇଁ ଏକ ଗର୍ବର ମୁହୂର୍ତ୍ତରେ ଆଜି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଏବଂ କ୍ରୀଡ଼ା ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ସୁଶ୍ରୀ ଦୀନା ଦସ୍ତଗୀର ଆଜି ନିକଟରେ ସମ୍ପନ୍ନ ହୋଇଥିବା ଅଣ୍ଡର-୧୮ ଏସିଆ…
Read More...

ପ୍ରେମଭକ୍ତି ଓ କାବ୍ୟର ଅନନ୍ୟ ସ୍ରଷ୍ଟା ଅଭିମନ୍ୟୁ ସାମନ୍ତ ସିଂହାରଙ୍କ କାବ୍ୟକୃତି ଆଲୋଚନାଚକ୍ର

ସାହିତ୍ୟ ଜାତୀୟ ଜୀବନର ସଂଜୀବନୀ ରାଉରକେଲା, (ସସ୍ମିତା ପ୍ରଧାନ) : ସଚ୍ଚିଦାନନ୍ଦ ସ୍ମୃତି ସଂସଦର ପ୍ରାଚୀନ ସାହିତ୍ୟ ଚର୍ଚ୍ଚା କାର୍ଯ୍ୟକ୍ରମରେ ପ୍ରେମଭକ୍ତି ଓ କାବ୍ୟର ଅନନ୍ୟ ସ୍ରଷ୍ଟା ଅଭିମନ୍ୟୁ ସାମନ୍ତ ସିଂହାରଙ୍କ କାବ୍ୟକୃତି ସମ୍ପର୍କରେ ଏକ ଆଲୋଚନାଚକ୍ର ଛେଣ୍ଡ ସ୍ଥିତ ଚିନ୍ମୟ…
Read More...

ଆସନ୍ତା ୧୮ରେ ଶ୍ରୀ ଶ୍ରୀ ଆଖଣ୍ଡଳମଣି ମନ୍ଦିରରେ ଶିବ ବିବାହ

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗର ଏ ବ୍ଲକ ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ଓ ବାବା ଆଖଣ୍ଡଳମଣି ମନ୍ଦିରରେ ପ୍ରଥମ ଥର ପାଇଁ ଶିବ ବିବାହ କାର୍ଯ୍ୟକ୍ରମ ଆସନ୍ତା ୧୮ ତାରିଖ ଦିନ କରାଯିବା ପାଇଁ ସ୍ଥିର କରାଯାଇଛି । ଏନେଇ ମନ୍ଦିର ଟ୍ରଷ୍ଟ, ପୁଷ୍ପାଞ୍ଜଳି ଅନୁଷ୍ଠାନ, ପୁଲିସ…
Read More...